Browsing Category
ରାଜ୍ୟ
ଆଜି ଖୋଲିବ ରତ୍ନ ଭଣ୍ଡାର, ଶୁଭ…
ପୁରୀ : ଆଜି ଖୋଲିବ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାର । ଶୁଭ ମୁହୂର୍ତ୍ତ ୧.୨୮ ମିନିଟରେ ରତ୍ନ ଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇଛି। ପ୍ରଥମେ ୧୧ଜଣିଆ ଟିମ ରତ୍ନଭଣ୍ଡାର ତଦରଖ କରିବା ପାଇଁ ଯିବେ। ତା ପରେ ପ୍ରକ୍ରିୟା ଆଗକୁ ବଢିବ। ଗତକାଲି ବିଳମ୍ବିତ ରାତିରେ ବିଳମ୍ବିତ ରାତିରେ ମୁଖ୍ୟ ପ୍ରଶାସକ…
ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା…
ଭୁବନେଶ୍ୱର:ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗକୁ ନେଇ ତେଜିଲାଣି ବିରୋଧ। ଏତଲା ପରେ କାହିଁକି ରାଜ୍ୟପାଳଙ୍କ ପୁଅଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ତାକୁ ନେଇ ପ୍ରତିବାଦର ସ୍ୱର ଶାଣିତ ହେଲାଣି। ବିଜେଡି କଂଗେସ ସମେତ ବିଭିନ୍ନ ସଂଗଠନ ଏହାକୁ ନେଇ ବିରୋଧ କଲେଣି।କଂଗ୍ରେସ…
ଆସିଥିଲେ ଏସପି ଅଫିସ.. ହୃଦଘାତରେ…
ବାଲେଶ୍ୱର:ହୃଦଘାତ ନେଇଗଲା ଜୀବନ। ସରକାରୀ କାମରେ ଏସପି ଅଫିସକୁ ଯାଇଥିଲେ।କିନ୍ତୁ ସେଠାରୁ ଆଉ ଫେରିଲନାହିଁ। ଏସପି ଅଫିସରେ ହୃଦଘାତ ହେଲା। ଚାଲିଗଲା ଜୀବନ। ଏମିତି ଏକ ମୃତ୍ୟୁର ଶିକାର ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଧିନସ୍ଥ କମର୍ଦ୍ଦା ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ରାଧାଗୋବିନ୍ଦ…
ରେଳ ବିକାଶରେ ଓଡିଶା ହେବ ମଜଭୁତ: ସୁରେଶ…
ଭୁବନେଶ୍ୱର:ରେଳ ବିକାଶରେ ଓଡିଶା ଆହୁରି ମଜଭୁତ ହେବ।ରେଳ ପ୍ରକଳ୍ପର ବାଧକ ସାଜିଥିବା ଜମି ଅଧିଗ୍ରହଣ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶାର ବିଜେଡି ସରକାରରେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଥିଲା। ଏହି ପ୍ରସଙ୍ଗରେ…
ଆସନ୍ତାକାଲିଠୁ ଛେଚିବ ବର୍ଷା
ଭୁବନେଶ୍ୱର:ଆସନ୍ତାକାଲିଠୁ ବଢିବ ବର୍ଷା। ସାରା ରାଜ୍ୟ ବର୍ଷା ଭିଜିବ।ରାଜ୍ଯରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ।ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ କିମ୍ୱା ୧୪ତାରିଖ ମଧ୍ଯରେ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଯାହାର…
ରଥ ଉପରେ ମୋବାଇଲ ମନା:ଅରବିନ୍ଦ ପାଢ଼ୀ
ପୁରୀ:ରଥ ଉପରେ ଅନଧିକାର ପ୍ରବେଶ ଉପରେ ଲାଗିବ କଟକଣା l ରଥ ଉପରେ ଚଢିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରେ ଫୋଟୋ ଓ ସେଲ୍ଫି ନେବା ଉପରେ ମଧ୍ୟ କଡା କଟକଣା ରହିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ଏ ନେଇ ସବୁ ନିଯୋଗ ସହ ଏନେଇ…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ…
ପୁରୀ :ଅରବିନ୍ଦ ପାଢ଼ୀ ହୋଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ।ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣକୁ ନେଇ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିଛନ୍ତି। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଛି ଦାୟିତ୍ୱ। ୧୯୯୬ମସିହା ବ୍ୟାଚର ଆଏଏସ ଅଫିସର ଅରବିନ୍ଦ…
୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର
ଭୁବନେଶ୍ଵର:ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରା ଯାଇଛି। ପ୍ରଥମରେ ସର୍ବନିମ୍ନ ମଜୁରୀ ବଢିବା ନେଇ ନିଷ୍ପତ୍ତି ଉପରେ ମୋହର ବାଜିଛି। ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀମାନଙ୍କର ଦୈନିକ ମଜୁରୀ ବଢିବ। ଅଣ କୁଶଳୀ ୩୫୨ ଟଙ୍କା ପାଉଥିଲେ…
ଆସୁଛି କି ମହାବିପତ୍ତି!.. ଭାଇରାଲ ହେଉଛି…
ବ୍ୟୁରୋ: ବଡ଼ ଅଘଟଣ ଆସୁଛି କି? ମାଳିକା ଲେଖା ଯାହା ରହିଛି ସେହି ଅନୁସାରେ ଘଟଣା ଘଟିବାକୁ ଯାଉଛି କି? ବଡଠାକୁର ବଳଭଦ୍ର ମୁହାମାଡି ତଳେ ପଡ଼ିଯିବ ଘଟଣା ପୁରା ଭକ୍ତ ସମାଜକୁ ଆନ୍ଦୋଳିତ କରିଛି। ଏବେ ସୋସିଆଲ ମିଡ଼ିଆରେ ଏକ ମାଳିକା ଲେଖା କୁହାଯାଉଛି ପଂକ୍ତି ଘୁରି ବୁଲୁଛି। ଯେଉଁଥିରେ ଲେଖା ଅଛି ଯେ…