thelifelinemedia
Latest Odisha News, Breaking News Today
Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଯୁଗ୍ମ କମିଶନର

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଭିଜିଲାନ୍ସ ସ୍କାନରକୁ ଆସିବା ପରେ ତାଙ୍କ ଘର ସମେତ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଛି।ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ତେବେ ଏହି ଆପର୍ଟମେଣ୍ଟରେ ଥିବା ଘର କାହାର…

ସ୍ୱାମୀଙ୍କ ଅନୈତିକ ସମ୍ପର୍କରୁ ଜୀବନ…

ଭୁବନେଶ୍ୱର: ଜୀବନ ହାରିଲେ ସାମ୍ବାଦିକା ମଧୁମିତା ପରିଡା।ସ୍ବାମୀଙ୍କର ପରକୀୟା ପ୍ରୀତି କଥା ସହି ନପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ମଧୁମିତା। ଆତ୍ମହତ୍ୟା ପୂର୍ବରୁ ଲାଇଭ ଭିଡିଓ କରିସବୁ କଥା ବଖାଣିଛନ୍ତି। ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ…

ମାଛ ତରକାରୀ ନ ଦେବାରୁ ମାଆର ଜୀବନ ନେଲା…

ସିମୁଳିଆ: ମାଆକୁ ହତ୍ୟା କଲା ପୁଅ। ମାଛ ତରକାରୀ ନ ଦେବାରୁ ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ। ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା ଖବର ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ଘଟିଥିଲା…

ଗିରଫ ହେଲେ ବଲିଉଡ ଅଭିନେତ୍ରୀ ରକୁଲ…

ବ୍ୟୁରୋ:ଡ୍ରଗ୍ସ ମାମଲାରେ ବଡ ଗିରଫଦାରୀ। ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ଭାଇ ଅମନପ୍ରୀତ ସିଂହ ଓ ଅନ୍ୟ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଡ୍ରଗ୍ସ ମାମଲାରେ ଗିରଫ କରିଛି। ଡ୍ରଗସ ଚୋରା ଚାଲାଣ ହେଉଥିବା ମାମଲାରେ ପୋଲିସର ତନାଘନା ପରେ ଶେଷରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଲେଙ୍ଗାନା ଆଣ୍ଟି…

ରିୟା ଦେଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର:ଓଡ଼ିଆ ଅଭିନେତ୍ରୀ ରିୟା ଦେ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ରିୟାଙ୍କ ଘରେ କେୟାର ଟେକରଭାବେ କାମ କରୁଥିବା ଜଣେ ଯୁବତୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀ ଜଣକ କହିଛନ୍ତି ରିୟା ଏବଂ ତାଙ୍କ ସ୍ୱାମୀ ତାଙ୍କୁ…

ବିବାଦରେ ହ୍ୟୁମାନ ସାଗର

ଭୁବନେଶ୍ୱର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ ଲାଗୁଛି ଯେମିତି ବିବାଦ ତାଙ୍କର ପିଛା ଛାଡ଼ୁନି। ଏଥର ବିବାଦ ପୁରା ସାଙ୍ଘାତିକ। ଓଡ଼ିଆ ଜଣାଣ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି ତାଙ୍କ ନାଁରେ। ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ…

ପୁଣି ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ, ପାଇପ…

ଭୁବନେଶ୍ୱର: କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣ ଗିରଫ। ଚନ୍ଦକା ପୋଲିସ ସହାୟତାରେ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । RWSS ର ପାଣି ପାଇପ କାମ ଚାଲିଥିବା ବେଳେ ମୂଲ୍ୟବାନ ପାଇପ ଚୋରି ନେଇ ଆସିଥିଲା ଅଭିଯୋଗ। ଏକ ୧୫ ଜଣିଆ ଗ୍ୟାଙ୍ଗ ସାରା ଓଡିଶାରୁ ଏଭଳି ପାଣି ପାଇପ ଚୋରି କରୁଥିବା ଖବର…

ତିନି ମାସରେ ଦୁଇ ଗଣା ଟଙ୍କା ଦେବାକୁ କହି…

ଭୁବନେଶ୍ୱର: ଲୋକଙ୍କୁ ଚୁନା ମାରୁଥିଲା ଠକ। ଟଙ୍କା ତିନିଗୁଣା କରିଦେବ କହି ଲୋକଙ୍କୁ ଭୁଆଁ ବନାଉଥିଲା। ତିନି ମାସ ମଧ୍ୟରେ ଟଙ୍କା ଦୁଇ ଗୁଣ ହେବ ବୋଲି ଲୋକଙ୍କ ଠାରୁ ୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଏବେ ଫସିଛି ଆଇନ ଜାଲରେ। ଗିରଫ ହୋଇଛି ଠକ ଅଭିଯୁକ୍ତ ହେଲେ ମୋହନ ପରିଡ଼ା। ମୋହନ…

ରାଜଧାନୀରୁ ୨୬ ଲକ୍ଷ ଟଙ୍କାର…

ରାଜଧାନୀରେ ବ୍ରାଉସ ସୁଗାର କାରବାର ଅଭିଯୋଗରେ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ କମିଶନର ପୋଲିସ ଶନିବାର ଜଣେ ମହିଳା ଆକାଉଣ୍ଟାଣ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ମହିଳା ହେଲେ କୋଣାର୍କ ଅଞ୍ଚଳର 23 ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ବସ୍ତା ଅଞ୍ଚଳର ୩୦ ବର୍ଷୀୟ କରିଶ୍ମା…

ଡେବ୍ରିଗଡ଼ରେ ପୁଣି ନଜର ଆସିଲା ବାଘ

ସମ୍ବଲପୁର: ଡେବ୍ରିଗଡରେ ନେଚର୍‌ କ୍ୟାମ୍ପ ନିକଟରେ ଶନିବାର ପୁଣିଥରେ ବାଘକୁ ଦେଖିବାକୁ ମିଳିଛି। ମହାବଳକୁ ଅତି ନିକଟରୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ଫଟୋ ଉଠାଇଥିଲେ। ବାଘର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ ତା ଉପରେ ୨୪ ଘଣ୍ଟା ନଜର ରଖା ଯାଉଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ…