Browsing Category
ରାଜନୀତି
ବିଜେପିରେ ମିଶିଲେ ଚମ୍ପାଇ ସୋରେନ
ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ ପଦ୍ମ ପୋଖରୀରେ ବୁଡ ପକାଇଛନ୍ତି ଚମ୍ପାଇ ସୋରେନ। ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ…
ବିଜେପିର ମିଛ ପ୍ରତିଶୃତି ବିଷୟରେ…
ଭୁବନେଶ୍ୱର: ଛାତ୍ରମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର ।ତୁମମାନଙ୍କ ନିଷ୍ଠାପର କାର୍ଯ୍ୟ ଏକ ସଶକ୍ତ ଓଡ଼ିଶା ପାଇଁ ପଥ ପ୍ରସ୍ତୁତ କରିବ। ଛାତ୍ର, ଯୁବ ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ। ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି…
ଏଣିକି ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ…
ଭୁବନେଶ୍ୱର: ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ବାରଣ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ। ଏନେଇ ରୋକଠୋକ୍ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ। ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ…
ଶୂନ୍ୟକାଳରେ ଉଠିଲା ଆମ ଓଡ଼ିଶା ନବୀନ…
ଭୁବନେଶ୍ୱର: ଶୂନ୍ୟକାଳରେ ଉଠିଛି ପୂର୍ବ ସରକାରର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ବିଜେଡି ବିଧାୟକ ପ୍ରତାପ ଦେବ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ କହିଥିଲେ ରାଜ୍ୟର ୩୧୪ ବ୍ଲକରେ କାମ ଠପ ହୋଇ ଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଅଲିଖିତ ନିର୍ଦ୍ଦେଶ ଯାଇଛି ସରକାରଙ୍କର।…
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ:…
ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ମଧ୍ୟରେ ଆସନ ବୁଝାମଣା ଫର୍ମୁଲା ଚୂଡାନ୍ତ ହୋଇଛି । ଜମ୍ମୁ-କଶ୍ମୀରରେ କଂଗ୍ରେସ ୩୨ଟି ଓ ନ୍ୟାସନାଲ କନଫରେନ୍ସ ୫୧ଟି ଆସନରେ ନିର୍ବାଚନ ଲଢ଼ିବ। ୯୦ସିଟରୁ କଂଗ୍ରେସକୁ ସୁହାଇଲା ଭଳିଆ ୩୨ଟି ସିଟରେ ଲଢେଇ…
ଓଡିଶା ଆସିବେ ମୋଦୀ : ସେପ୍ଟେମ୍ବର ୧୭…
ଭୁବନେଶ୍ୱର: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବବା ନେଇ ସୂଚନା ରହିଛି। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପୁରୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।…
ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର:…
ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ନବନିର୍ବାଚିତ ବିଧାୟକ ମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି
କାର୍ଯ୍ୟକ୍ରମକୁ ଉଦଘାଟନ କରି ବିରୋଧୀ ଦଳ…
ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ: କଂଗ୍ରେସ…
ଭୁବନେଶ୍ୱର: କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଂଚା ଦିଏ ନାହିଁ କଂଗ୍ରେସ ଦଳ । ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ୱ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ…
ବିଜେଡି ବିଧାୟକଙ୍କ ଟ୍ରେନିଂ କ୍ୟାମ୍ପ:…
ଭୁବନେଶ୍ୱର: ଆସନ୍ତା କାଲି ହେବେ ବିଜେଡିର ବିଧାୟକମାନଙ୍କ ଟ୍ରେନିଂ କ୍ୟାମ୍ପ୍। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ। ବିଜୁଜନତା ଦଳର ବରିଷ୍ଠ ବିଧାୟକମାନେ ନବନିର୍ବାଚିତ ବିଧାୟକମାନଙ୍କୁ ଟ୍ରେନିଂ ଦେବେ । ନବନିର୍ବାଚିତ ବିଧାୟକ ଭାବରେ କିଭଳି କାର୍ଯ୍ୟ…
ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କୁ…
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। ସାମ୍ବାଦିକ ସମିଳନୀର ଦଳର ନେତ୍ରୀ ସୋନାଲି ସାହୁ କହିଛନ୍ତି ସୁଭଦ୍ରା ଯୋଜନା ନାରେ ଓଡ଼ିଶାର ସୁଭଦ୍ରାମାନଙ୍କୁ ଠକିଛନ୍ତି ରାଜ୍ୟ ସରକାର। ବିଜେପି ଦଳ ସୁଭଦ୍ରାକୁ ଢାଳ କରି ନିର୍ବାଚନ ଲଢିଲେ, ପ୍ରତିଶୃତି ଦେଲେ ହେଲେ ନିର୍ବାଚନ ଜିତିବା…