Browsing Category
ଦେଶ-ବିଦେଶ
ଜୀବନ ନେଲା ମଣିଷ ଖିଆ ଏମିବା
ବ୍ୟୁରୋ: କେରଳରେ ପୁଣି ଭୟ ଖେଳାଇଛି ମଣିଷ ଖିଆ ଏମିବା। ଜଣେ ୧୪ ବର୍ଷର ବାଳକର ଜୀବନ ନେଇଛି ମସ୍ତିଷ୍କ ଖାଉଥିବା ଏମିବା ପୋଖରୀରେ ଗାଧେଇବା ସମୟରେ ପିଲାଟିର ନାକ ବାଟ ଦେଇ ଏମିବା ଶରୀରରେ ପ୍ରବେଶ କରିଥିଲା। ପରେ ମସ୍ତିଷ୍କକୁ ସଂକ୍ରମିତ କରିଥିଲା। ଦେହ ଅସୁସ୍ଥ ହେବାରୁ ପିଲାଟିକୁ ମେଡିକାଲ ନିଆ…
ଗୁପଚୁପ ଆଣିପାରେ କ୍ୟାନ୍ସର ବିପଦ!
କର୍ଣ୍ଣାଟକ:ଗୁପଚୁପ ସାଜିପାରେ ଭୟାନକ କ୍ୟାନ୍ସରର କାରଣ। ଅଧିକ ଗୁପଚୁପ ଖାଇଲେ କ୍ୟାନ୍ସର ହୋଇପାରେ। ଏଭଳି କିଛି ଖବର ଏବେ ସାଧାରଣରେ ଭୟ ସୃଷ୍ଟି କରିଛି। କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗର ତଥ୍ୟ ଗୁପଚୁପ ଖାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଗୁପଚୁପରେ ମିଶୁଥିବା ହାନିକାରକ…
ମାଟି ତଳୁ ଚାଲିଛି ଜୀବନ ସନ୍ଧାନ, ବଢୁଛି…
ବ୍ୟୁରୋ:କେରଳରେ ପ୍ରକୃତି କୋପରେ ବଢୁଛି ମୃତ୍ୟୁ ସଂଖ୍ୟା। ୨୭୬ରେ ପହଂଚିଲାଣି ମୃତ୍ୟୁ ସଂଖ୍ୟା।ତିନି ତିନି ଥର ଭୂସ୍ଖଳନ ଘଟିବା ଫଳରେ ୱାୟନାଡ଼ର ୪ ଗାଁ ଧ୍ବଂସସ୍ତୁପରେ ପରିଣତ ହୋଇଛି। ଆଜି ପ୍ରବଳ ବର୍ଷା ହେଉଛି କେରଳରେ। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଯାଉଛି ବର୍ଷା। ସମସ୍ତ ପ୍ରତିକୂଳ ପରିସ୍ଥିତିର…
ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ
ଝାଡଖଣ୍ଡ:ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି ମିଳିଛି।ବେଆଇନ ଜମି କାରବାର ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଲା । ହେମନ୍ତଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ। ବେଆଇନ ଜମି…
ଡାକ୍ତରଖାନାରେ ଭର୍ତ୍ତି ହେଲେ ଆଡ଼ଭାନୀ
ନୂଆଦିଲ୍ଲୀ:ବିଜେପିର ବରିଷ୍ଠ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ। ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ବର୍ତ୍ତମାନ ଅବଜରଭେସନରେ ରଖା ଯାଇଛି। ଡାକ୍ତରୀ ଟିମ ତାଙ୍କ…
ବାଜି ମାରିଲେ ଓମ ବିର୍ଲା.. ପୁଣି ଥରେ…
ନୂଆଦିଲ୍ଲୀ:ପୁଣି ଥରେ ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା।
ସଂସଦର ପ୍ରଥମ ଅଗ୍ନିପରୀକ୍ଷାରେ ପାସ୍ ହୋଇଛି ମୋଦି ସରକାର ।୧୮ତମ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍ ବିର୍ଲା।ଏନଡିଏ ପ୍ରାର୍ଥୀ ଓମ ବିର୍ଲା ପୁଣି ଥରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।ବାଚନିକ ଭୋଟରେ ଓମ…
ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ…
ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ହେବେ ମୁଖ୍ୟ ଶାସନ ସଚିବ।ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଂଜୁରୀ ପରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଂଜୁରୀ ଦେଲା କ୍ୟାବିନେଟ୍ର ନିଯୁକ୍ତି କମିଟି।ସରିବାକୁ ଯାଉଛି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ…
ୟୁପିରେ ପ୍ରଶ୍ନପତ୍ର ଲିକ ହେଲେ ଆଜୀବନ…
ବ୍ୟୁରୋ: ୟୁପିରେ ପ୍ରଶ୍ନପତ୍ର ଲିକ ହେଲେ ଆଜୀବନ ଜେଲ ହେବ। ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାର ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି।ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍ ପ୍ରସଙ୍ଗ ଆଜିକାଲି ଚର୍ଚ୍ଚାରେ ରହିଛି। ନିକଟରେ ଉତ୍ତରପ୍ରଦେଶ ପୋଲିସ ନିଯୁକ୍ତି ପରୀକ୍ଷାର ପେପର ଲିକ୍…
ପୁଣି ପୁତୁରାଙ୍କୁ ଉତ୍ତରାଧିକାରୀ କଲେ…
ବ୍ୟୁରୋ :ପୁତୁରାଙ୍କୁ ଭବିଷ୍ୟତ ଦାୟିତ୍ୱ। ପୁତୁରା ଚଳାଇବେ ରାଜନୈତିକ ଗୋଟି।ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ବିଏସପି ସୁପ୍ରିମୋ ମାୟାବତୀ ଦଳର ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରାଜୟର କାରଣ ଓ ଭବିଷ୍ୟତ ରଣନୀତି ସମୀକ୍ଷା କରିଛନ୍ତି ମାୟାବତୀ। ପୁତୁରା ଆକାଶ…