thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଜମ୍ମୁ ଓ କାଶ୍ମୀରରେ ପୁଣି ଏନ କାଉଣ୍ଟର:…

ବ୍ୟୁରୋ: ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କୀ। ଜମ୍ମୁ ଓ କାଶ୍ମୀରରେ ପୁଣି ଏନ କାଉଣ୍ଟର। ପୃଥକ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଥିବାବେଳେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।ଜମ୍ମୁ କାଶ୍ମୀରର କଠଓ୍ବାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ଟଳି ପଡିଛନ୍ତି। ସେହିପରି କିସ୍ତଓ୍ବାଡରେ ଆଉ ଏକ…

ଦିଲ୍ଲୀରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ନ୍ୟାସନାଲ କ୍ୟାପିଟାଲ୍ ରିଜିଅନ୍ ର କିଛି ଅଂଶରେ ଶୁକ୍ରବାର ଦିନ ମଧ୍ୟମ ଧରଣର ବର୍ଷା ଜାରି ରଖିଛି। ଯାହା ଫଳରେ ସହରର ଅନେକ ସ୍ଥାନରେ ଜଳ ଜମି ଯାଇଥିବାର ଦେଖିବାକୁ ମିଳିଛି।ଦିଲ୍ଲୀରେ ବର୍ଷା ସହ ଅତ୍ୟଧିକ ଖରାପ ପାଗର ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

କେଜ୍ରିୱାଲଙ୍କୁ ମିଳିଲା ଜାମିନ: ଖୁବ…

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ଵାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ମାନ୍ୟବର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ମାନ୍ୟବର ବିଚାରପତି ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ…

ପରଲୋକରେ ସୀତାରାମ: ରାଜନୀତି ଜଗତରେ…

ବ୍ୟୁରୋ: ବିଶିଷ୍ଟ ରାଜନେତା ସୀତାରାମ ୟେଚୁରିଙ୍କ ପରଲୋକରେ ସାରା ଦେଶରେ ଖେଳି ଯାଇଛି ଶୋକର ଛାୟା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ନିମୋନିଆରେ ପୀଡିତ ହୋଇ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିଲେ । ଏମ୍ସର…

ଆରଜି କର ମେଡିକାଲ ଏବଂ ହସ୍ପିଟାଲରୁ…

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ ଏବଂ ହସ୍ପିଟାଲରେ ଚଳିତବର୍ଷ ଅଗଷ୍ଟ ୯ ତାରିଖରେ ୩୨ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଆଜି ପର୍ଯ୍ୟନ୍ତ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଆରଜି କର ମେଡିକାଲ ଏବଂ ହସ୍ପିଟାଲ ସହିତ ଜଡିତ ଆର୍ଥିକ…

ପୁଣି ଟ୍ରେନ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର,…

ସୋଲାପୁର: ମହାରାଷ୍ଟ୍ରର ସୋଲାପୁରରେ ଏକ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଷଡଯନ୍ତ୍ର ହୋଇଥିବା ସୂଚନା। ସୋଲାପୁରର କୁର୍ଡୁବାଡି ଷ୍ଟେସନ ଠାରୁ ପ୍ରାୟ ଏକ କିମି ଦୂରରେ ଥିବା ରେଳ ଟ୍ରାକରେ ଏକ ବଡ଼ ସିମେଣ୍ଟ ପଥର ଦେଖିବାକୁ ମିଳିଛି। ହେଲେ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଟ୍ରେନ ଦୁର୍ଘଟଣାଗସ୍ତ ହେବାରୁ…

ଭାରତରେ ଏଯାଏ କେହି ମଙ୍କିପକ୍ସ ଆକ୍ରାନ୍ତ…

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ସାରା ବିଶ୍ବରେ ଏବେ ଭୟର ଆତଙ୍କ ସୃଷ୍ଟି ହୋଇଥବା ବେଳେ ଭାରତରେ ଏଯାଏ କେହି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। କରୋନା ପରେ ମଙ୍କିପକ୍ସ ଏବେ ସଭିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା…

ହସିନାଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ,…

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗଣହତ୍ୟା ଅଭିଯୋଗ ସଂକ୍ରାନ୍ତ ବିଚାରଣାର ସମ୍ମୁଖୀନ ହେବେ। ଏଥିପାଇଁ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ ପଠାଇବା ପାଇଁ ଯୋଜନା କରୁଛି ବାଂଲାଦେଶ। ଆଜି ସରକାରୀ ଭାବେ ଏ ସଂକ୍ରାନ୍ତ ଘୋଷଣା ହୋଇଥିବାରୁ ଆଗକୁ ହସିନାଙ୍କ ପାଇଁ…

ୟୁକ୍ରେନ ଉପରେ ଘନଘନ ଡ୍ରୋନ ଆକ୍ରମଣ କଲା…

ବ୍ୟୁରୋ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କଲା ରୁଷ। ଡ୍ରୋନ ମାଡ଼ରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି।ଗତକାଲି ରାତିରେ ରୁଷ୍ ୬୭ଟି ଭୟଙ୍କର ଓ ବିପଜ୍ଜନକ ଡ୍ରୋନ୍ ସହ ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ କରିଥିଲା। ବିଭିନ୍ନ ଆବାସିକ ଅନୁଷ୍ଠାନ ସହିତ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ…

ଦନ୍ତେଓ୍ୱାଡ଼ାରେ ଏନ୍‌କାଉଣ୍ଟର: ୯ ନକ୍ସଲ…

ବ୍ୟୁରୋ: ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା। ଏନ୍କାଉଣ୍ଟରରେ ଟଳିଲେ ୯ ନକ୍ସଲ। ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନକ୍ସଲମାନଙ୍କ…