ଫାଇନାଲ ଟିକେଟ ହତେଇଲା ବେଙ୍ଗାଲୁରୁ: ପରାଜୟ ପରେ ଦ୍ୱିତୀୟ କ୍ୱାଲିଫାଏର ଖେଳିବ ଗୁଜୁରାଟ
ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ ସହ ଗୁଜରାଟ ଟାଇଟନ୍ସକୁ ରନ୍ରେ ପରାସ୍ତ କରିଛି। ଏଥି ସହିତ ରଜତ ପାଟିଦାରଙ୍କ ବାହିନୀ ଟୁର୍ଣ୍ଣାମେଣ୍ଟର ଫାଇନାଲ ପାଇଁ ଟକଟ ହାତେଇଛି
ଧର୍ମଶାଳା: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ର ପ୍ରଥମ କ୍ବାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସକୁ ରନ୍ରେ ପରାସ୍ତ କରିଛି। ଏଥି ସହିତ ରଜତ ପାଟିଦାରଙ୍କ ବାହିନୀ ଟୁର୍ଣ୍ଣାମେଣ୍ଟର ଫାଇନାଲ ପାଇଁ ଟକଟ ହାତେଇଛି।ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ ସହ ଗୁଜରାଟ ଟାଇଟନ୍ସକୁ ରନ୍ରେ ପରାସ୍ତ କରିଛି। ଏଥି ସହିତ ରଜତ ପାଟିଦାରଙ୍କ ବାହିନୀ ଟୁର୍ଣ୍ଣାମେଣ୍ଟର ଫାଇନାଲ ପାଇଁ ଟକଟ ହାତେଇଛି। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଟସ୍ ଜିଣି ଗୁଜରାଟ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା।
ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୪ ରନ୍ ସଂଗ୍ରହ କରିଥିଲା । ପରେ ଗୁଜୁରାଟ ଏହି ଲକ୍ଷ୍ୟକୁ ହାସଲ କରି ପାରିନଥିଲା।ବେଙ୍ଗାଲୁରୁ ପାଇଁ ଅଧିନାୟକ ରଜତ ପାଟିଦାର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୩ଟି ବଲ୍ ଖେଳି ଅପରାଜିତ ୯୩ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୫ଟି ଚୌକା ଏବଂ ୯ଟି ଛକା ସାମିଲ ଥିଲା।