thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ଆରମ୍ଭ ହେଲା ମୋଦିଙ୍କ ତୃତୀୟ ପାଳି, ପଦ…

ନୂଆଦିଲ୍ଲୀ:ଆରମ୍ଭ ହେଲା ମୋଦିଙ୍କ ତୃତୀୟ ପାଳି।ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପଣ୍ଡିତ ନେହୁରୁଙ୍କ ପରେ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ସୃଷ୍ଟି କରିଛନ୍ତି ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ…

ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ…

ଭୁବନେଶ୍ୱର:ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ ।ବହୁ ଚର୍ଚ୍ଚା ଆଲୋଚନା ପରେ ସାମ୍ନାକୁ ଆସିଛନ୍ତି ପାଣ୍ଡିଆନ।ବିଜେଡିର ପରାଜୟ ପାଇଁ ହାତ ଯୋଡ଼ି କ୍ଷମା ମାଗିଛନ୍ତି।କହିଛନ୍ତି ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲି ଏବଂ ସଫଳ ହୋଇଛି ।ମୋର କୌଣସି…

ପ୍ରତ୍ୟକ୍ଷ ରାଜନୀତିରୁ ଓହରିଲେ ଅଚ୍ୟୁତ…

ଭୁବନେଶ୍ୱର: ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଛନ୍ତି ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ…

ହାତ ଛାଡି ପଦ୍ମ ଧରିଲେ ପ୍ରସନ୍ନ…

ନିର୍ବାଚନ ହାରିବା ପରେ ବିଜେଡିକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳର ଜଣେ ବରିଷ୍ଠ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ…

କିଏ ହେବ ମୁଖ୍ୟମନ୍ତ୍ରୀ ବୋଲି ମୁଁହ…

ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଭାବେ କ୍ଷମତା ଉପଭୋଗ କରିଆସୁଥିବା ବିଜେଡିର ବିଜୟ ରଥକୁ ଚଳିତ ନିର୍ବାଚନରେ ଅଟକାଇଛି ବିଜେପି । ବିଧାନସଭା ନିର୍ବାଚନରେ ମୋଟ ୧୪୭ଟି ଆସନରୁ ବିଜେପି ୭୮ଟିରେ ଜିତି ବହୁମତ ହାସଲ କରିଥିବା ବେଳେ ବିଜେଡି ମାତ୍ର ୫୧ଟିରେ ଅଟକି ଯାଇଥିଲା । ବିଜେଡିର…

ଏନଡିଏ ନେତା ଭାବେ ନିର୍ବାଚିତ ହେଲେ…

ନୂଆଦିଲ୍ଲୀ:ମୋଦି ହେଲେ ଏନଡିଏର ନେତା। ବିଧିବଦ୍ଧ ଭାବେ ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦୀ ।ଦିଲ୍ଲୀ ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ଯେଉଁଥିରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି…

ବନ୍ଧା ହେଲାଣି ମଞ୍ଚା, ୧୦ରେ ଜନତା…

ଜୁନ୍ ୧୦ତାରିଖରେ ଜନତା ମଇଦାନରେ ପ୍ରାୟ ୩୦ହଜାରରୁ ଅଧିକ ଜନତାଙ୍କ ଗହଣରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଜୁନ୍‌ ୧୦ତାରିଖରେ ଓଡ଼ିଶାର ଓଡ଼ିଆ ପୁଅ/ଝିଅ ଶପଥ ନେବେ ବୋଲି ଘୋଷଣା କରିଥିବାରୁ ଏହାକୁ ନଜରରେ ରଖି ରାଜ୍ୟ…

ସିଦ୍ଧାନ୍ତଙ୍କୁ ମିଳିପାରେ…

ଭୁବନେଶ୍ୱର:ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ନିରଙ୍କୁଶ ବହୁମତ ମିଳିବା ପରେ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଧ୍ୟକ୍ଷତାରେ ବିଧାୟକ ଦଳ ନେତା ବଛାଯିବା ପ୍ରକ୍ରିୟା ଆଗକୁ ବଢିଥିବା ବେଳେ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ ତାକୁ ନେଇ…

ମୋଦି ଶପଥ ନନେବା ପର୍ଯ୍ୟନ୍ତ ଦିଲ୍ଲୀରେ…

ନୂଆଦିଲ୍ଲୀ :ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଏବେ ସମସ୍ତଙ୍କ ନଜର। କାରଣ ଏନଡିଏ ହେଉ କି ଇଣ୍ଡିଆ ମେଣ୍ଟ ଯେଉଁ ମେଣ୍ଟକୁ ନୀତିଶଙ୍କ ସମର୍ଥନ ରହିବ ସେହି ମେଣ୍ଟ ସମ୍ଭବତଃ କେନ୍ଦ୍ରରେ ସରକାର ଗଠନ କରିବ। ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ପାଇନଥିବାରୁ ନୀତିଶ କୁମାର ଏବଂ ଚନ୍ଦ୍ରବାବୁ…

ମୋଦି ମନ୍ତ୍ରୀମଣ୍ଡଳରେ ଓଡିଶାକୁ…

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଆସନ୍ତା ୮ ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ୨୧ ଆସନ ବିଶିଷ୍ଟ ଓଡିଶାରୁ ବିଜେପି ୨୦ ଟି ଆସନରେ ବିଜୟ ଲାଭ କରି ମୋଦିଙ୍କ ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ…