thelifelinemedia
Latest Odisha News, Breaking News Today
Browsing Category

ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସିରିଜ…

ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିବା ପରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଚିନ୍ତା ବଢ଼ିଛି। ଭାରତୀୟ ଦଳର ପରାଜୟ ପଛରେ ଏକ ବଡ଼ କାରଣ ହେଲା ଖରାପ ବୋଲିଂ । ଭାରତୀୟ ପିଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଆରାମରେ ଖେଳିଥିଲେ ଓ ଡାରିଲ୍ ମିଚେଲଙ୍କୁ ରୋକିବାକୁ ଭାରତୀୟ ବୋଲର ସକ୍ଷମ ହୋଇନଥିଲେ…

ନୂଆବର୍ଷ ରୁ ଟିମ ଇଣ୍ଡିଆର ବିଜୟ…

ବ୍ୟୁରୋ: ପ୍ରଥମ ଦିନିକିଆରେ ବାଜିମାତ କରିଛି ଭାରତୀୟ କ୍ରିକେଟ୍ ଦଳ। ନୂଆବର୍ଷରୁ ବିଜୟର ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ।ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଭାରତ ୪ ୱିକେଟରେ ପରାସ୍ତ କରିଛି। ଗୁଜୁରାଟର ଭଦୋଦରାସ୍ଥିତ କୋତମ୍ବି ଷ୍ଟାଡିୟମରେ ‌ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତକୁ ୩୦୧…

ବାଂଲାଦେଶର ଅନୁରୋଧକୁ ICC ର…

ନୂଆଦିଲ୍ଲୀ: ଭାରତରେ ନ ଖେଳିବାକୁ ବାଂଲା କ୍ରିକେଟ ବୋର୍ଡର ଅନୁରୋଧକୁ ଖାରଜ କରିଦେଇଛି ଆଇସିସି । ଯାହାକୁ ନେଇ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଭାରତ-ବାଂଲା ମଧ୍ୟରେ ଥିବା ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଜାତୀୟ ଦଳକୁ ଟି-୨୦ ବିଶ୍ବକପ ପାଇଁ ଭାରତ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଜିତିଲା…

ଅହମଦାବାଦ:ଦକ୍ଷିଣ ଆଫ୍ରିକା ବିପକ୍ଷ ଟି 20 ସିରିଜକୁ ୩-୧ରେ କବଜା କରିଛି ସୂର୍ଯ୍ୟବାହିନୀ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୨୩୧ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ…

ବ୍ୟୁରୋ: ବାରବାଟୀ ଲଢ଼େଇ ପରେ ଆଜି ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ। ନ୍ୟୁ ଚଣ୍ଡିଗଡ଼ରେ ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ। ଭାରତ ସିରିଜର ପ୍ରଥମ ମ୍ଯାଚ ଜିତି ୧-୦ରେ ଆଗୁଆ ରହିଥିବାରୁ ଦଳର ମନୋବଳ ଉଚ୍ଚା…

କଟକରେ ଦମ ଦେଖାଇବ ଭାରତ:ସୂର୍ଯ୍ୟ ସେନାର…

କଟକ: ଜୋରଦାର ଲଢେ଼ଇ ଦେଖିବ ବାରବାଟୀ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍। ଉଭୟ ଦଳ ପାଇଁ ଏଇ ମ୍ୟାଚ୍ ଆଗାମୀ ଟି ଟ୍ୱେଣ୍ଟି ବିଶ୍ଵକପ ପୂର୍ବରୁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଉଭୟ ଦଳରେ ଯୁବ ଖେଳାଳୀ ଖୁନ୍ଦି ହୋଇ ରହିଛନ୍ତି। ଭାରତୀୟ ଦଳରେ ଅଭିଷେକ…

ପରୀକ୍ଷା ବେଳେ ସବୁ ପାଠ ପଢ଼ାଯାଏନି:…

କଟକ:ବାରବାଟୀରେ ଅଭ୍ୟାସ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାରଙ୍କ ପ୍ରେସ୍‌କୁ ବଡ କଥା କହିଛନ୍ତି।T-20 ଫର୍ମାଟ୍‌ରେ ଆସନ୍ତା ବିଶ୍ବକପ୍‌ ପ୍ରସ୍ତୁତିକୁ ନେଇ ରଖିଲେ ପ୍ରତିକ୍ରିୟା। ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ। ତେଣୁ ଆମେ ୨୦୨୪ T-20 ବିଶ୍ବକପ୍‌ ପରଠାରୁ ପ୍ରସ୍ତୁତି…

ହ୍ୟାଟ୍ରିକ ଶତକ ମାରିବେ କି କୋହଲି:…

ବ୍ୟୁରୋ:ହ୍ୟାଟ୍ରିକ ଶତକ ଅପେକ୍ଷାରେ କିଙ୍ଗ କୋହଲି। ଲଗାତାର ତିନୋଟି ମ୍ୟାଚରେ ଶତକ ମାରିବାର ବଡ ସୁଯୋଗ ରହିଛି କୋହଲିଙ୍କ ପାଖରେ।ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଶେଷ ଦିନିକିଆ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ବିଶାଖାପାଟଣାରେ ଅନୁଷ୍ଠିତ ହେବ। ପୁଣି ଥରେ ବିରାଟ କୋହଲିଙ୍କ ପାଖରେ ସାତ ବର୍ଷର…

ଟେଷ୍ଟ ସିରିଜ ହାରିଲା ଭାରତ: ପ୍ରଶିକ୍ଷକ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜ୍‌ରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ । କୋଲକାତା ଟେଷ୍ଟ ପରାଜୟ ପରେ ଗୌହାଟୀ ଟେଷ୍ଟରେ ମଧ୍ୟ ଭାରତର ଶୋଚନୀୟ ପରାଜୟ ହୋଇଛି। ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖପା ହୋଇଛନ୍ତି କ୍ରିକେଟ୍ ପ୍ରେମୀ।୨୫ ବର୍ଷ ପରେ ଦକ୍ଷିଣ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ୍‌

ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ ନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଆଲେକ୍ସ କେରୀଙ୍କ ବ୍ୟାକୱର୍ଡ ପଏଣ୍ଟରେ ଏକ କ୍ୟାଚ ନେବାଲାଗି ଆୟର ପଛକୁ ଦୌଡ଼ୁଥିବାବେଳେ…