Browsing Category
ରାଜନୀତି
ତୃତୀୟ ପର୍ଯ୍ୟାୟରେ ସବୁଠୁ ଧନୀ ପ୍ରାର୍ଥୀ…
ଭୁବନେଶ୍ୱର: ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଲ୍ହେଇଥିବା ପ୍ରାର୍ଥୀଙ୍କ ଭିତରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଧନୀ ପ୍ରାର୍ଥୀ ତାଲିକାରେ ସବୁଠୁ ଆଗରେ।ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନା ୨୨୭କୋଟିର ମାଲିକ।ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ…
ଦୁଇ ଶହ ଟପିବନି ବିଜେପି, କେନ୍ଦ୍ରରେ…
କୋଲକାତା: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ବିଜେପି ବିରୁଦ୍ଧରେ ବିଷୋଦଗାର। କହିଛନ୍ତି ଏଥର ବିଜେପି ୨୦୦ଆସନ ଭିତରେ ସୀମିତ ରହିବ। ଯେତେ ଚେଷ୍ଟା କଲେ ମଧ୍ୟ ବିଜେପି ଏଥର ଦୁଇ ଶହ ଟପି ପାରିବ ନାହିଁ। କେନ୍ଦ୍ରରେ ମିଳିତ ମେଣ୍ଟ ଇଣ୍ଡି ସରକାର କରିବ ବୋଲି ମମତା…
ଲୋକଙ୍କୁ ପସନ୍ଦ ଆସିଛି କଂଗ୍ରେସ…
ଭୁବନେଶ୍ୱର:କଂଗ୍ରେସ ଇସ୍ତାହାର ଲୋକଙ୍କୁ ଛୁଇଁଛି। ଦେଶରେ ଏବେ କଂଗ୍ରେସ ଇସ୍ତାହାରକୁ ନେଇ କି ହିଁ ଚର୍ଚ୍ଚା। ଓଡିଶାରେ ମଧ୍ୟ କଂଗ୍ରେସର ନ୍ୟାୟପତ୍ର ଲୋକଙ୍କ ମନ ଜିଣିଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ।ଆଗକୁ ବଢିଛି କଂଗ୍ରେସ ଦଳ l ୧୦ ବର୍ଷ ଭାଜପା ସରକାର ପରେ ବର୍ତ୍ତମାନ…
ରାଜ୍ୟରେ ଥମିଲା ଦ୍ୱିତୀୟ ପର୍ଯ୍ୟାୟ…
ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର।୫ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ପ୍ରଚାରକୁ ଜୋରଦାର କରିଥିଲେ ଦଳୀୟ ପ୍ରାର୍ଥୀ ଓ ନେତା। ଦ୍ୱିତୀୟ ପର୍ଯ୍ୟାୟରେ ୭୯ଲକ୍ଷ ୬୯ ହଜାର ୮୩୭ ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବେ। ପୁରୁଷଙ୍କ ସଂଖ୍ୟା ୪୦ ଲକ୍ଷ ୩୩ହଜାର ଏବଂ ମହିଳା…
ଓଡିଶାର କଳା, ସଂସ୍କୃତି, ଐତିହ୍ୟ,…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର ନୂଆ ନିର୍ମାଣ ହେଉଛି । ଦେଶର ଏମିତି ବିକଶ ଦେଖି ବିଶ୍ୱ ବି ଚକିତ । ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି । ଓଡ଼ିଶାରେ…
କୋରେଇରେ ଜୋରଦାର ସନ୍ଧ୍ୟାରାଣୀଙ୍କ…
ଭୁବନେଶ୍ୱର: କୋରେଇରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ରାଜନୈତୀକ ମହାଲୋ ସରଗରମ ହୋଇଛି । କାରଣ ଏଥର ଦଳ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ୍ ଦେଇଛି । ପୂର୍ବରୁ ଏହି ଆସନ ପାଇଁ ବିଧାୟକ ଅଶୋତ ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ପତ୍ନୀ ତଥା ଅଭିନେତ୍ରୀ…
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ…
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ବିଜେଡି ଜିତିବ ବୋଲି ଡିଣ୍ଡିମ ପିଟୁଛି । ବାସ୍ତବରେ କ୍ଷେତ୍ରରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ବାବୁଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନ ବାବୁଙ୍କୁ ଓଡ଼ିଶାର ଲୋକେ ଦେଖିବା ତ ଦୂରର କଥା ଦଳର ନେତା, ମନ୍ତ୍ରୀମାନେ ମଧ୍ୟ…
ବିଜେପି ଛାଡ଼ିଲେ ରମାରଞ୍ଜନ, ଦଳରେ…
ଭୁବନେଶ୍ୱର:ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ ।ବିଜେପି ଉପରେ ବର୍ଷିବା ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ।ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ…
ଶେଷ ନିର୍ବାଚନ ଲଢ଼ୁଛନ୍ତି ରାଜା ସ୍ୱାଇଁ,…
ଆଠଗଡ଼:ନିର୍ବାଚନ ପ୍ରଚାର ବେଳେ ରାଜା ସ୍ୱାଇଁ ଭାବବିହ୍ୱଳ ନିବେଦନ କରିଛନ୍ତି। କହିଛନ୍ତି ଏହା ମୋର ଶେଷ ନିର୍ବାଚନ ଲଢେଇ । ସେବା ପାଇଁ ତାଙ୍କୁ ଶେଷ ଥର ସୁଯୋଗ ଦେବାକୁ ସେ ଅପିଲ କରିଛନ୍ତି।ଲମ୍ବା ସମୟ ଧରି ଆଠଗଡ଼ ବାସୀ ତାଙ୍କୁ ଭଲ ପାଇବା ଦେଇ ଆସୁଛନ୍ତି। ଲୋକଙ୍କ ସ୍ନେହ ଶ୍ରଦ୍ଧାକୁ ପୁଞ୍ଜି କରି…
ନବୀନ ବାବୁ ଆଉ ଆସିବେନି, ଏଥର ଓଡିଶାରେ…
ସୋରଡ଼ା: ଗଞ୍ଜାମ ସୋରଡ଼ା ବିଜୟ ସଂକଳ୍ପ ସଭାରୁ ଅମିତ ଶାହାଙ୍କ ଆଟାକିଙ୍ଗ ଅନ୍ଦାଜ। ନବୀନ ପଟ୍ଟନାୟକଙ୍କୁ ଶାଣିତ ଆକ୍ରମଣ କଲେ। କହିଲେ ନବୀନ ବାବୁ ଏଥର ଆସିବାର ନାହିଁ। ଲୋକେ ତାଙ୍କୁ ବିଦାୟ ଦେଇ ସାରିଛନ୍ତି। ଏଥର ଓଡିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ବଢିଛନ୍ତି ଶାହା। ସଭା ଆରମ୍ଭରୁ ରାଜ୍ୟ…