Browsing Category
ରାଜନୀତି
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ:…
ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନେଇଛି ଦଳ। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଏ ନେଇ ସୂଚନା ଦେଇଛନ୍ତି। ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ…
ଯେମିତି ଚାଲିଥିଲା ସେମିତି ଚାଲିବ…
କଟକ: କଟକରେ ଦଳ ଯେମିତି ଚାଲିଥିଲା ସେମିତି ଚାଲିବ କହିଲେ କଟକ ବାରବାଟୀ ବିଧାୟିକା ତଥା ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଷ। ବାପା ମୋକିମ କଂଗ୍ରେସରୁ ବହିଷ୍କାର ପରେ ଏହି କଥା କହିଲେ ସୋଫିଆ। ବିଧାୟିକା ଭାବେ ସେବା କରିବା ପାଇଁ ଅଛି, ଆଗକୁ ବି ପ୍ରସ୍ତୁତ ରହିବୁ ବୋଲି ସୋଫିଆ କହିଛନ୍ତି।ବାପା…
କଂଗ୍ରେସ କଳି::ମୋକିମଙ୍କ ଯୋଗାଯୋଗରେ…
ଭୁବନେଶ୍ଵର: ବରିଷ୍ଠ ରାଜନେତା ତଥା କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ସହ କେନ୍ଦ୍ରୀୟ ନେତା କଥା ହୋଇଥିବା ସୂଚନା ମିଳିଛି। ମୋକିମଙ୍କ ଚିଠି ଉପରେ ଦଳର ଶୀର୍ଷ ନେତୃତ୍ୱ କଥା ହୋଇଛନ୍ତି। ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ, ପବନ ଖେରା କଥା ହେଲେ। ପୂର୍ବରୁ ରାଜ୍ୟ ବ୍ୟାପାର ବୁଝୁଥିବା…
ମୋକିମଙ୍କ ଉପରେ ଆକ୍ସନ:ଦଳ ବିରୋଧୀ…
ଭୁବନେଶ୍ଵର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ମୋକିମ୍ । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ କରିଛି ।ଦଳୀୟ…
ମୋକିମଙ୍କ ଚିଠି ପ୍ରସଙ୍ଗ: ଓଡ଼ିଶାରେ…
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଚିଠି ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମା। କହିଲେ ମୋକିମଙ୍କ ଚିଠି ପ୍ରସଙ୍ଗରେ ଦିଲ୍ଲୀରେ ହେବ ଆଲୋଚନା। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା କଂଗ୍ରେସରେ ବିବାଦ…
ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି:…
ଭୁବନେଶ୍ଵର: ବର୍ଦ୍ଧିତ ଦରମାକୁ ନବୀନଙ୍କ ନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା। କହିଛନ୍ତି ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି, ସେଥିପାଇଁ ମନା କରିଛନ୍ତି।କିନ୍ତୁ ମୁଁ ଏବଂ ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ। ନବୀନ ବାବୁଙ୍କର…
ରାଜ୍ୟରେ ନିଯୁକ୍ତିକୁ ନେଇ ପୂର୍ବ…
ଭୁବନେଶ୍ୱର: ନିଯୁକ୍ତି ମେଳାରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟାର୍ଗେଟ କରିଛନ୍ତି। କହିଛନ୍ତି ପୂର୍ବ ସରକାରରେ ନିୟମିତ ନିଯୁକ୍ତି ଦିଆଯାଉ ନ ଥିଲା। ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା, ପୂରଣ କରାଯାଉ ନଥିଲା। କେତେକଙ୍କୁ ଠିକା କର୍ମଚାରୀ ଭାବେ ରଖି କାମ ଚଳାଇ ନେଉଥିଲେ। ନିୟମିତ…
ସୋନିଆଙ୍କୁ ମୋକିମଙ୍କ ଚିଠି:ଭକ୍ତଙ୍କ…
କଟକ:ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଭକ୍ତଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଲେ। ରାଜ୍ୟ ନେତୃତ୍ବର ନବୀକରଣ ନେଇ ଲେଖିଲେ ଚିଠି। ଚିଠିରେ ୬ଟି କାରଣ ଦର୍ଶାଇଲେ ମୋକିମ। ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ଜାହିର କଲେ। କହିଲେ,ପିସିସି ସଭାପତିଙ୍କ…
ରାହୁଲ କୋଟେରୀ ଗ୍ରୁପ୍ରୁ ନ ବାହାରିଲେ,…
ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମକିମ୍। କହିଛନ୍ତି ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହିଲେ, କର୍ମୀଙ୍କୁ ଭେଟିଲେନି।ରାହୁଲ କୋଟେରୀ ଗ୍ରୁପ୍ରୁ ନ ବାହାରିଲେ, ଠିକ୍ ନିଷ୍ପତ୍ତି ନେଇପାରିବେନି ବୋଲି…
କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ…
ଭୁବନେଶ୍ୱର: କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ବ କାର୍ଯ୍ୟକରୁ ନାହାନ୍ତି। ଏଥିପାଇଁ ମୁଁ ଚିଠି ଏଆଇସିସି ସଭାପତିଙ୍କୁ ଲେଖିନି, ସୋନିଆଙ୍କୁ ଲେଖିଛି ବୋଲି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି। ସୋନିଆ ଆମ ଦଳର ସର୍ବୋଚ୍ଚ ନେତ୍ରୀ, ବିଶ୍ବାସ ରହିଛି ବିଚାର କରିବେ। ସୋନିଆଙ୍କ…