Browsing Category
ଖେଳ
କୁସ୍ତିରେ ପଦକ ସୁନିଶ୍ଚିତ କଲେ ଭିନେଶ
ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଚମକିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ। କୁସ୍ତି ଆଖଡ଼ାରେ ପଦକ ସୁନିଶ୍ଚିତ କରିଛନ୍ତି ସେ। ୫୦ କେଜି ଫ୍ରିଷ୍ଟାଇଲରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୟୁବାର ଲୋପେଜଙ୍କୁ ୫-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଫୋଗଟ। ଫାଇନାଲରେ ପହଞ୍ଚିବାସହ ଭାରତ ପାଇଁ ପ୍ୟାରିସରେ…
ଫେଲ ମାରିଲେ କିଶୋର ଜେନା, ଫାଇନାଲକୁ କରି…
ବ୍ୟୁରୋ: ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା।କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ଯାଇଥିବା ଓଡ଼ିଆ ପୁଅ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟରେ ଫେଲ ମାରିଛନ୍ତି । ଅନେକ ଆଶା ନେଇ ନିଜର ପ୍ରଥମ ଅଲିମ୍ପିକ୍ସରେ ପାଦ ରଖିଥିଲେ କିଶୋର। କିନ୍ତୁ ପ୍ରଥମ ପଦାର୍ପଣ ଅଲିମ୍ପିକ୍ସରେ ସେ ଫେଲ ମାରିଛନ୍ତି। ସବୁ…
ସେମିରେ ଖେଳିବେନି ଅମିତ: ଭାରତକୁ ଝଟକା
ପ୍ୟାରିସ : ଜର୍ମାନୀ ବିପକ୍ଷ ସେମି ଫାଇନାଲରେ ଖେଳିବେନି ଭାରତୀୟ ହକି ଦଳର ତାରକା ରକ୍ଷଣ ଭାଗ ଖେଳାଳି ତଥା ଓଡ଼ିଆ ପୁଅ ଅମିତ ରୋହିଦାସ। ସେମି ଫାଇନାଲରେ ତାଙ୍କୁ ଖେଳିବାକୁ ସୁଯୋଗ ଦିଆ ଯିବନି। ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚରେ ତାଙ୍କୁ ରେଡ କାର୍ଡ ମିଳିଥିବାରୁ ସେ ସେମି ଫାଇନାଲରେ ଜର୍ମାନୀ ବିପକ୍ଷ…
ବ୍ୟାଟିଂରେ ଚରମ ବିଫଳତା, ଶ୍ରୀଲଙ୍କା…
ବ୍ୟୁରୋ: ବ୍ୟାଟିଂରେ ଚରମ ବିଫଳତା। ଶ୍ରୀଲଙ୍କା ଠାରୁ ହାରିଲା ଭାରତ। ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିଅମରେ ଖେଳାଯାଉଥିବା
୨ୟ ଦିନିକିଆରେ ଭାରତକୁ ୩୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଶ୍ରୀଲଙ୍କା ଦ୍ବାରା ବିଜୟ ପାଇଁ ୨୪୧ ରନର ଲକ୍ଷ୍ୟ ରଖାଯାଇଥିବାବେଳେ
ଟାର୍ଗେଟ ସେତେ ବଡ ନଥିଲା। କିନ୍ତୁ…
ସେମିରେ ହାରିଲେ ଲକ୍ଷ୍ୟ ସେନ, ଏବେ…
ବ୍ୟୁରୋ: ନିରାଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ।ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଏକକ ବ୍ୟାଡମିଣ୍ଟନ ସେମି ଫାଇନାଲ ମ୍ୟାଚରେ ପରାସ୍ତ ହୋଇ ସମସ୍ତଙ୍କୁ ନିରାଶ କରିଛନ୍ତି ଲକ୍ଷ୍ୟ ସେନ । ଡେନମାର୍କର ଷ୍ଟାର ଭିକ୍ଟର ଆକ୍ସେଲସେନଙ୍କଠୁ ୦-୨ରେ ହାରିଯାଇଛନ୍ତି ଲକ୍ଷ୍ୟ ସେନ ଡେନମାର୍କ…
ପ୍ୟାରିସ ଅଲିମ୍ପିକ୍ସ: ଗ୍ରେଟ ବ୍ରିଟେନକୁ…
ବ୍ୟୁରୋ:ମେଡ଼ାଲ ଠାରୁ ଆଉ ମାତ୍ର ଗୋଟିଏ ପାଦ ଭାରତୀୟ ପୁରୁଷ ହକି ଦଳ। ପ୍ୟାରିସ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲର ରୋମାଞ୍ଚଭରା ମ୍ୟାଚରେ ଭାରତ ବିଜୟ ସହିତ ସେମିକୁ ଉନ୍ନୀତ ହୋଇଛି।
ଗ୍ରେଟ ବ୍ରିଟେନକୁ ୪_୨ରେ ମାତ ଦେଇଛି ହରମନପ୍ରୀତ ସିଂହ ଆଣ୍ଡ କୋ। ରୋମାଞ୍ଚକର ମ୍ୟାଚରେ ଭାରତ ଶୁଟଆଉଟରେ ଗ୍ରେଟ…
ପରଲୋକରେ ଗ୍ରେଟ ୱାଲ
ବ୍ୟୁରୋ:ଆଉ ନାହାନ୍ତି ଭାରତୀୟ କ୍ରିକେଟ୍ର ‘ଗ୍ରେଟ୍ ୱାଲ୍’ ଅଂଶୁମାନ ଗାଏକ୍ବାଡ। ଚିରଦିନ ପାଇଁ ଆଖି ବୁଝିଛନ୍ତି। ରକ୍ତ କର୍କଟରେ ପୀଡ଼ିତ ହୋଇ ବହୁ ଦିନ ପର୍ଯ୍ୟନ୍ତ ହସ୍ପିଟାଲ୍ ଶଯ୍ୟାରେ ସଂଘର୍ଷ କରିବା ପରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ କ୍ରୀଡା ଜଗତରେ ଶୋକର ଛାୟା ଖେଳି…
ସୁଟିଂରେ ଭାରତକୁ ମିଳିଲା ପଦକ.. ଦେଶ…
ପ୍ୟାରିସ: ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଲେ ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ଏହି ସଫଳତା ଆଣିଛନ୍ତି। ଚମତ୍କାର ଖେଳ ଦେଖାଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସେ ମୋଟ ୬୦୦ରୁ ୫୮୦ ପଏଣ୍ଟ ହାସଲ କରି ୪୫ଜଣ ପ୍ରତିଯୋଗୀଙ୍କ…
ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ…
ପ୍ୟାରିସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ। ପୁଲ ବି ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୩-୨ ଗୋଲରେ ବିଜୟ ହାସଲ କରିଛି । ଆରମ୍ଭରୁ ୧-୦ ଗୋଲରେ ପଛରେ ଥିଲା ଭାରତ। କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୋଲ…
ଗମ୍ଭୀର- ସୂର୍ଯ୍ୟଙ୍କ ନୂଆ ଯାତ୍ରା
ବ୍ୟୁରୋ: ଆଜି ପଦାର୍ପଣ ଯାତ୍ରା ଆରମ୍ଭ କରିବେ ଭାରତର ହେଡ଼ କୋଚ ହିସାବରେ ଗୌତମ ଗମ୍ଭୀର ଓ ଟି ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଭାରତ ଏହି ଯୋଡିଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳା ଖେଳିବ। ଆଜି ସନ୍ଧ୍ୟା ୭ଟାରେ ଖେଳିଯିବ ମ୍ୟାଚ। ନୂଆ ଯୁବ ଦଳ…