thelifelinemedia
Latest Odisha News, Breaking News Today

ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ଯୁବରାଜ ସିଂହ ସାମିଲ: ଦଳ ସହଯୋଗୀ ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ

ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍‌ ସିଂହଙ୍କୁ ପ୍ରଶିକ୍ଷିତ କରିଥିବା ଯୁବିଙ୍କ ଏହା ପ୍ରଥମ ଆନୁଷ୍ଠାନିକ ପ୍ରଶିକ୍ଷକ ଦାୟିତ୍ବ। ସେ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲିଙ୍କ ସହ କାର୍ଯ୍ୟ କରିବେ

ବ୍ୟୁରୋ: ଆଗାମୀ ଆଇପିଏଲ୍‌ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ସହଯୋଗୀ ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍‌ ସିଂହଙ୍କୁ ପ୍ରଶିକ୍ଷିତ କରିଥିବା ଯୁବିଙ୍କ ଏହା ପ୍ରଥମ ଆନୁଷ୍ଠାନିକ ପ୍ରଶିକ୍ଷକ ଦାୟିତ୍ବ। ସେ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲିଙ୍କ ସହ କାର୍ଯ୍ୟ କରିବେ।

ଯୁବି ୨୦୦୭ ଟ୍ବେଣ୍ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। ସେ ମଧ୍ୟ ୧୩୨ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୭୫୦ ରନ୍‌ କରିବା ସହ ୩୬ ୱିକେଟ୍‌ ନେଇଛନ୍ତି।ସେ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ୪୦ ଟେଷ୍ଟ୍‌, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍‌ ସିଂହଙ୍କୁ ପ୍ରଶିକ୍ଷିତ କରିଥିବା ଯୁବିଙ୍କ ଏହା ପ୍ରଥମ ଆନୁଷ୍ଠାନିକ ପ୍ରଶିକ୍ଷକ ଦାୟିତ୍ବ। ସେ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲିଙ୍କ ସହ କାର୍ଯ୍ୟ କରିବେ।୧୩୨ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୭୫୦ ରନ୍‌ କରିବା ସହ ୩୬ ୱିକେଟ୍‌ ନେଇଛନ୍ତି।ସେ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ୪୦ ଟେଷ୍ଟ୍‌, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।

 

Leave A Reply

Your email address will not be published.