Browsing Category
ଦେଶ-ବିଦେଶ
ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ…
ନୂଆଦିଲ୍ଲୀ:ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ଆସିବା ପରେ ଜାତୀୟ ରାଜନୀତି ଚଳଚଞ୍ଚଳ। ମହାରାଷ୍ଟ୍ରରେ ବିଜେପି ତାର ସହଯୋଗୀ ଦଳଙ୍କୁ ନେଇ ସରକାର କରିବାକୁ ଯାଉଥିବା ବେଳେ ଝାଡ଼ଖଣ୍ଡରେ କଡ଼ା ଟକ୍କର ହେବାକୁ ଯାଉଛି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି।ମହାରାଷ୍ଟ୍ରରେ…
ତିକ୍ତତା ଭୁଲି ହାତ ମିଳାଇଲେ ଦୁଇ ନେତା
ୱାସିଙ୍ଗଟନ: ଭେଟଘାଟ ହେଲେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ। ଉଭୟ ନେତା ପରସ୍ପରକୁ ସାକ୍ଷାତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି।ଓଭାଲ କାର୍ଯ୍ୟାଳୟରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ।ବିଜୟ ପରେ ଟ୍ରମ୍ପଙ୍କୁ…
ତୃତୀୟ ପାଳିର ଇସାରା ଦେଲେ ଟ୍ରମ୍ପ
ୱାସିଂଟନ:ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ଡୋନା୍ଲଡ଼ ଟ୍ରମ୍ପ। ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ହେଲେ ଟ୍ରମ୍ପ ଏବେ ତୃତୀୟ ପାଳିକୁ ନେଇ ସଂକେତ ଦେଇଛନ୍ତି। କହିଛନ୍ତି ମୁଁ ଭଲ ବୋଲି ଆପଣ ନ କହିଲେ ମୁଁ ପୁଣି ଫେରି ପାରିବି ନାହିଁ। ଅର୍ଥାତ ଏହି ଷ୍ଟେଟମେଣ୍ଟ ଦ୍ୱାରା ଟ୍ରମ୍ପ…
ହଟିପାରେ ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ:…
ନୂଆଦିଲ୍ଲୀ:ସ୍ୱାସ୍ଥ୍ୟ ବୀମା ଉପରୁ ହଟିପାରେ ଟିକସ। ସ୍ୱାସ୍ଥ୍ୟ ବୀମା କଭରେଜ ନେଇଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି। ରାଜସ୍ଥାନରୁ ଆସିପାରେ ବଡ଼ ଖବର। ଡିସେମ୍ବର ୨୧ ଓ ୨୨ ତାରିଖରେ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଛି ଜିଏସଟି ପରିଷଦ ବୈଠକ।ଅନୁମାନ କରାଯାଉଛି ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ଉଛେଦ…
ଦିଲ୍ଲୀରେ ଘନ କୁହୁଡିର ଚାଦର: କମିଲା…
ନୂଆଦିଲ୍ଲୀ:ଆଜି ସକାଳୁ ଘନ କୁହୁଡି ଚାଦରରେ ଆଛାଦିତ ହୋଇଥିଲା ଦିଲ୍ଲୀ ଏନସିଆର ଅଞ୍ଚଳ। ପୁରା ଉତ୍ତର ଭାରତରେ ଆଜି ଦେଖିବାକୁ ମିଳିଥିଲା କୁହୁଡି ଚାଦର। ରାସ୍ତାରେ ଦୃଶ୍ୟମାନ କମି ଯାଇଥିଲା। ୧୦୦ ମିଟର ରହିଥିଲା ଭିଜିବିଲିଟି। ତେବେ ଏହା କୁହୁଡି ନା ସ୍ମଗ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ। ଏଭଳି ଆସ୍ତରଣ…
ଅଭିନେତା ମିଥୁନଙ୍କୁ ହତ୍ୟା ଧମକ: ସଲମାନ…
ମୁମ୍ବାଇ:ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ହତ୍ୟା ଧମକ।ସୁପରଷ୍ଟାର ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରେ ସମ୍ପ୍ରତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଛି। ପ୍ରକାଶିତ ରିପୋର୍ଟ ମୁତାବକ, ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟି ଦୁବାଇ ଏବଂ କୋଲକାତାର ବିଜେପି ନେତା ତଥା…
ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ…
ବ୍ୟୁରୋ:ୱାଇଟ ହାଉସ ଗଡ଼ ଜିତିଲେ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍ ହାଉସ୍ ଲଢ଼େଇ। ୟୁଏସ୍ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ…
କାଉଣ୍ଟଡାଉନ ଆରମ୍ଭ, କାଲି ପଡିବ ଆମେରିକା…
ବ୍ୟୁରୋ:ଆସନ୍ତାକାଲି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ । ତାଙ୍କୁ ନେଇ ଜାରି ରହିଛି ନାନା ଚର୍ଚ୍ଚା, ବଢୁଛି ଉତ୍କଣ୍ଠା । ଆମେରିକା ରାଷ୍ଟ୍ରପତି…
ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ଯୁବତୀ:…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା…
କଂଗ୍ରେସର ପ୍ରତିଶୃତି ମିଥ୍ୟା ଓ…
ନୂଆଦିଲ୍ଲୀ: କଂଗ୍ରେସର ମିଥ୍ୟା, ଅବାସ୍ତବ ପ୍ରତିଶ୍ରୁତି ଦେଶବାସୀ ଜାଣି ସାରିଲେଣି। କଂଗ୍ରେସ ସବୁବେଳେ ମିଥ୍ୟା ଓ ଅବାସ୍ତବ ପ୍ରତିଶୃତିର କଥା କହେ। ଏପରି ମିଥ୍ୟା ପ୍ରତିଶ୍ରୁତି ଗରିବ, କୃଷକ, ଯୁବକ, ମହିଳାଙ୍କର କ୍ଷତି କରିବ ବୋଲି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଶାସନ…