Browsing Category
ଦେଶ-ବିଦେଶ
ଗିରଫ ହେଲେ କେଜ୍ରିୱାଲ, ବାସଭବନରୁ ଗିରଫ…
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ୨ଘଣ୍ଟାର ମାରାଥନ୍ ଜେରା ପରେ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ଆଶଙ୍କା ଥିଲା ତାଙ୍କୁ ଗିରଫ କରାଯାଇପାରେ। ଏବେ ଆଶଙ୍କା ସତ ହୋଇଛି। ପୂର୍ବରୁ ବହୁ ଥର ଇଡି ସମନକୁ ପ୍ରତ୍ୟାଖାନ କରି ଆସୁଥିଲେ…
ମେଣ୍ଟକୁ ନେଇ ଶାହଙ୍କ ସଂକେତ, ରାଷ୍ଟ୍ରୀୟ…
ନୂଆଦିଲ୍ଲୀ:ମେଣ୍ଟକୁ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ଯୋଗ ଦେଇ ଓଡ଼ିଶାରେ ମେଣ୍ଟ ପ୍ରସଙ୍ଗକୁ ନେଇ ପ୍ରଶ୍ନର ଉତ୍ତର ରଖିଛନ୍ତି ଅମିତ ଶାହ। କହିଛନ୍ତି ପ୍ରଥମେ ଆମେ ବିଜେଡି ସହ ମେଣ୍ଟ କରି ନିର୍ବାଚନ ଲଢିବୁ, ନା ଏକାକୀ ନିର୍ବାଚନ ଲଢିବୁ…
ଇସିଆଇଙ୍କ କଡ଼ା ଆଭିମୁଖ୍ୟ, ହଟିଲେ ଗୃହ…
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ। ସ୍ୱଚ୍ଛ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ କଡ଼ା ଆଭିମୂଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ଆଚରଣ ଉଲଂଘନ ନେଇ ୬ ରାଜ୍ୟର ଗୃହ ସଚିବ ଓ ପଶ୍ଚିମବଙ୍ଗ ର ପୋଲିସ ଡିଜିଙ୍କୁ ବଦଳାଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ପଶ୍ଚିମବଙ୍ଗର…
ବିହାରରେ ଆସନ ଭାଗବଣ୍ଟା , ଏନଡିଏର…
ନୂଆଦିଲ୍ଲୀ: ବିହାରରେ ହେଲା ସିଟ ଭାଗବଣ୍ଟା। ବହୁ ବିଚାର ବିମର୍ଷ ପରେ ଶେଷରେ ଅଙ୍କ ଛିଣ୍ଡିଲ। ବିଜେପି ୧୭ ଟି ଆସନରେ ଲଢ଼ିବ , ଜେଡିୟୁ ଲଢିବ ୧୬ଟି ସିଟରେ, ସେହିପରି ଚିରାଗ ପାସୱାନ ରାମବିଳାଶ ଦଳ ୫ ଟି ଆସନରେ ଲଢ଼ୁଥିବା ବେଳେ ଏଚଏଏମ ଏବଂ ଆରଏଲପି ଗୋଟିଏ ଲେଖାଏ ଆସନରେ ଲଢ଼ିବେ। ସମୁଦାୟ ୪୦ ଲୋକସଭା…
ଦିଲ୍ଲୀ ଗଲେ ମନମୋହନ ସାମଲ
ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏହି ପରିପ୍ରେକ୍ଷିରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ…
ବିଜେପିକୁ ମିଳିଛି ଅଧିକ ଚାନ୍ଦା,…
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାଧ୍ୟମରେ କିଏ କେତେ ଟଙ୍କା ପାଇଛି। କେଉଁ ଦଳ ସବୁଠୁ ଅଧିକ ଚାନ୍ଦା ପାଇଛି। କାହାକୁ ବିଲକୁଲ ମିଳିନି। ଏ ବାବଦରେ ପୁରା ତଥ୍ଯ ସାର୍ବଜନୀନ କରିଛନ୍ତି ନିର୍ବାଚନ କମିଶନ। ଷ୍ଟେଟ ବ୍ୟାଙ୍କ ଦେଇଥିବା ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟକୁ ନିର୍ବାଚନ କମିଶନ ସାର୍ବଜନୀନ…
ଭୋଟର କାର୍ଡ ନାହିଁ, କରିବେ କଣ.. କେମିତି…
ନୂଆଦିଲ୍ଲୀ: ଭୋଟର କାର୍ଡ ନାହିଁ। କେଉଁଠି ରଖି ଦେଇଛନ୍ତି ପାଉ ନାହାନ୍ତି। କେମିତି ଭୋଟ ଦେବେ ଭାବୁଛନ୍ତି। କଣ କରିବେ ବୁଦ୍ଧି ଜୁଟୁନି । ତାରିଖ ପାଖେଇ ଆସିଲା ହେଲେ ଭୋଟର କାର୍ଡ ପାଖରେ ନାହିଁ। ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ସ୍ଥିତି କିଛି ଏହିଭଳି। ସେମାନେ ଭାବୁଛନ୍ତି ଆମ ପାଖରେ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନବମ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ନବମଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇଛି । ଜେରା ପାଇଁ ମାର୍ଚ୍ଚ ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଡକାଇଛି ।
ଏହା…
କାହିଁକି ଇସ୍ତଫା ଦେଲେ ଅରୁଣ ଗୋୟଲ, ମୁହଁ…
ନୂଆଦିଲ୍ଲୀ: ଅରୁଣ ଗୋୟଲଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। କାହିଁକି ଅରୁଣ ଇସ୍ତଫା ଦେଲେ। ଲୋକସଭା ନିର୍ବାଚନ ତାରିଖର କେଇ ଦିନ ପୂର୍ବରୁ ଅରୁଣ ଗୋୟଲଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗୁ ରହିଥିଲା । ରାଜନୈତିକ କରିଡ଼ରରେ ତାଙ୍କ ଇସ୍ତଫା ବଡ଼ ପ୍ରସଙ୍ଗ…
ବାଜିଲା ନିର୍ବାଚନ ବିଗୁଲ
ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ତାରିଖ ଘୋଷଣା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ। ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍।ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉଛି । ପ୍ରତ୍ୟେକ ନିର୍ବାଚନ ଏକ ନୂଆ ପରୀକ୍ଷା ବୋଲି ଭାରତୀୟ ନିର୍ବାଚନ କମିସନ…