Browsing Category
ରାଜନୀତି
୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର
ଭୁବନେଶ୍ଵର:ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରା ଯାଇଛି। ପ୍ରଥମରେ ସର୍ବନିମ୍ନ ମଜୁରୀ ବଢିବା ନେଇ ନିଷ୍ପତ୍ତି ଉପରେ ମୋହର ବାଜିଛି। ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀମାନଙ୍କର ଦୈନିକ ମଜୁରୀ ବଢିବ। ଅଣ କୁଶଳୀ ୩୫୨ ଟଙ୍କା ପାଉଥିଲେ…
ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି: ବିଜେଡି
ଭୁବନେଶ୍ୱର:ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି। ବଡଠାକୁର ବଳଭଦ୍ର ତଳେ ପଡ଼ିଯିବ ଅକ୍ଷମଣୀୟ ତ୍ରୁଟି ବୋଲି ବିଜେଡି କହିଛି।ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା ସାଢେ଼ ୪ କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଯେଉଁଭଳି ଭାବେ ବଡ ଠାକୁର ପଡିଗଲେ ତାକୁ ନେଇ…
ଦେବାଶିଷ-ସମ୍ବିତ୍ ମୁହାଁମୁହିଁ
ବ୍ୟୁରୋ: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ସମ୍ବିତ ରାଉତରାୟ । ଲୋକେ ଦାମ ବାବୁଙ୍କ ପରିବାରକୁ ପ୍ରତ୍ୟାଖ୍ୟାନ କରିଥିବା ଉକ୍ତିରେ ଜବାବ ରଖିଛନ୍ତି ସମ୍ବିତ। ସମ୍ବିତ କହିଛନ୍ତି ୨୦୧୯ରେ ସେ ୭୦ହଜାର ଭୋଟ ପାଇଥିଲେ ଆଉ ୨୦୨୪ରେ ବି ପାଖାପାଖି ୭୦ ହଜାର ଭୋଟ ମିଳିଛି। କଂଗ୍ରେସ ଗତ…
ବିଜେଡିର ସାଙ୍ଗଠନିକ ନବକଳେବର
ଭୁବନେଶ୍ୱର:ବିଜେଡିର ସାଙ୍ଗଠନିକ ନବକଳେବର। ଦଳକୁ ନୂଆ ରୂପରେଖ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ବିଜେଡ଼ିର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି । ନୂତନ ଭାବେ ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ୍ ଗଢ଼ାଯାଇଛି । ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ…
ଲୋକଙ୍କ ପାଖରେ ସରକାର ୨୪ ଘଣ୍ଟା…
ଭୁବନେଶ୍ୱର:ଲୋକମାନଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ।୨୪ଘଣ୍ଟା ଲୋକଙ୍କ ଉତ୍ତରଦାୟୀ ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ସଚିବଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ…
ବନ୍ଦ ହୋଇଥିବା ସ୍କୁଲ ଖୋଲିବ: ଗଣଶିକ୍ଷା…
ଭୁବନେଶ୍ୱର:ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାରର ଯୋଜନା ଚାଲିଛି । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କର ଦାବି ଅଣଦେଖା କରାଯାଇଛି, ସେହି ସବୁ…
ପ୍ରତିଶ୍ରୁତି ରଖୁ ବିଜେପି..୩୦୦ ୟୁନିଟ୍…
ଭୁବନେଶ୍ୱର:ବିଜେପିର ପ୍ରତିଶ୍ରୁତି କଥାକୁ ମନେ ପକାଇଲା ବିଜେଡି। ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ତାକୁ ପୂରଣ କରୁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ।
ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ବିଜୁଳି ବିଲ୍ ଦେବାକୁ ପଡିବନି।…
ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ
ଝାଡଖଣ୍ଡ:ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି ମିଳିଛି।ବେଆଇନ ଜମି କାରବାର ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଲା । ହେମନ୍ତଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ। ବେଆଇନ ଜମି…
ସୁଭଦ୍ରା ଯୋଜନା: କେମିତି କରିବେ ଆବେଦନ ?…
ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ୁଛି ଉତ୍କଣ୍ଠା। ତେବେ କେମିତି କରିବେ ଆବେଦନ କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ? କେଉଁମାନେ ଏହାର ଲାଭ ପାଇ ପାରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି।
ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି ।…
ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ…
କେନ୍ଦୁଝର:ଜନ୍ମମାଟି କେନ୍ଦୁଝରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ସାଧାରଣ ଗରିବ ଆଦିବାସୀ ଘରର ପୁଅ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ କାମ କରିବି ବୋଲି ଜନ୍ମମାଟି କେନ୍ଦୁଝରରୁ ଏଭଳି ପ୍ରତିଶୃତି ଭରାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି କେନ୍ଦୁଝରର ବିକାଶ ସହ ଭାରତରେ କେନ୍ଦୁଝରକୁ ଏକ…