Browsing Category
ରାଜ୍ୟ
ମୋହନ ସରକାରର ବିକଶିତ ଓଡିଶା ବଜେଟ
ଭୁବନେଶ୍ୱର: ବିକଶିତ ଓଡିଶା ପାଇଁ ବଜେଟ ଆଣିଲା ମୋହନ ସରକାର।୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୩-୨୪…
ଉପର ମୁଣ୍ଡରେ ପ୍ରବଳ ବର୍ଷା .. ଖୋଲିବ…
ସମ୍ବଲପୁର:ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା। ପ୍ରବଳ ବର୍ଷା ହେଉଛି ଉପରମୁଣ୍ଡରେ। ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ହୋଇଛି।ଆସନ୍ତା ଜୁଲାଇ ୨୮ ତାରିଖ ପୂର୍ବାହ୍ନ ୯ଟାରେ ହୀରାକୁଦ ଜଳଭଣ୍ଡାରର…
ସ୍ୱାମୀଙ୍କ ଅନୈତିକ ସମ୍ପର୍କରୁ ଜୀବନ…
ଭୁବନେଶ୍ୱର: ଜୀବନ ହାରିଲେ ସାମ୍ବାଦିକା ମଧୁମିତା ପରିଡା।ସ୍ବାମୀଙ୍କର ପରକୀୟା ପ୍ରୀତି କଥା ସହି ନପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ମଧୁମିତା। ଆତ୍ମହତ୍ୟା ପୂର୍ବରୁ ଲାଇଭ ଭିଡିଓ କରିସବୁ କଥା ବଖାଣିଛନ୍ତି। ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ…
ରେଳ ବଜେଟରେ ଓଡିଶାକୁ ପୁଳାପୁଳା ଟଙ୍କା
ଭୁବନେଶ୍ୱର:ରେଳ ବଜେଟରେ ଓଡିଶାକୁ ମିଳିଛି ପୁଳା ପୁଳା ଟଙ୍କା।ଏଥିରେ ଓଡିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଯାହା ଗତ ବାର୍ଷିକ ଅନୁଦାନଠାରୁ ପ୍ରାୟ ୫୦୦ରୁ କୋଟି ଅଧିକ।ପ୍ରେସମିଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେବା ସହ ଏହା ଏକ ରେକର୍ଡସଂଖ୍ୟକ ଅନୁଦାନ…
ବଜେଟରେ ଓଡିଶାକୁ କିଛି ମିଳିନି: ନବୀନ…
ଭୁବନେଶ୍ୱର:କେନ୍ଦ୍ରୀୟ ବଜେଟରେ ନିରାଶ ହୋଇଛି ଓଡିଶା। ଯାହା ନିର୍ବାଚନୀ ପ୍ରତିଶ୍ରୁତି ଥିଲା ତାହା ପୂରଣ ହୋଇନି। ଏଥର ବଜେଟ ଓଡିଶା ପାଇଁ କିଛି ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି ଓଡିଶାକୁ ସବୁବେଳେ ଉପେକ୍ଷା କରାଯାଉଥିଲା ଏବଂ ଚଳିତ ବଜେଟରେ ମଧ୍ୟ ଓଡିଶା ପାଇଁ କିଛି…
ହାତ ମାରି ହେଉନି.. ଦର ଆକାଶ ଛୁଆଁ
ବ୍ୟୁରୋ: ପରିବା ଦର ଆକାଶ ଛୁଆଁ। ହାତ ମାରି ହେଉନି। ୫୦୦ଟଙ୍କାରେ ବ୍ୟାଗ ଭର୍ତ୍ତୀ ହେଉନି। ଯାହା ପୂର୍ବରୁ କେଜିଏ ନେଉଥିଲେ ଏବେ ଅଢେଇଶରେ କାମ ଚଳାଉଛନ୍ତି ଲୋକେ। ରାଜ୍ୟରେ ପରିବା ଦରକୁ ନେଇ କିଛି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରାବଣ ପ୍ରଥମ ସପ୍ତାହରୁ କଞ୍ଚା ପରିବା ଦର ଉପରମୁହାଁ lଯେଉଁଠି…
ଯାହା ଦାବି ଥିଲା.. ଓଡିଶା ପାଇଛି:…
ଭୁବନେଶ୍ୱର:ଯାହା ଆମେ ଦାବି ରଖିଥିଲୁ ସବୁ ପୂରଣ ହୋଇଛି। କେନ୍ଦ୍ର ବଜେଟରେ ଓଡିଶାକୁ ବହୁତ କିଛି ମିଳିଛି ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଏହା ଓଡ଼ିଶାର ପର୍ଯ୍ୟଟନ ମହିଳା, ଗରିବ, ଯୁବ, କୃଷକଙ୍କ ପାଇଁ ବଜେଟ। ଶକ୍ତି କ୍ଷେତ୍ର ପାଇଁ ଵି ବ୍ୟବସ୍ଥା ଅଛି। ଏ ବଜେଟ…
ଭବାନୀ ଭୋଇ ଉପବାଚସ୍ପତି ପ୍ରାର୍ଥୀ
ଭୁବନେଶ୍ୱର:ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ହୋଇଛନ୍ତି ଉପବାଚସ୍ପତି ପ୍ରାର୍ଥୀ। ତାଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି। ନାଁ ଘୋଷଣା ହେଉ ହେଉ ଭବାନୀ ଭୋଇ ବିଧାନସଭା ସଚିବଙ୍କ ପାଖରେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ
କଟକ:ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି। ଓଡିଶା ପାଇଁ ଖେଳିଆସୁଥିବା ଶୁଭ୍ରାଂଶୁ ଏବେ ଓଡିଶା କ୍ରିକେଟକୁ ବାଏ ବାଏ କରିଛନ୍ତି।
ମଧ୍ୟ ପ୍ରଦେଶ ପାଇଁ ଖେଳିବା ନେଇ ଓଡିଶା କ୍ରିକେଟ ଛାଡିଛନ୍ତି ଶୁଭ୍ରାଂଶୁ। ଏ ନେଇ ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିପାଇଁ OCAରେ NOC ପାଇଁ…
ଆହୁରି ୫ ଦିନ ଭିଜିବ ଓଡିଶା
ଭୁବନେଶ୍ୱର : ଆହୁରି ପାଞ୍ଚ ଦିନ ପର୍ଯ୍ୟନ୍ତ ଓଡିଶା ଭିଜିବ। ସାମଗ୍ରିକ ଭାବେ ଭଲ ବର୍ଷା ପାଇବ ରାଜ୍ୟ। ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଖାସକରି ମଧ୍ୟମ ଧରଣ ବର୍ଷା ସହ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ…