Browsing Category
ଅପରାଧ
ଭରତପୁର ଥାନା ଘଟଣାରେ କମିଶନଙ୍କ ନିକଟରେ…
ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ସତ୍ୟପାଠ ଦାଖଲ ହୋଇଛି। କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କଲେ ମେଜର ଓ ବାନ୍ଧବୀ।ଆଉ ଦଶ ଦିନ ବୃଦ୍ଧି ହେଲା ସତ୍ୟପାଠ ଦାଖଲ ସମୟସୀମା।ପବ୍ଲିକ ଡିମାଣ୍ଡରେ ସତ୍ୟପାଠ ଦାଖଲ ସମୟ ସୀମା ବୃଦ୍ଧି କରିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ। ଭରତପୁର ଥାନା ଘଟଣାରେ…
ଝାରପଡ଼ା ଜେଲରେ କଏଦୀ ଉତ୍ପାତ: ଜେଲ…
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜଧାନୀର ଝାରପଡ଼ା ଜେଲ। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ। ଜେଲ ଭିତରେ ଜେଲରଙ୍କୁ 3 ଜଣ କଏଦୀ ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଜେଲରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି। ନିକଟରେ ଜେଲରେ ମାରଣାସ୍ତ୍ର ବୁଲୁଥିବା ଖବର ଆସିଥିବାବେଳେ ଏବେ ଜେଲରଙ୍କୁ…
ଅସହ୍ୟ ହେଲା ପୁରୁଷ ବନ୍ଧୁଙ୍କ ବ୍ଲାକ…
ଭୁବନେଶ୍ୱର:ପ୍ରେମରେ ପ୍ରତାରଣା ଓ ପ୍ରେମିକ ଦ୍ଵାରା ଠକି ଯାଇ ଜୀବନ ହାରିଲେ ରଶ୍ମିତା ଦାସ ନାମକ ଜଣେ ଯୁବତୀ। ଚାକିରି କରାଇଦେବା ନେଇ ନାଁ ରେ ପ୍ରେମିକ ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକ ମେଲ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ପ୍ରେମିକ ନାଁ ଅଜିତ ଦାସ। ଅଜିତ ଘର ଜଗତସିଂହପୁରରେ। ୨୨…
ନୂଆପଡାରେ ଅପହୃତ ୫ ବର୍ଷର ପୁଅ ଉଦ୍ଧାର:…
ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅ କୋମନା ପୋଲିସ ଦ୍ୱାରା ହାଇଦ୍ରାବାଦ ରାମୋଜୀ ଫ୍ଲିମସିଟି ନିକଟରୁ ଉଦ୍ଧାର।ଅପହରଣ ମାମଲାରେ ସମ୍ପୃକ୍ତଥିବା ପ୍ରେମୀ ଯୁଗଳକୁ ପୋଲିସ ଗିରଫ କରିଛି। ଗିରଫ ୨ ଜଣ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା…
ନୂଆପଡାରେ ଫାଷ୍ଟ ଫୁଡ ଦୋକାନୀଙ୍କୁ…
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣାର ପ୍ରତିବାଦରେ ଆଜି ମେହେର ସମାଜ ଯୁବା ମଞ୍ଚ ପକ୍ଷରୁ ସିନାପାଲି କାପସି ଛକରେ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ହତ୍ୟାକାରୀଙ୍କ ବିରୋଧରେ ଆଇନଗତ କଠୋର…
ନୂଆପଡାରେ ଫାଷ୍ଟ ଫୁଡ ଦୋକାନୀଙ୍କୁ…
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ନୂଆମୋଡ ନେଲା। ଆଜି ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଫାଷ୍ଟଫୁଡ ଦୋକାନୀ ନୀଳାମ୍ବର ମେହେରଙ୍କ ମୃତ୍ଯୁ ଘଟିଛି।ଏନେଇ ସୂଚନା ଦେଇ ଛନ୍ତି ଖଡ଼ିଆଳ ଏସଡିପି ଅରୂପ ଅଭିଷେକ…
ଭରତପୁର ଥାନା କାଣ୍ଡ: ନିଲମ୍ବିତ ଆଇଆଇସି…
ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ।ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍ ଟେଷ୍ଟ…
ଜାମିନ ପାଇଲେ ରୋଡ଼ରୋମିଓ:ଗିରଫ ହେବାର…
ଭୁବନେଶ୍ୱର:ଭରତପୁର ଥାନା ଘଟଣାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଜାମିନ ମଞ୍ଜୁର କରିଛନ୍ତି ମାନ୍ୟବର ଜେଏମଏଫସି 2 କୋର୍ଟ। ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ ବୋଲି କୋର୍ଟ କହିଛନ୍ତି।ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ ବୋଲିକୋର୍ଟ କହିବା ପରେ…
ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ…
ଭୁବନେଶ୍ୱର: ଭରତପୁର ଥାନାଘଟଣାରେ ରୋଡ଼ ରୋମିଓଙ୍କ କ୍ରାଇମ ସିନ ରିକ୍ରିଏସନ କରାଯାଇଛି। ରୋଡ ରୋମିଓଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ଚନ୍ଦକା ଥାନା ପୋଲିସ। କୋର୍ଟରେ ହଜାର ପୂର୍ବରୁ ଘଟଣା ସ୍ଥଳକୁ ନେଇ ଆଜି କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ। ଗତ ୧୫ତାରିଖ ରାତିରେ ତାରିଖ କଣ ଘଟିଥିଲା। କେଉଁ…
ଭରତପୁର ଥାନା ଘଟଣା: ନିଜ ଆଡୁ ମାମଲା…
ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିଶନ। ଘଟଣାର ଗୁରୁତ୍ବ ଦେଖି ନିଜ ଆଡୁ ମାମଲା ରୁଜୁ କରିବା ସହିତ ତଦନ୍ତକୁ ଆଗକୁ ବଢ଼ାଇଛନ୍ତି ମହିଳା କମିଶନ।ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ…