thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ…

ଭୁବନେଶ୍ୱର: ବରିଷ୍ଠ ନେତା, ସୁନ୍ଦରଗଡ ଲୋକସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଶ୍ରୀମତୀ ଝିଙ୍ଗିଆ ଓରାମଙ୍କ ୫୮ବର୍ଷରେ ପରଲୋକ ଘଟିଛି । ସ୍ୱର୍ଗତଃ ଝିଙ୍ଗିଆ ଜଣେ ଧର୍ମପରାୟଣ, ପରପୋକାରୀ ଓ ସମାଜସେବୀଭାବେ ଅଂଚଳରେ ପରିଚିତ ଥିଲେ । ଶ୍ରୀ ଜୁଏଲଙ୍କ…

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ…

ଭୁବନେଶ୍ୱର:କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଛି। ଡେଙ୍ଗୁରେ ଝିଙ୍ଗିଆ ଓରାମଙ୍କ ବିୟୋଗ ଘଟିଛି। ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ…

ନବୀନ ନିବାସରେ ‘ଦମନ’ ଟିମ୍

ଭୁବନେଶ୍ୱର :ନବୀନ ନିବାସରେ ଦମନ ଟିମ। ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ନବୀନ ନିବାସରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ । ଦମନ ଶ୍ରେଷ୍ଠ…

ଭିଜିଲାନ୍ସ ଜାଲରେ ସିଟି ଜିଏସଟି…

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ସିଟି ଜିଏସଟି ଆସିଷ୍ଟାଣ୍ଡ କମିଶନର। ଲାଞ୍ଚ ନେବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଡ କମିଶନର ବିନୟ ଭୂଷଣ ତ୍ରିପାଠୀ ଏବେ ଭିଜିଲାନ୍ସ ଜାଲରେ। ଏକ ସ୍କ୍ରପ ଗାଡିକୁ ଅଟକାଇ ୩ ଲକ୍ଷ ୨୦ ହଜାର ଟଙ୍କାର ଟିକସ ଜମା ଦେବାକୁ କହିଥିଲେ। ପରେ ପରେ ୨…

‘ଦମନ’ଶ୍ରେଷ୍ଠ ଓଡ଼ିଆ…

ନୂଆଦିଲ୍ଲୀ:ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଦମନ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି। ନୂଆଦିଲ୍ଲୀରେ ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ…

କଂଗ୍ରେସକୁ ବାଏ ବାଏ କଲେ ବିଜୟ,…

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ।ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୨୦୨୪ ନିର୍ବାଚନରେ ପାରଳାଖେମୁଣ୍ଡିରେ କଂଗ୍ରେସ ଟିକେଟରୁ ପ୍ରତିଦ୍ଵନ୍ଦ୍ଵିତା କରିଥିବା ବିଜୟ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି ନିକଟକୁ ମେଲ୍‌ ଯୋଗେ ନିଜ ଇସ୍ତଫା ପତ୍ର…

ଓଡିଶା ପାଇଲା ନୂଆ ଡିଜିପି, ରାଜ୍ୟ ପୋଲିସ…

ବ୍ୟୁରୋ:୧୯୯୦ ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୁୂଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି)। ରାଜ୍ୟ ପୋଲିସର ମୁଖିଆ ହୋଇଛନ୍ତି ଓଡିଶା କ୍ୟାଡର ଆଇପିଏସ ଅଫିସର ୱା ବି ଖୁରାନିଆ।୧୯୯୦ ବ୍ୟାଚର ଆଇପିଏସ୍ ହେଉଛନ୍ତି ଖୁରାନିଆ । ସେ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ…

ପ୍ରଶିକ୍ଷଣ ଶିବିରରେ ସାମିଲ ହେବନି…

ଭୁବନେଶ୍ୱର:ପ୍ରଶିକ୍ଷଣ ଶିବିରରେ ସାମିଲ ହେବନି ବିଜେଡି।ଓଡିଶା ବିଧାନସଭା ସଦସ୍ୟଙ୍କୁ ନେଇ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ସାମିଲ ହେବେନି ବିଜେଡି ସଦସ୍ୟ। ଏ ନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର…

ସୃଷ୍ଟି ହେଲା ଲଘୁଚାପ, ପ୍ରଭାବରେ ପ୍ରବଳ…

ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି, 16 ଅଗଷ୍ଟ ସକାଳ 5 ଟା 30 ସମୟ ର ପର୍ଯ୍ୟବେକ୍ଷଣ ଅନୁଯାୟୀ *ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା,ଋତୁସ୍ରାବ…

ଭୁବନେଶ୍ୱର: ଆଜି ସ୍ୱାଧିନତା ଦିବସ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କରିଛନ୍ତି ବଡ ଘୋଷଣା । ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଦିନେ ଛୁଟି । ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ଏହି ନିୟମ…