Browsing Category
ରାଜ୍ୟ
ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି: ବିଜେଡି
ଭୁବନେଶ୍ୱର:ପହଣ୍ଡି ଅଘଟଣ ଅକ୍ଷମଣୀୟ ତ୍ରୁଟି। ବଡଠାକୁର ବଳଭଦ୍ର ତଳେ ପଡ଼ିଯିବ ଅକ୍ଷମଣୀୟ ତ୍ରୁଟି ବୋଲି ବିଜେଡି କହିଛି।ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା ସାଢେ଼ ୪ କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଯେଉଁଭଳି ଭାବେ ବଡ ଠାକୁର ପଡିଗଲେ ତାକୁ ନେଇ…
ରିୟା ଦେଙ୍କ ନାଁରେ ଥାନାରେ ଅଭିଯୋଗ
ଭୁବନେଶ୍ୱର:ଓଡ଼ିଆ ଅଭିନେତ୍ରୀ ରିୟା ଦେ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ରିୟାଙ୍କ ଘରେ କେୟାର ଟେକରଭାବେ କାମ କରୁଥିବା ଜଣେ ଯୁବତୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀ ଜଣକ କହିଛନ୍ତି ରିୟା ଏବଂ ତାଙ୍କ ସ୍ୱାମୀ ତାଙ୍କୁ…
ଦେବାଶିଷ-ସମ୍ବିତ୍ ମୁହାଁମୁହିଁ
ବ୍ୟୁରୋ: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ସମ୍ବିତ ରାଉତରାୟ । ଲୋକେ ଦାମ ବାବୁଙ୍କ ପରିବାରକୁ ପ୍ରତ୍ୟାଖ୍ୟାନ କରିଥିବା ଉକ୍ତିରେ ଜବାବ ରଖିଛନ୍ତି ସମ୍ବିତ। ସମ୍ବିତ କହିଛନ୍ତି ୨୦୧୯ରେ ସେ ୭୦ହଜାର ଭୋଟ ପାଇଥିଲେ ଆଉ ୨୦୨୪ରେ ବି ପାଖାପାଖି ୭୦ ହଜାର ଭୋଟ ମିଳିଛି। କଂଗ୍ରେସ ଗତ…
ଡେଙ୍ଗୁ ସଂକ୍ରମଣ ବୃଦ୍ଧି ନେଇ ତତ୍ପର…
ଭୁବନେଶ୍ୱର:ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି।ଯାହାକୁ ନେଇ ତତ୍ପର ହୋଇ ଉଠିଛି ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ଆକ୍ଟିବ ହୋଇଛି।ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍ ରହି ଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ…
ସେନା ଗାଡି ଉପରେ ଆତଙ୍କୀ ଆକ୍ରମଣରେ…
ନୂଆଦିଲ୍ଲୀ:ସେନା ଗାଡି ଉପରେ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତି। ଜାମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ହାତ ଥିବା ଜଣାପଡ଼ିଛି। ପାକ୍ ଆତଙ୍କୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏଭଳି କାଣ୍ଡ ଘଟାଇଥିବା…
ମୁମ୍ବାଇରେ ପ୍ରବଳ ବର୍ଷା
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବର୍ଷା ବିତ୍ପାତ। ବର୍ଷାରେ ବେହାଲ ହୋଇପଡିଛି ମୁମ୍ବାଇ। ପ୍ରବଳ ବର୍ଷାରେ ଜନ ଜୀବନ ପ୍ରଭାବିତ। ସବୁକିଛି ଠପ ହୋଇଯାଇଛି ବର୍ଷା ପ୍ରଭାବରେ। ଲଗାତାର ବର୍ଷା ହେତୁ ସହର ଉପକଣ୍ଠରେ ଟ୍ରେନ୍ ସେବା ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଥିବାରୁ ମହାନଗରରେ ସାଧାରଣ ଜୀବନ ପ୍ରଭାବିତ…
ବିବାଦରେ ହ୍ୟୁମାନ ସାଗର
ଭୁବନେଶ୍ୱର: ପୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ନୂଆ ବିବାଦ ଲାଗୁଛି ଯେମିତି ବିବାଦ ତାଙ୍କର ପିଛା ଛାଡ଼ୁନି। ଏଥର ବିବାଦ ପୁରା ସାଙ୍ଘାତିକ। ଓଡ଼ିଆ ଜଣାଣ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି ତାଙ୍କ ନାଁରେ। ଜଗନ୍ନାଥ ଭଜନକୁ ଅଶ୍ଲୀଳ ଭାବେ ଗାଇବା ନେଇ…
ଦବିଲା ଏନଏଚ ରାସ୍ତା, ଫସିଲା ଟ୍ରକ
ଭୁବନେଶ୍ୱର:ଦବିଲା ରାଜଧାନୀ ରାସ୍ତା। NH-16 ଫ୍ଲାଏଓଭର।ଆଇଗିଣିଆ ରାସ୍ତା ଦବିଯାଇଛି । ପ୍ରବଳ ବର୍ଷା ହେତୁ ରାସ୍ତା ଦବି ଯାଇଥିବା କୁହାଯାଉଛି। ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ଜଣାପଡିଛି।। NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଥିଲା।ଘଟଣା ଘଟିବା…
ଶରଧାବାଲିରେ ତିନି ରଥ
ପୁରୀ: ଶରଧାବାଲିରେ ପହଁଚିଲା ତିନି ରଥ। ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ଜନସମୁଦ୍ର ପାଲଟିଛି ଶରଧାବାଲି। ଜନ ଜୁଆରରେ ଭକ୍ତି ଭାବରେ ତଲ୍ଲିନ ହୋଇଛନ୍ତି ଭକ୍ତ ଶ୍ରଦ୍ଧାଳୁ। ଜନ୍ମସ୍ଥାନରେ ଏବେ ଭିନ୍ନ ଆବେଗିକ ପରିବେଶ ଦେଖିବାକୁ ମିଳିଛି । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି…
ଉଦୟଗିରି ଇତିହାସର ସାକ୍ଷୀ ହେଲେ…
ଭୁବନେଶ୍ୱର:ଉଦୟଗିରି କୀର୍ତ୍ତିରାଜିର ସାକ୍ଷୀ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡିଶା ସଂସ୍କୃତି ଓ କଳା ଇତିହାସର ସାକ୍ଷୀ ହୋଇଛନ୍ତି ରାଷ୍ଟ୍ରପତି।ଅତ୍ୟନ୍ତ ଆଗ୍ରହର ସହ ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ମୁଖ୍ୟତଃ ରାଣୀ ଗୁମ୍ଫା ପରିଭ୍ରମଣ କରିଥିଲେ ମହାମହିମ।…