thelifelinemedia
Latest Odisha News, Breaking News Today
Browsing Category

ଅପରାଧ

ଲାଞ୍ଚ ମାମଲାରେ ସିବିଆଇ ରେଡ ପ୍ରସଙ୍ଗ:…

ଭୁବନେଶ୍ୱର: ପୁଣି ରିମାଣ୍ଡରେ ଗଲେ ଲାଞ୍ଚ କାରବାରରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି ତିନି ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା। ହୋଟେଲ ମେ ଫେୟାର ସାମ୍ନାରେ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ଏମାନଙ୍କୁ ଗିରଫ କରିଥିଲା…

ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ଘଟଣା:…

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ଦୋଷୀଙ୍କୁ ମିଳିଲା ଦଣ୍ଡ। ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍।ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ହୋଇଛି। ଦୋଷୀ ସାବ୍ୟସ୍ତ ୫ ଅଭିଯୁକ୍ତମାନେ ହେଉଛନ୍ତି କାଳିଆ ସେଠି , ପିଙ୍କୁ ପାତ୍ର ସନିଆ ରାଉତ…

ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ…

ବ୍ରହ୍ମପୁର: ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ। ଲୋକଙ୍କୁ ଚୂନା ଲଗାଉଥିଲେ ଠକ। ବିଭିନ୍ନ ସରକାରୀ ପଦ ପଦବୀରେ ଚାକିରୀ କରେଇଦେବାକୁ କହି ଅନେକ ଲୋକଙ୍କୁ ଠକିବା ପରେ ଏଵେ ପୋଲିସ ହାତରେ ଧରାପଡିଛନ୍ତି ଠକ।ଅଭିଯୋଗରେ ତିନି ଜଣ ଠକଙ୍କୁ ଗିରଫ କଲା ବଡ଼ ବଜାର ଥାନା ପୋଲିସ ।ଗିରଫ ତିନି…

କଣ୍ଟ୍ରାକ୍ଟରଙ୍କୁ ଉଠେଇ ନେଲା ସିବିଆଇ :…

ଭୁବନେଶ୍ୱର:ଲାଞ୍ଚ ଦେବାକୁ ଆସିଥିଲେ। କିନ୍ତୁ ମାଡି ବସିଲା ସିବିଆଇ।ମେ ଫେୟାର ହୋଟେଲ ସମ୍ମୁଖରେ ଏକ ଦାମୀ ଗାଡିକୁ ଅଟକାଇ ପୁଳାପୁଳା ଟଙ୍କା ଜବତ କରିଛି ସିବିଆଇ। ଭଦ୍ରକର ଦେବଦତ୍ତ ମହାପାତ୍ର ଓରଫ ବାପି ନିଜର ତିନି ସହଯୋଗୀଙ୍କୁ ସାଙ୍ଗରେ ଧରି ଜଣେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ଆସିଥିଲେ।…

ଗୁଳିମାଡ଼ରେ ଟଳିପଡିଲେ ବ୍ୟବସାୟୀ :…

ନୂଆଦିଲ୍ଲୀ:ମର୍ଣ୍ଣି ୱାକରେ ଯାଇଥବା ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଘଟଣା ଘଟିଛି ନୂଆଦିଲ୍ଲୀରେ।ଦିଲ୍ଲୀର ସାହାଦାର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଥିଲେ। ହଠାତ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି ବ୍ୟବସାୟୀ।…

ଆଉ ଜଣେ ସେକ୍ସ ଦଲାଲ ଗିରଫ: କଟକରୁ…

କଟକ:କଟକରୁ ବଙ୍ଗଳାଦେଶ ନାବାଳିକା ଉଦ୍ଧାର ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା। ଏଥିରେ ଆଉ ଜଣେ ସେକ୍ସ ଦଲାଲ ଗିରଫ ହୋଇଛି। ପୋଲିସର ଛାନଭିନ ଭିତରେ ଦେହ ବ୍ୟବସାୟରେ ଲିଙ୍କ ଥିବା ଅଭିଯୋଗରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି।ଏ ଘଟଣାରେ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଚତୁର୍ଥ ଅଭିଯୁକ୍ତ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ…

ବାଲେଶ୍ଵର :ବାଲେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ କାରାଦଣ୍ଡ । ୧୧ ଜଣ ସାକ୍ଷୀ ଓ ୨୧ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର…

ପୁଅ ବୋହୁକୁ ଜାଳିଦେବା ଘଟଣା : ବୋହୁ ପରେ…

କଟକ:ବାରଙ୍ଗରେ ଘଟିଥିବା ଅମାନୁଷିକ କାଣ୍ଡ ପୁଅ ବୋହୁକୁ ଜାଳିଦେବା ଘଟଣାରେ ପୁଅ ଦୀନବନ୍ଧୁର ଜୀବନ ଚାଲିଗଲା।ବାରଙ୍ଗ ବାପା -ପୁଅ ଓ ବୋହୁଙ୍କୁ ନିଆଁ ଲଗେଇ ପୋଡି ମାରିବା ଘଟଣାରେ ପ୍ରଥମେ ବୋହୁର ଜୀବନ ଚାଲି ଯାଇଥିଲା। ଏଵେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁର ମୃତ୍ୟୁ ହୋଇଛି।କଟକ ଏସସିବି…

ବାରଙ୍ଗ ପାରିବାରିକ କଳହ ଘଟଣା:…

କଟକ:କଟକ ବାରଙ୍ଗ ଗୋଡ଼ି ସାହି ବାରସୀଙ୍ଗା ଗ୍ରାମରେ ପାରିବାରିକ କଳହ ଘଟଣା।ମୃତ ବୋହୂ ସସ୍ମିତା ରାଉତଙ୍କର ଏସ ସି ବି ରେ କରାଗଲା ଶବ ବ୍ୟବଚ୍ଛେଦ। ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କଲା ପୋଲିସ। ଚିକିତ୍ସାଧୀନ ପୁଅ ଦିନବନ୍ଧୁଙ୍କର ମୃତ୍ୟୁ କାଳୀନ ଜମାନବନ୍ଦୀ ରେକର୍ଡ କରାଗଲା। ଏସ…

ଟଙ୍କା ପାଇଁ ପୁଅ ବୋହୁଙ୍କୁ ଜାଳିଦେଲା…

କଟକ:ଟଙ୍କା ପାଇଁ ପୁଅ ବୋହୁଙ୍କୁ ଜାଳିଦେଲା ବାପା। ପୁଅକୁ ଟଙ୍କା ମାଗିଲା ବାପା। ହେଲେ ପୁଅ ଟଙ୍କା ଦେବାକୁ ମନା କରିଦେବାରୁ ରାଗରେ ପୁଅ ବୋହୁ ଶୋଇଥିବା ବେଳେ ନିଆଁ ଲଗାଇଦେଲା ନିଷ୍ଠୁର ବାପା। ଏହି ଘଟଣାରେ ବୋହୂର ଜୀବନ ଚାଲିଗଲା ।ଚିକିତ୍ସାଧୀନ ଅବସ୍ଥାରେ ବୋହୁର ମୃତ୍ୟୁ ଘଟିଛି। ପୁଅ ଗୁରୁତର ହୋଇ…