thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ…

ଭୁବନେଶ୍ୱର : ଶଙ୍ଖ ଭବନ ଠାରେ ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ…

ଭଦ୍ରକ ଓ ସୋନପୁର ଜିଲ୍ଲାର ନେତୃମଣ୍ଡଳୀ ଓ…

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ଭଦ୍ରକ ଓ ସୋନପୁର ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା : ଦଳୀୟ…

ଭୁବନେଶ୍ୱର:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକଙ୍କୁ ଚିଠି ଲେଖିଲେ। ଜନ ସମ୍ପର୍କ ପଦଯାତ୍ରା, ସଭ୍ଯ ସଂଗ୍ରହ ଅଭିଯାନ ସମ୍ପର୍କରେ ଲେଖିଲେ ଚିଠି। ବ୍ଲକ ତଥା ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କରାଯିବ। ବିଜେଡି ସରକାର ସମୟରେ ଲୋକାଭିମୁଖୀ କାର୍ଯ୍ୟକ୍ରମ, ବିଜେପି ସରକାର ଦରଦାମ୍…

ମୁଖ୍ୟମନ୍ତ୍ରୀ ଅନ୍ଧାରରେ ବାଡ଼ି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅନ୍ଧାରରେ ବାଡ଼ି ବୁଲାନ୍ତୁ ନାହିଁ। କିଛି ତଥ୍ୟ ନଥାଇ ମନ ଇଛା କୁହନ୍ତୁ ନାହିଁ ବରଂ ତଥ୍ୟ ଦେଖାନ୍ତୁ ବୋଲି ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି। ଦଳ ପକ୍ଷରୁ ନେତ୍ରୀ ସୁଲତା ଦେଓ ସାମ୍ବାଦିକ ସମ୍ମିଳନୀ କରି ମୋହନ ସରକାରକୁ ଘେରିଛନ୍ତି।ବିଜେଡି ରାଜ୍ୟସଭା ସାଂସଦ…

ନୟାଗଡ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ…

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକରେ ନବୀନ ଦେଇଛନ୍ତି ଗୁରୁମନ୍ତ୍ର। ଦଳକୁ ମଜବୂତ କରିବା ସମ୍ପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ…

ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟିରେ ଓଡ଼ିଶା…

ନୂଆଦିଲ୍ଲୀ: ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟିରେ ଓଡିଶା ସାଂସଦ ସ୍ଥାନ ପାଇଛନ୍ତି। ବିଜେପି ଓ ବିଜେଡି ସାଂସଦ ଏଥିରେ ସ୍ଥାନ ପାଇଛନ୍ତି। ବିଭିନ୍ନ ବିଭାଗ ପାଇଁ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇଛି। ଉଭୟ ସଦନର ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ ହୋଇଛି। କମିଟିରେ ବିଜେଡ଼ିର ୭ ସାଂସଦଙ୍କୁ…

ଆସନ୍ତାକାଲି ଓଡିଶା ଆସିବେ ବିଜେପି…

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସନ୍ତାକଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନି କରି ଏନେଇ ସୂଚନା ଦେଇଛନ୍ତି। ଦିନ ୧୧ ଟା ସମୟରେ ବିମାନବନ୍ଦରରେ ପହଞ୍ଚିବେ।ଏହାପରେ ଭୁବନେଶ୍ବର ବିମାନ ବନ୍ଦରରୁ…

ରାଜ୍ୟରେ ଜନଜାତିଙ୍କୁ ଅବହେଳା କରୁଛନ୍ତି…

ଭୁବନେଶ୍ୱର: ରାଜ୍ୟରେ ଜନଜାତିଙ୍କୁ ଅବହେଳା କରୁଛନ୍ତି ରାଜ୍ଯ ସରକାର। ଆଦିବାସୀଙ୍କ ପାଇଁ ଏ ସରକାରଙ୍କ ଆଭିମୁଖ୍ୟ କିଛି ବି ନାହିଁ। ଆଦିବାସୀଙ୍କ ଉର୍ନତି ଚାହୁଁ ନାହାନ୍ତି ମୋହନ ସରକାର।ଏଥିପାଇଁ ଆଦିବାସୀ ଏବେ ଆଶା ଆଶଙ୍କାରେ ରହିଛନ୍ତି। ପୂର୍ବ ସରକାର ଜନଜାତିଙ୍କ ବିକାଶ ପାଇଁ ଅନେକ ଯୋଜନା କରିଥିଲେ।…

ଯୋଜନାର ରଙ୍ଗ ନ ବଦଳାଯାଉ, ଯୋଜନା ଉପରେ…

ଭୁବନେଶ୍ୱର :ଯୋଜନାର ରଙ୍ଗ ନ ବଦଳାଇ, ଯୋଜନା ଉପରେ କାର୍ଯ୍ୟ କଲେ ବିକାଶ ହେବ। 24 ବର୍ଷରେ ରାଜ୍ୟରେ ବିକାଶ ଯାହା ହୋଇଛି, ତାହା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟ କହୁଛି। ଗତ ସପ୍ତାହରେ ଏ ରିପୋର୍ଟ ଆସିଛି। ମୁଣ୍ଡ ପିଛା ଆୟ ଦେଶ ତୁଳନାରେ ଓଡ଼ିଶାରେ ଭଲ। 2001ରେ ଏହା…

ବିଜେଡିର ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ

ଭୁବନେଶ୍ୱର: ଭରତପୁର ଥାନାରେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତିକରଣ। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିଜେଡି ଦେଇଛି ବନ୍ଦ ଡାକରା। ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି…