thelifelinemedia
Latest Odisha News, Breaking News Today

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ଜିତିଲା ଭାରତ: ରେକର୍ଡ଼ ଚେଜ୍ ବିଜୟ ହାସଲ କଲା ଭାରତ

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୨୫ ରନ କରିଥିଲ। ଗ୍ଲେନ୍ ଫିଲିପ୍ସ ୮୨ ପାଳି ଖେଳିଥିଲେ। ପରେ ୧୯.୪ ଓଭରରେ ଭାରତ ୨୩୦ ରନ କରି ବିଜୟ ହାସଲ କରିଥିଲା

ବ୍ୟୁରୋ:ରେକର୍ଡ ଚେଜ୍ ସହ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ଜିତିଲା ଭାରତ। ଟିମ ଇଣ୍ଡିଆର ଟି୨୦ ଇତିହାସରେ ସବୁଠାରୁ ବଡ ରନ ଚେଜ୍୨୨୫ ରନ ଲକ୍ଷ୍ୟକୁ ୬ ୱିକେଟ ହରାଇ ୨ ବଲ ପୂର୍ବରୁ ଜିତିଲା ଭାରତ।ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୨୫ ରନ କରିଥିଲ। ଗ୍ଲେନ୍ ଫିଲିପ୍ସ ୮୨ ପାଳି ଖେଳିଥିଲେ। ପରେ ୧୯.୪ ଓଭରରେ ଭାରତ ୨୩୦ ରନ କରି ବିଜୟ ହାସଲ କରିଥିଲା। ନମନ ଧୀରଙ୍କ ଧୂଆଁଧାର ୪୨ ପାଳି ଭାରତକୁ ସହଜ ବିଜୟ ଦେଇଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ୍ ୬୭ ଓ ଶ୍ରେୟସ ଆୟରଙ୍କ ୪୨ ରନ୍ କରିଥିଲା। ପୂର୍ବରୁ ଭାରତ ୨ ଥର ୨୦୯ ରନ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା। ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୨୫ ରନ କରିଥିଲ। ଗ୍ଲେନ୍ ଫିଲିପ୍ସ ୮୨ ପାଳି ଖେଳିଥିଲେ। ପରେ ୧୯.୪ ଓଭରରେ ଭାରତ ୨୩୦ ରନ କରି ବିଜୟ ହାସଲ କରିଥିଲା। ନମନ ଧୀରଙ୍କ ଧୂଆଁଧାର ୪୨ ପାଳି ଭାରତକୁ ସହଜ ବିଜୟ ଦେଇଥିଲା।

Leave A Reply

Your email address will not be published.