Browsing Category
ଅପରାଧ
ଆତଙ୍କୀ ପନ୍ନୁର ଦେଲା ଧମକପୂର୍ଣ୍ଣ…
ଭୁବନେଶ୍ୱର:ପୁଣି ଥରେ ଖଲିସ୍ତାନୀ ଆତଙ୍କ ପନ୍ନୁର ଦେଇଛି ଧମକ ପୂର୍ଣ୍ଣ ବାର୍ତ୍ତା। ଭୁବନେଶ୍ୱରରେ ଚାଲିଥିବା ସର୍ବଭାରତୀୟ ଡିଜି-ଆଇଜି ବୈଠକକୁ ପୁଣିଥରେ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ କରିଛି। ପୂର୍ବରୁ ଭିଡିଓ ବାର୍ତ୍ତା ଦେଇଥିଲା। ଏଵେ ପୁଣି ଥରେ ଜଣେ ଓଡିଆ ସାମ୍ବାଦିକଙ୍କୁ ଇ ମେଲ ମାଧ୍ୟମରେ…
ରାଜଧାନୀରୁ ଗିରଫ ହେଲା ଦେହ ବ୍ୟବସାୟୀ…
ଭୁବନେଶ୍ୱର:କଟକରୁ ବାଙ୍ଗଲା ନାବାଳିକା ଉଦ୍ଧାର ଘଟଣାରେ ବଢିଲା ବଢ଼ିଲା ଗିରଫଦାରୀ । ରାଜଧାନୀ ଭୁବନେଶ୍ୱରରୁ ଜଣେ ଦେହ ବ୍ୟବସାୟୀ ଦଲାଲ କୁ ଗିରଫ କରିଛି କଟକ କମିଶନରେଟ ପୋଲିସ।ଲଷ୍ମୀସାଗରରୁ ଅବଦୁଲ ଶୟଦୂଲ୍ ସୁଲେମାନକୁ ଗିରଫ କଲା କମିଶନରେଟ୍ ପୋଲିସ। ଦେହ ବ୍ୟବସାୟରେ ଦଲାଲ ଭାବରେ କାମ କରୁଥିଲା ସେ।…
କଟକରୁ ବଙ୍ଗଳାଦେଶୀ ନାବାଳିକା ଉଦ୍ଧାର…
କଟକ: ସାମ୍ନାକୁ ଆସିଲା କଟକ ବଙ୍ଗଳାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ। ତିନି ମାସ ତଳୁ ବଙ୍ଗଳାଦେଶ ରୁ ଭାରତ ଆସିଥିଲେ ନାବାଳିକା।ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା କାରଣରୁ ଚାକିରୀ ପାଇଁ ଆସିଥିଲେ ବୋଲି ଏଭଳି ତଥ୍ୟ ସାମ୍ନାକୁ ଆସିଛି।କିଛି ବାଟ ଟ୍ରେନରେ, କିଛି ବାଟ ପାଦରେ ଜଙ୍ଗଲ…
ଜୁଆ ଆଡ୍ଡା ଉପରେ ମାଡି ବସିଲା ପୋଲିସ :…
ନୂଆପଡା:ଚାଲିଥିଲା ଜୁଆ ଆଡ୍ଡା। ଅଚାନକ ପୋଲିସ ପହଂଚି ମାଡି ବସିଲା।ନୂଆପଡା ଜିଲ୍ଲାରେ ଜୁଆ ଅଡ୍ଡା ଉପରେ ପୋଲିସ ଏକ ବଡ଼ଧରଣର ଚଢ଼ାଉ କରିଛି । ଖରିଆରରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ଚାଳମୁଡା ଗାଁ ନିକଟରେ ଚାଲୁଥିଲା ଜୁଆ ଆଡ୍ଡା। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ରେଡ କରିଥିଲା। ନୂଆପଡା ଏସପି ଜିଆର…
ବାରଙ୍ଗରେ ଲଜ୍ଜା: ଶିଶୁ କନ୍ୟାକୁ…
କଟକ: କଟକ ବାରଙ୍ଗ ସ୍ଥିତ ତ୍ରିସୁଳିଆରେ ଲଜ୍ଜା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ। ଯାହାକୁ ନେଇ ପୁରା ରାଜ୍ୟରେ ଖେଳି ଯାଇଛି ଚାଞ୍ଚଲ୍ୟ। ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ପରିବେଶ।ପୀଡିତା ଶିଶୁ କଟକ ଶିଶୁଭବନ ରେ ଚିକିତ୍ସା ଲାଗି ଭର୍ତି। ପୀଡିତାଙ୍କ ପରିବାର ପକ୍ଷରୁ…
କାଳ ହେଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ:…
ଢେଙ୍କାନାଳ: ଗିରଫ ହେଲେ ଉପ ଜିଲ୍ଲାପାଳ। କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ।ଗିରଫ କଲା ଓଡିଶା ଭିଜିଲାନ୍ସ।ନାରାୟଣ ନାୟକଙ୍କର ଭୁବନେଶ୍ୱରରେ ତିନିମହଲା ଘର ସହିତ ତିନୋଟି ମଲ୍ଟି ଷ୍ଟରେଡ଼ ବିଲ୍ଡିଂ ରହିଛି। ଭୁବନେଶ୍ୱରରେ ପ୍ଲଟ ସହିତ ୧୪ ଟି…
ଓଡିଶାରେ ଲଭ୍ ଜିହାଦ: ଜାଲ ବିଛାଇଥିଲା…
ଭୁବନେଶ୍ୱର: ଲଭ ଜିହାଦର ଜାଲ ବିଛାଇ ଥିଲା। ଅନ ଲାଇନ ଗେମରୁ ସମ୍ପର୍କ। ପରେ ସମ୍ପର୍କ ହେଲା ମଜଭୁତ। ପୁରୀରେ ଏକାଠି ହେଲେ ଯୁବକ ଯୁବତୀ। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଯୁବକ। ଆଉ ଭିଡିଓ ଭାଇରାଲ ଧମକ ନେଇ ଯୁବତୀଙ୍କୁ କରୁଥିଲା ବ୍ଲାକ ମେଲ। ଏଭଳି ଏକ ଘଟଣାରେ ଖୁଲାସା କରିଛି ପୋଲିସ। ଅଭିଯୁକ୍ତ…
ଗିରଫ ହେଲେ ଇଡ଼କୋ ବାବୁ: ଠାବ ହୋଇଥିଲା…
ଭୁବନେଶ୍ୱର:ଗିରଫ ହେଲେ ଇଡ଼କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲା। ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ବିଭାଗ। ଆୟ ଠାରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର।…
ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇ:…
ବ୍ୟୁରୋ: ହ୍ଵାଟ୍ସଆପ ଗ୍ରୁପରେ ବଡ ଠକେଇ। ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଧରଣର ଠକେଇର ଖୋଲିଛି ଗୁମର।ଏହି ଘଟଣାରେ ୬ କୋଟି ୨୮ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ ଜେଏସପିଏଲ କର୍ମଚାରୀ କୁନ୍ତଳା ମଜୁମଦାର। କ୍ରାଇମବ୍ରାଞ୍ଚ ବିଭିନ୍ନ ରାଜ୍ୟରୁ ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏବେ ଏହି ମାମଲା…
ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ଯୁବତୀ:…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା…