Browsing Category
ଦେଶ-ବିଦେଶ
ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ:…
ନୂଆଦିଲ୍ଲୀ:ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଛନ୍ତି ନିର୍ବାଚନ କମିଶନ।ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ଚିଠି ହୋଇଛି। ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ ।…
ଡରାଉଛି ସୁନା ଦର: ଦେଢ ଲକ୍ଷ ଟପିଲା…
ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଦେଖୁ ଦେଖୁ ଦେଢ଼ ଲକ୍ଷ ଟପିଗଲା ସୁନା ଦର। ଇତିହାସରେ ପ୍ରଥମ ଥର ଏଭଳି ସୁନା ଦର ଆକାଶଛୁଆଁ ହୋଇଛି। ଖାଲି ସୁନା ନୁହେଁ, ରୂପା ଦର ମଧ୍ୟ ଲୋକଙ୍କୁ ଡରାଇଲାନି। କେଜି ପିଛା ସାଢେ଼ ତିନି ଲକ୍ଷ ଟଙ୍କା ଟପିଛି ରୂପା ଦର । ଯାହା ସର୍ବକାଳୀନ ରେକର୍ଡ…
ଆମେରିକା ତୁଷାରପାତ ଯୋଗୁଁ ଭୟଙ୍କର…
ବ୍ୟୁରୋ: ଆମେରିକାରେ ମଧ୍ୟ-ପଶ୍ଚିମ ଅଞ୍ଚଳରେ ପ୍ରବଳ ତୁଷାରପାତ ଚିନ୍ତାର କାରଣ ହୋଇଛି। ଯୁଆଡ଼େ ଚାହିଁବ ସିଆଡେ ଖାଲି ବରଫ ଆଉ ବରଫ। ଧଳା ଚାଦରରେ ଆଚ୍ଛାଦିତ ହୋଇ ପଡ଼ିଛି ପୁରା ଅଞ୍ଚଳ।ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାହତ କରିଦେଇଛି। ଏହି ଝଡ଼ର ସବୁଠାରୁ ଖରାପ ପ୍ରଭାବ ମିସିଗାନ ରାଜ୍ୟରେ…
ବିଜେପିରେ ନୀତିନ ଯୁଗ ଆରମ୍ଭ: 45 ବର୍ଷ…
ନୂଆଦିଲ୍ଲୀ: ବିଜେପିରେ ଆରଂଭ ହେଲା ନୀତିନ ନବୀନ ଯୁଗ। ସର୍ବ କନିଷ୍ଠ ନେତା ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନ ନିଦ୍ଦ୍ୱର୍ନ୍ଦ୍ୱରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସର୍ବସମ୍ମତିକ୍ରମେ ବିଜେପିର ଦ୍ୱାଦଶ ଅଧ୍ୟକ୍ଷ ନିର୍ବାଚିତ…
ବଢ଼ିଲା ମଧ୍ଯପ୍ରାଚ୍ୟ ଉତ୍ତେଜନା:…
ବ୍ୟୁରୋ:ଟ୍ରମ୍ପଙ୍କ ଏକ ଚାଟିଆ ମନୋଭାବକୁ ନେଇ ଖପ୍ପା ବିଶ୍ଵ ସମୁଦାୟ ।ୟୁରୋପୀୟ ଦେଶ ଉପରେ ଆମେରିକାର ୧୦ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା ପରେ ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଆମେରିକାର ଗ୍ରିନ୍ଲାଣ୍ଡ୍ କ୍ରୟକୁ ବିରୋଧ କରୁଥିବାରୁ ଟ୍ରମ୍ପ ଏହି…
ନିତିନ ନବୀନ ନୂଆ ବିଜେପି ଅଧ୍ୟକ୍ଷ:…
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରାଜନୈତିକ ଦଳର ଜାତୀୟ ସଭାପତି ହେବାକୁ ଯାଇଛନ୍ତି ଜଣେ ସର୍ବକନିଷ୍ଠ ନେତା ଯାହାଙ୍କ ନାମ ନିତିନୀ ନବୀନ। ବିହାରର ଯୁବ ନେତା, ଦକ୍ଷ ସଂଗଠନରେ ଜବରଦସ୍ତ ଅନୁଭବ ଥିବା ଜଣେ ଯୁବ ଚେହେରା ବିଜେପିର ଜାତୀୟ ସଭାପତି ହେବାକୁ ଯାଉଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ…
10 ମିନିଟର ଡେଲିଭରିକୁ ଛାଟ: ଅନଲାଇନ୍ରେ…
ନୂଆଦିଲ୍ଲୀ: ଅନଲାଇନରେ ସାମଗ୍ରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଅପଡେଟ।10 ମିନିଟରେ ଜିନିଷ ମିଳିବା ଏବେ ସ୍ବପ୍ନ ପାଲଟିଯିବ। ଏହି ତ୍ବରିତ ଡେଲିଭରି ସେବାକୁ ବନ୍ଦ ଲାଗି ଶ୍ରମ ମନ୍ତ୍ରଣାଳୟ କ୍ବିକ୍ କମର୍ସ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛି। ଡେଲିଭରି ସହଯୋଗୀଙ୍କ ସୁରକ୍ଷାକୁ ନଜରରେ ରଖି…
ଇରାନରେ ନର ସଂହାର:ରାଜ ରାସ୍ତାରେ ସରକାରୀ…
ବ୍ୟୁରୋ: ଇରାନର ରାଜ ରାସ୍ତାରେ ସରକାରୀ ବିରୋଧୀ ପ୍ରଦର୍ଶନ। ହଜାର ହଜାର ବିକ୍ଷୋଭକାରୀଙ୍କ ହରକତରେ ଥରହର ଇରାନ। ଆଧୁନିକ ଈତିହାସରେ ଇରାନରେ ସବୁଠାରୁ ବଡ ନର ସଂହାର। ବିକ୍ଷୋଭକାରୀଙ୍କ ଉପରେ ଆଖି ବୁଜା ଗୁଳି ଚାଳନା ଇରାନକୁ ସାରା ବିଶ୍ଵରେ ନିନ୍ଦିତ କରିଛି। ଇସଲାମିକ ଶାସନ ବିରୋଧରେ ଇରାନରେ ଚାଲିଥିବା…
ପଶ୍ଚିମ ବଙ୍ଗରେ ଇଡି ରେଡ…
କୋଲକତା: କେନ୍ଦ୍ରୀୟ ତଦନ୍ତ ସଂସ୍ଥା ED-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି। ED ରେଡକୁ ବିରୋଧ କରି ବିକ୍ଷୋଭ କଲେ ଟିଏମସି ସାଂସଦ । ଗତକାଲି I-PAC ଉପରେ ରେଡ୍ କରିଥିଲା ଇଡି। ଯାହାକୁ ନେଇ ଦେଖିବାକୁ ମିଳିଛି ତୁମୁଳ କାଣ୍ଡ। ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ…
ପଶ୍ଚିମ ବଙ୍ଗରେ ଇଡି Vs ଦିଦି:…
କୋଲକତା: ପଶ୍ଚିମବଙ୍ଗରେ ରାଜନୈତିକ ଘମାସାନ ଦେଖିବାକୁ ମିଳିଛି।କେନ୍ଦ୍ରୀୟ ତଦନ୍ତ ସଂସ୍ଥା ED-ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି। I-PAC ଅଫିସ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରେଡ୍ ବେଳେ ମୁହାଁମୁହିଁ ହୋଇଛନ୍ତି। ସର୍ଚ୍ଚ ବେଳେ କିଛି ଡକ୍ୟୁମେଣ୍ଟ ବଳପୂର୍ବକ ନେଇଯାଇଥିବା…