thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସରକାରୀ ସ୍ତରରେ ପାଳନ ହେବ ଶହୀଦ ବାଜି…

ଭୁବନେଶ୍ୱର: ଏଣିକି ସରକାରୀ ସ୍ତରରେ ପାଳନ ହେବ ଶହୀଦ ବାଜି ରାଉତ ଜୟନ୍ତୀ। ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ…

ଆରଆଇ ଅମିନ ପରୀକ୍ଷା ବିଭ୍ରାଟ: ରିପୋର୍ଟ…

ଭୁବନେଶ୍ୱର: ଆରଆଇ ଅମିନ ପରୀକ୍ଷାରେ ଅନିୟମିତତା ନେଇ ରିପୋର୍ଟ ମାଗିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ମାଗିଛନ୍ତି ରିପୋର୍ଟ। ଅନିୟମିତତା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କିଛି ପ୍ରତିକ୍ରିୟା…

ଆରଆଇ ଅମିନ ପରୀକ୍ଷା ବାତିଲ କରିବାକୁ…

ଭୁବନେଶ୍ୱର: ରାଜ୍ୟରେ OSSSC ପକ୍ଷରୁ RI,ARI,AMIN ଆଦି ଚୟନ ନିମନ୍ତେ ଚାଲିଥିବା ନିଯୁକ୍ତି ପରୀକ୍ଷା ତୁରନ୍ତ ବାତିଲ କରି ଅଫଲାଇନ୍ ମାଧ୍ୟମରେ ସ୍ବଚ୍ଛତାର ସହ ପୁନଃ ପରୀକ୍ଷା କରିବାକୁ ଦାବି କରିଛି ଷ୍ଟୁଡେଣ୍ଟ ଏଗେନେଷ୍ଟ କରପସନ୍। ଆସନ୍ତା ୬ ତାରିଖ ସନ୍ଧ୍ୟା ସୁଦ୍ଧା ଯଦି ରାଜ୍ୟ ସରକାର ଏହି ଦାବି…

ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଜରୁରୀ:…

ଭୁବନେଶ୍ୱର: ଓଡିଶାରେ ଶିଳ୍ପା୍ୟାନ ଦ୍ରୁତଗତିରେ ଆଗେଇବା ନିହାତି ଜରୁରୀ। ବର୍ତ୍ତମାନ ସମୟରେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଜରୁରୀ ହୋଇପଡିଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ କାଳରେ ନିବେଶକାରୀଙ୍କ ସହ ଆଲୋଚନା କରିଛନ୍ତି। ଖାଲି ସେତିକି ନୁହେ ବଡ ବଡ ଶିଳ୍ପପତିଙ୍କୁ ଓଡ଼ିଶାରେ ଶିଳ୍ପ…

ନୂଆରୂପ ପାଇବ ଭୁବନେଶ୍ବର ବିମାନ ବନ୍ଦର

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ମନ୍ଦିରର ରୂପରେଖ ବଦଳିବାକୁ ଯାଉଛି। ଖୁବଶୀଘ୍ର ରନୱେ କ୍ୟାଟଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଏବେ ଦେଶର ୨୦ ଟି ସହର ସହ ବିଦେଶ ର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ…

ଦିଲ୍ଲୀରେ ଆମ୍ବସାଡର୍ ମିଟ ପରେ ଏହି କଥା…

ଭୁବନେଶ୍ୱର: ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆମ୍ବାସଡ଼ର ମିଟ ପରେ ଗଣମାଧ୍ୟମକୁ ଏଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି…

ଦଶହରାରେ ଶୁଖିଲା ରହିବ ପାଗ: ଓଡ଼ିଶା…

ଭୁବନେଶ୍ୱର: ଏଥର ପୂଜା ମାହୋଲ ଭଲ ରହିବ। ଦଶହରା ପାଗ ଶୁଖିଲା ରହିବ। ଯଦିଓ ଲଘୁଚାପ ଦାନା ବାନ୍ଧୁଛି କିନ୍ତୁ ଓଡିଶା ଉପରେ ଏହାର ପ୍ରଭାବ ପଡ଼ିବନି। କାଁ ଭାଁ ସ୍ଥାନରେ ହାଲକା ବର୍ଷା ହୋଇପାରେ। ମୋଟାମୋଟି କହିବାକୁ ଗଲେ ଏଥର ଦଶହରାରେ ପାଗ ଶୁଖିଲା ରହିବ। ପୂର୍ବରୁ ଅନୁମାନ ହେଉଥିଲା ଯେ ପୂଜାରେ ବର୍ଷା…

ଗୋଷ୍ଠୀ କନ୍ଦଳରୁ ଧ୍ୟାନ ହଟାଇବା ପାଇଁ…

ଭୁବନେଶ୍ୱର: ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଳିବିଳି ହେଉଛନ୍ତି ବିଜେଡି ନେତା। ରାରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ସୌଜନ୍ୟତା ବା ବ୍ୟକ୍ତିଗତ ସମିଚୀନ ହୋଇପାରେ। ବିଜେଡି ନେତାମାନେ ସୌଜନ୍ୟତା ଏବଂ ସାମାଜିକ ଜୀବନକୁ ବୁଝନ୍ତି ନାହିଁ।  ନବୀନବାବୁଙ୍କୁ ଗୃହବନ୍ଦୀ କରି ଅଣଓଡିଆ…

ରାଜ୍ୟରେ ଅଛନ୍ତି ୬୯୬ କଲରାପତରିଆ ବାଘ:…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୭ ବନଖଣ୍ଡରେ ଲାଗିଥିଲା କ୍ୟାମେରା। କ୍ୟାମେରା କଏଦ ହୋଇଥିବା ଫୋଟକୁ ବିଭିନ୍ନ ଦିଗରୁ ତର୍ଜମା କରାଯାଇ ୬୯୬ କଲରାପତରିଆ ବାଘ ଥିବା ଗଣନାରୁ ଜଣାପଡ଼ିଛି। ମୟୂରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ଥିବା ବନଖଣ୍ଡରେ ପାଖାପାଖି ୨୦୦ କଲରାପତରିଆ ବାଘ ଅଛନ୍ତି। କ୍ୟାମେରା…

ଏଥର ଭିଜିବ ପୂଜା ବଜାର!

ଭୁବନେଶ୍ବର: ପ୍ରବଳ ବର୍ଷିବ । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତାକାଲି ଆଡକୁ ଲଘୁଚାପ…