thelifelinemedia
Latest Odisha News, Breaking News Today
Browsing Category

ରାଜନୀତି

କି ସଂକେତ ଦେଲେ ଅରୁଣ?

ଭୁବନେଶ୍ୱର : ସରକାରଙ୍କ ବିରୋଧରେ ଲୋକଙ୍କର ଅନାସ୍ଥା ଭାବ ରହିଛି। ଏ ନେଇ ବିଜେପି ବିଧାୟକଙ୍କୁ ପଚାରିଲେ କିଛି ବିଜେପି ବିଧାୟକଙ୍କ ନିରବତା ଓ ସ୍ମିତ୍ ହାସ୍ୟ ବି ଅନେକ କିଛି କହୁଛି। ଲୋକଙ୍କର ଅନାସ୍ଥା ଭାବ ବଢିଛି। ବାଚସ୍ପତି ଅଗ୍ରାହ୍ୟ କଲେ, କାହିଁକି ସୁଯୋଗ ଦେଲେନି ତାହା ବଡ଼ କଥା। ସରକାରୀ ଦଳ…

ଦୁଇ ଓଡ଼ିଆ ନେତାକୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ: ଓଡିଶାର ଦୁଇ ନେତାଙ୍କୁ ବଡ଼ ଦାୟିତ୍ଵ ଦେଇଛି ଭରତୀୟ ଜନତା ପାର୍ଟି। ଆଗକୁ ବିଭିନ୍ନ ରାଜ୍ୟର ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ଏହି କ୍ରମରେ ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରିଛି…

ସରକାରଙ୍କୁ ନବୀନଙ୍କ ଦୃଢ଼ ଦାବି:…

ଭୁବନେଶ୍ୱର: ଅଦିନିଆ ବର୍ଷାରେ ବହୁଳ ଫସଲହାନୀ ହୋଇ ଭାଙ୍ଗି ପଡ଼ିଥିବା ଚାଷୀଙ୍କ ସାଥିରେ ବିଜେଡି ସଭାପତି ଦୃଢ଼ ଭାବେ ଠିଆ ହୋଇଛନ୍ତି। ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଏ ଅସମୟରେ ଚାଷୀଙ୍କ ଭରସା ସାଜିବାକୁ ସରକାରଙ୍କୁ ସେ ସୂଚାଇଛନ୍ତି। ପ୍ରତିବର୍ଷ ଓଡ଼ିଶା ଏପରି ପ୍ରାକୃତିକ ବିପର୍ଯ୍ୟୟର…

ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ…

ଭୁବନେଶ୍ୱର:ଦରଦାମ ସମସ୍ତଙ୍କୁ ଅତିଷ୍ଠ କଲାଣି। ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି। ଗରୀବ ଶ୍ରେଣୀ କଥା ଆହୁରି ଶୋଚନୀୟ। ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି। ଏନେଇ ବିଜେଡ଼ି ଆସନ୍ତା ୬ ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ।ମୁଦ୍ରାସ୍ପୀତି…

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ…

ଭୁବନେଶ୍ୱର:ଦିନକୁ ଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ବିଜେପି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୨୦ ସରପଂଚ ଓ ୨୧ ପଂଚାୟତ ସମିତି ସଦସ୍ୟଙ୍କ ସମେତ ବିଜେଡି ନେତୃବୃନ୍ଦ…

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ଏମିତି…

ଭୁବନେଶ୍ୱର:ରୁବେନ ବାନାର୍ଜୀଙ୍କ ବହିକୁ ନେଇ ଏଵେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଏହାକୁ ନେଇ ବିଜେଡି ଏଵେ ପ୍ରତିକ୍ରିୟା ରଖିଛି।ବହିରେ ଥିବା ତଥ୍ଯକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି। ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କହିଛନ୍ତି, ଦୀର୍ଘ ବର୍ଷ ହେବ…

ରୁବେନଙ୍କ ବହିକୁ ନେଇ ଏମିତି କହିଲେ ସମୀର…

ଭୁବନେଶ୍ୱର: ରୁବେନଙ୍କ ଲେଖା ଉପରେ ଦ୍ବିମତ ନାହିଁ। ନବୀନ ବାବୁ ଓ ବିଜେଡିକୁ ଭଲଭାବେ ଜାଣିଛନ୍ତି ରୁବେନ ବାନାର୍ଜୀ। ମୋର ଭୁଲନଥିବା ସତ୍ତ୍ବେ କୋଟେରୀ ଗ୍ରୁପ୍‌ ପାଇଁ ମନ୍ତ୍ରୀପଦ ଓ ଟିକେଟ କଟିଲା ବୋଲି ପୂର୍ବତନ ମନ୍ତ୍ରୀ ସମୀର ଦାସ କହିଛନ୍ତି। ରୁବେନଙ୍କ ବହିକୁ ନେଇ ଏଭଳି କିଛି ପ୍ରତିକ୍ରିୟା…

ପ୍ରଧାନମନ୍ତ୍ରୀଙ୍କ କୁଏତ ଗସ୍ତର ଆଜି…

କୁଏତ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ ଗସ୍ତର ଆଜି ଦ୍ବିତୀୟ ତଥା ଅନ୍ତିମ ଦିବସ । ପ୍ରଧାନମନ୍ତ୍ରୀଙ୍କୁ ଆଜି ଔପଚାରିକ ଭାବେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। କୁଏତର ଅମୀର, ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଉଚ୍ଚ ଅଧିକାରୀଙ୍କ ସହ ଶ୍ରୀ ମୋଦୀ ସାକ୍ଷାତ ଆଲୋଚନା କରିବେ। କୁଏତର…

ସଂସଦରେ ବାଲେଶ୍ୱର ସାଂସଦଙ୍କ ମୁଣ୍ଡ…

ବାଲେଶ୍ୱର:ସଂସଦରେ ବାଲେଶ୍ୱର ସାଂସଦଙ୍କ ମୁଣ୍ଡ ଫାଟିବା ଘଟଣାରେ ପ୍ରତିବାଦ କରିଛି ବାଲେଶ୍ୱର ଜିଲ୍ଲା ବିଜେପି।ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ମୁଣ୍ଡ ଫାଟିବା ଘଟଣାକୁ ସ୍ବର ଶାଣିତ କରିଛି ଜିଲ୍ଲା ବିଜେପି।ବାଲେଶ୍ଵର ଲୋକସଭା କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ…

ସଂସଦରେ ଆହତ ହେଲେ ସାଂସଦ ପ୍ରତାପ…

ନୂଆଦିଲ୍ଲୀ: ସଂସଦରେ ଆହତ ହେଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେଲେ। ସାଂସଦ ଜଣଙ୍କ ମୋ ଉପରେ ପଡିଗଲେ ଆଉ ମୁଁ ସିଡିରେ ତଳେ ପଡ଼ିଗଲି ବୋଲି ଆହତ ହୋଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାହାରକୁ…