Browsing Category
ରାଜନୀତି
ବିହାର ନିର୍ବାଚନ: ତେଜସ୍ଵୀ ବିରୋଧୀ…
ନୂଆଦିଲ୍ଲୀ: ବିହାର ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛନ୍ତି। ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ବିରୋଧୀ ମେଣ୍ଟ ଦଳଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବି ତେଜସ୍ଵୀ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହା ଉପରେ ଅନ୍ୟ ବିରୋଧୀ…
ବିହାର ନିର୍ବାଚନ:ମହାମେଣ୍ଟ ଓ ଇଣ୍ଡି…
ପାଟନା: ଆସନ ବୁଝାମଣା କୁ ନେଇ ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ କେଁ। ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ ବିଧିବଦ୍ଧ ଭାବେ ଆସନ ବୁଝାମଣାକୁ ନେଇ ସହମତି ହୋଇ ପାରୁନି। ନିଜ ପସନ୍ଦ ମୁତାବକ ଆସନରେ ପ୍ରାର୍ଥୀ ଦେଇଛନ୍ତି ଅଂଶୀଦାର ଦଳ।
ଏଥିରେ ଆରଜେଡି ସର୍ବାଧିକ ୧୪୩ଟି ଆସନରେ…
ନୂଆପଡା ଉପନିର୍ବାଚନ ପାଇଁ ସୁରକ୍ଷା…
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି।
ଡିଜିପି ଶ୍ରୀ ଖୁରାନିଆ ଏକ…
ବିହାର ନିର୍ବାଚନ: ଆସନ ବୁଝାମଣା ଦ୍ଵନ୍ଦ…
ନୂଆଦିଲ୍ଲୀ: ବିହାର ନିର୍ବାଚନରେ ମହାଗଠବନ୍ଧନରେ ଆସନ ବୁଝାମଣାକୁ ନେଇ ସହମତି ହୋଇ ପାରୁନି। ଏଭଳି ଦ୍ଵନ୍ଦ ଭିତରେ କଂଗ୍ରେସ ତାର 48 ଜଣିଆ ପ୍ରାର୍ଥୀ ପତ୍ର ଘୋଷଣା କରିଛି। ଯଦିଓ କଂଗ୍ରେସ ଏଥର ନିର୍ବାଚନରେ କେତେ ସିଟରେ ଲଢିବ ସେ ନେଇ ସ୍ପଷ୍ଟ ହୋଇନି କିନ୍ତୁ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ 48 ଜଣିଆ…
ବିହାରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ବିହାରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ବିହାର ଗସ୍ତରେ ଯାଇ ବାଙ୍କା ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ । ବାଙ୍କା ଜିଲ୍ଲା ଆଦିବାସୀ ପ୍ରବଣ ଜିଲ୍ଲା, ସେଠି ବିଜେପି ପ୍ରାର୍ଥୀଙ୍କ ପାଇଁ…
ଆସିଲା ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ପ୍ରଚାର ମୈଦାନକୁ ଓହ୍ଲାଇବ ଦଳ।
ବିଜେପି ରାଜ୍ୟ ସଭାପତିଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ୬ ମନ୍ତ୍ରୀ ଓ ୮ ଛତିଶଗଡ ନେତା ସାମିଲ ହୋଇଛନ୍ତି । ଛତିଶଗଡ…
ନବୀନଙ୍କ ଜନ୍ମଦିନ: 79 ବର୍ଷରେ ପାଦ ଦେଲେ…
ଭୁବନେଶ୍ଵର: ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । 79 ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସଂଘର୍ଷ ରୁ ଶୀର୍ଷ । 24 ବର୍ଷର ମୁଖ୍ୟମନ୍ତ୍ରୀତ୍ୱର ରେକର୍ଡ଼ ।ଜାତୀୟ ରାଜନୀତିରେ ପ୍ରଭାବୀ ବ୍ୟକ୍ତିତ୍ଵ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର…
ଭୁବନେଶ୍ୱର: ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ନବୀନ ନିବାସଠାରେ ଏ ନେଇ ଘୋଷଣା କରିଛନ୍ତି।
ନୂଆପଡ଼ା ବିଧାନସଭା ଆସନରେ ପୂର୍ବରୁ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ସମୟରେ କଂଗ୍ରେସ ଘାସିରାମ ମାଝୀଙ୍କୁ…
ଜୟ ଢୋଲକିଆ ହେବେ ବିଜେପି ପ୍ରାର୍ଥୀ
ଭୁବନେଶ୍ୱର: ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ । ସବୁକିଛି ଫାଇନାଲ୍ ହୋଇସାରିଛି, କେବଳ ଘୋଷଣା ବାକି ଅଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ।
ତାଙ୍କ ସୂଚନା ମୁତାବକ, ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ । ଆସନ୍ତା ୧୬…
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୧୬ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ । ନାମାଙ୍କନ ବେଳେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ ବୋଲି ସୂଚନା ମିଳିଛି । ଏନେଇ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର…