thelifelinemedia
Latest Odisha News, Breaking News Today

୪୦ କୋଟି ଠକେଇ, ବାନ୍ଧିଲା EOW: ସେୟାର୍ ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗରେ ଜଣେ ଗିରଫ

୨ଟି ଆକାଉଣ୍ଟରେ ଅମିତ୍ ଲୋକଙ୍କଠାରୁ ଟଙ୍କା ନେଉଥିଲା।ଓଡ଼ିଶାର ୫୦୦ ଓ ପଶ୍ଚିମବଙ୍ଗର ୧୦୦ ଜମାକାରୀଙ୍କଠାରୁ ଠକେଇ ହୋଇଛି

ଭୁବନେଶ୍ୱର:ଟେଡ୍ରିଂ ନାଁରେ କୋଟି କୋଟି ଠକେଇର ଚିତ୍ର ସାମ୍ନାକୁ ଆସିଛି।ପଶ୍ଚିମବଙ୍ଗ ବାଙ୍କୁଡାର ଅମିତ୍ ମଣ୍ଡଳ ନାମକ ବ୍ୟକ୍ତିଙ୍କୁ ଗିରଫ କଲା EOW।ପଶ୍ଚିମବଙ୍ଗରୁ ଗିରଫ ପରେ ଟ୍ରାଂଜିଟ୍ ରିମାଣ୍ଡରେ ଅଣାଗଲା ଓଡ଼ିଶା।କଳ୍ପନା ଫାଇନାନ୍ସ ସର୍ଭିସେସ୍‌ ନାଁରେ ସଂସ୍ଥା ଖୋଲି ଠକୁଥିଲା ଅମିତ୍। ୩.୫ରୁ ୭ ପ୍ରତିଶତ ରିଟର୍ଣ୍ଣର ଲୋଭ ଦେଖାଇ ଠକି ଚାଲିଥିଲା।
ସୂଚନା ଅନୁସାରେ, ୨ଟି ଆକାଉଣ୍ଟରେ ଅମିତ୍ ଲୋକଙ୍କଠାରୁ ଟଙ୍କା ନେଉଥିଲା।ଓଡ଼ିଶାର ୫୦୦ ଓ ପଶ୍ଚିମବଙ୍ଗର ୧୦୦ ଜମାକାରୀଙ୍କଠାରୁ ଠକେଇ ହୋଇଛି।୨୦୨୨ରୁ ୨୦୨୪ ମଧ୍ୟରେ ୧୨୦ କୋଟି ଠକିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଓ ଅନୁଗୁଳରେ ମିଟିଂ କରି ଲୋକଙ୍କୁ ମନାଉଥିଲା ଅମିତ୍।

Leave A Reply

Your email address will not be published.