thelifelinemedia
Latest Odisha News, Breaking News Today
Browsing Category

ଅପରାଧ

କଏଦୀ ଚମ୍ପଟ୍‌ ଘଟଣା:ମିଳିଲା ଷଡ଼ଯନ୍ତ୍ରର…

କଟକ: ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ୍‌ ଘଟଣାରେ ସାମ୍ନାକୁ ଆସିଲା ଷଡ଼ଯନ୍ତ୍ରର ଗନ୍ଧ।ଚମ୍ପଟ୍‌ ମାରିଥିବା ସେଲ୍ ସର୍ଚ୍ଚ କରିବା ପରେ ମିଳିଲା ମୋବାଇଲ୍‌, ଚାର୍ଜର। ଯାହାକୁ ନେଇ ବଢ଼ିଛି ସନ୍ଦେହ।ଶୌଚାଳୟ ଭିତରୁ ମୋବାଇଲ୍‌, ଚାର୍ଜର ସହ ପାୱାର ବ୍ୟାଙ୍କ୍ ମିଳିଥିବା ସୂଚନା ମିଳିଛି। ସେଲ୍‌କୁ ଫୋକସ୍‌…

ପୋଲିସ SI ଚାକିରି କେଳେଙ୍କାରୀ : ଆଉ ଜଣେ…

ଭୁବନେଶ୍ଵର: ପୋଲିସ SI ଚାକିରି କେଳେଙ୍କାରୀରେ ବଢ଼ିଲା ଗିରଫଦାରୀ। ତନାଘନା ଭିତରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଅଭିଯୁକ୍ତ ଗିରଫ ହୋଇଛି। SI ଚାକିରି କେଳେଙ୍କାରୀରେ ବିଶ୍ବରଞ୍ଜନର ସକ୍ରିୟ ଭୂମିକା ଥିବା ଜଣାପଡିବା ପରେ ତାକୁ ଗିରଫ…

ଗାଈଗୋରୁ ଚୋରି କରୁଥିବା ମାଫିଆଙ୍କ ଉପରେ…

କଟକ:କଟକ ସହରର ବିଭିନ୍ନ ସ୍ଥାନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଷଣ୍ଢ ଓ ଗାଈ ଚୋରି। ଦୁର୍ବୃତ୍ତ ମାନେ ଗାଡିରେ ଆସି ଲୁଟ କରୁଛନ୍ତି ପଶୁମାନଙ୍କୁ। ଏ ବାବଦରେ ପୋଲିସରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଅପରାଧୀ ମାନଙ୍କର କୌଣସି ଟେର ମିଳୁନାହିଁ କିମ୍ବା ଆଖି ଦୃଶିଆ ତଦନ୍ତ କରୁନାହିଁ ପୋଲିସ। ତୁରନ୍ତ…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ…

ଜଗତସିଂହପୁର:ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ମିଳିଲା ଦଣ୍ଡ। ଜଗତସିଂହପୁର ଜ଼ିଲ୍ଲା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକସୋ କୋର୍ଟର ରାୟ। ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ ଥାନା ୨୦୧୯ ମସିହାରେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବବୁଲ ସ୍ୱାଇଁକୁ ୧୦ ବର୍ଷ ସଶ୍ରମ…

ଦାଦା ବଟି ମାଗିବା ଅଭିଯୋଗରେ ଗିରଫ 

ବ୍ରହ୍ମପୁର:ମହଙ୍ଗା ପଡ଼ିଲା ଦାଦା ବଟି ମାଗିବା। ଦାଦା ବଟି ମାଗିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି।ଗିରଫ ଦୁଇ ଯୁବକ ହେଉଛନ୍ତି ଶ୍ରୀରାମ ନଗରର ରିଙ୍କୁ ସାମଲ ଓରଫ ଲିଙ୍ଗରାଜ ଓ ସଞ୍ଜୟ କୁମାର ମହାପାତର ଓରଫ ବିକି । ପୂର୍ବରୁ ଏମାନଙ୍କ ନାଁରେ ଦାଦା ବଟି ମାଗିବା ଅଭିଯୋଗ…

ଅଲ୍ଲୁ ଅର୍ଜୁନଙ୍କ ଘରେ ଭଙ୍ଗାରୁଜା:…

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ।ହାଇଦ୍ରାବାଦ ସ୍ଥିତ ଜୁବିଲି ହିଲ୍ସ ବାସଭବନରେ ରବିବାର ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର କେତେକ ସଦସ୍ୟ ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି। ପୁଲିସ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟର ଯୁଗ୍ମ…

ଦୁଇ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ:…

କୋରାପୁଟ:କୋରାପୁଟ ଜିଲ୍ଲା ପୋଲିସ ୩୨୫ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, କୋରାପୁଟ ଜିଲ୍ଲା, ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ, ଝାଡ଼ବାନ୍ଧର ରୋହିତ ଜେନା।…

୪୦ ଲକ୍ଷ ଠକିନେଲେ ସାଇବର ଠକ: ସାଇବର…

କଟକ:ଏକ ପ୍ରତିଷ୍ଠିତ କାର୍ କମ୍ପାନିର ଡିଲରସିପ୍ ଦେବା ନାଁରେ ଠକି ନେଲେ ସାଇବର ଠକ। ଚୁନା ଲଗେଇଲେ କଟକ ସିଡ଼ିଏ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ।ଠକି ନେଲେ ୪୦ ଲକ୍ଷ ଟଙ୍କା।ଏକ ପ୍ରତିଷ୍ଠିତ କାର୍ କମ୍ପାନିର ଡିଲରସିପ୍ ଦେବା ନାଁରେ ବ୍ୟବସାୟୀଙ୍କୁ ପ୍ରତିଶୃତି ଦେଲେ। ଆଉ ସୁଯୋଗ ଦେଖି ଠକିନେଲେ ୪୦ ଲକ୍ଷ…

ଗୁଜୁରାଟରେ ହତ୍ୟା କରି ବ୍ରହ୍ମପୁରରେ…

ବ୍ରହ୍ମପୁର:ଗୁଜୁରାଟରେ ହତ୍ୟା କରି ଓଡିଶା ପଳେଇ ଆସିଥିଲା ଅଭିଯୁକ୍ତ। ବ୍ରହ୍ମପୁରରେ ଲୁଚି ରହି ପୋଲିସକୁ ଚକମା ଦେଉଥିଲା। ଶେଷରେ ଗୁଜୁରାଟ ପୋଲିସ ହାତରେ ନାଟକୀୟ ଭାବେ ଧରା ଦେଇଛି ଅଭିଯୁକ୍ତ ଡି.କେଶବ ପାତ୍ର। ଗିରଫ ଅଭିଯୁକ୍ତ ଶେରଗଡ଼ ଥାନା ଶୁଗୁଳିଆପଲ୍ଲୀ ଗାଁର । କେଶବ ଗୁଜୁରାଟର ପାଣ୍ଡେଶୋର…

ଦେଶୀ ବନ୍ଧୁକ ରଖିବାରୁ ଗିରଫ:…

ରାଉରକେଲା:ରାଉରକେଲାରେ ଦେଶୀ ବନ୍ଧୁକ ରଖିବାରେ ଗିରଫ।ବେଆଇନ ଦେଶୀ ବନ୍ଧୁକ ରଖିବା ସୂଚନା ପାଇବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ସେକ୍ଟର -୩ ଥାନା ପୋଲିସ୍। ଗିରଫ ଦୁଇ ଜଣ ହେଉଛନ୍ତି ଭିକି ଚୋୖଧୁରୀ ଓ ସୁମିତ ରଞ୍ଜନ ରାଉତ। ଦୁହେଁ ଗାଡ଼ିରେ ବନ୍ଧୁକ ନେଇ ଯାଉଥିବା ସମ୍ପର୍କରେ ସୂଚନା ପାଇଥିଲା ପୋଲିସ୍।…