thelifelinemedia
Latest Odisha News, Breaking News Today

ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ:ବାଚସ୍ପତିଙ୍କୁ ଭେଟି ଆବେଦନ କଲେ ରାଜ୍ୟ କଂଗ୍ରେସର ନେତା,ପୂର୍ବରୁ ସୋଫିଆ ଓ ଦାଶରଥିଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ ହୋଇଛି

ଭୁବନେଶ୍ୱର:ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସର ଆବେଦନ।ବାଚସ୍ପତିଙ୍କୁ ଭେଟି ଆବେଦନ କଲେ ରାଜ୍ୟ କଂଗ୍ରେସର ନେତା।ରାମଚନ୍ଦ୍ର କାଡାମ, ଭକ୍ତ ଦାସ ଓ ସିଏସ୍‌ ରାଜନ ଏକ୍କା ଦେଲେ ଦାବିପତ୍ର।ପୂର୍ବରୁ ସୋଫିଆ ଓ ଦାଶରଥିଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ ହୋଇଛି। ରାଜ୍ୟସଭାରେ କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ୱିତ ହୋଇଥିଲେ ୩ ବିଧାୟକ। ରମେଶ ଜେନା, ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦ୍ଦୋଶ ନିଲମ୍ୱିତ ହୋଇଛନ୍ତି। ଦଳ ବିରୋଧଥୀ କାର୍ଯ୍ୟ ପାଇଁ ହେଲେ ନିଲମ୍ୱିତ ହୋଇଥିଲେ ମ

ଦଳୀୟ ହୁଇପ୍ ଉଲ୍ଲଘଂନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ଏହି ୩ କଂଗ୍ରେସ ବିଧାୟକ। ତେଣୁ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏମାନଙ୍କ ଉପରେ ତୁରନ୍ତ ଆକ୍ସନ ନେଇଥିଲା। ଏବେ ଆଉ ପାଦେ ଆଗକୁ ଯାଇ ଏହି ନିଲମ୍ୱିତ ସଦସ୍ୟମାନଙ୍କର ସଭ୍ୟ ପଦ ରଦ୍ଦ ପାଇଁ କଂଗ୍ରେସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.