Browsing Category
ରାଜ୍ୟ
ତାତିରେ ସିଝୁଛି ଓଡ଼ିଶା, ୨୪ ପର୍ଯ୍ୟନ୍ତ…
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଜଳୁଛି ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ। ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ସକାଳୁ ଆରମ୍ଭ ହୋଇଯାଉଛି ଭୀଷଣ ଗୁଳୁଗୁଳି। ଆଉ ଦିନ ୧୦ଟା ହେବା ବେଳକୁ ଆକାଶରୁ ଯେପରି ନିଆଁ ବର୍ଷୁଛି। ପାଣିପାଗ ବିଭାଗର ଆକଳନ ୨୪ ତାରିଖ ପର୍ୟ୍ୟନ୍ତ…
ଖୋର୍ଦ୍ଧାରେ ୨୩ ତାରିଖ ଯାଏଁ ସ୍କୁଲ ଛୁଟି
ଭୁବନେଶ୍ୱର: ସାରା ରାଜ୍ୟରେ ଅଗ୍ନିବର୍ଷୀ ତାତି ଅନୁଭୂତ ହେଉଛି। ପୂର୍ବାହ୍ଣ ୯ଟା ବାଜିଲେ ପଦାକୁ ବାହାରି ହେଉନି। ପ୍ରବଳ ଖରାରେ ତାତି ଉଠୁଛି ପଶ୍ଚିମାଞ୍ଚଳ। ମଝିରେ ମଝିରେ ମାରୁଛି ଝାଞ୍ଜିପବନ। ଯାହାକୁ ନେଇ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଏହାରି ମଧ୍ୟରେ ପ୍ରବଳ ଖରାକୁ ଆଖି ଆଗରେ ରଖି…
ଜଳୁଛି ଓଡିଶା, 40 ଡିଗ୍ରୀ ଉପରେ 15 ସହର
ଭୁବନେଶ୍ୱର:ଜଳୁଛି ଓଡ଼ିଶା। ପଶ୍ଚିମରୁ ଉପକୂଳ ଯାଏଁ ତାତି ଅସମ୍ଭାଳ। ଆଗକୁ ଆକାଶରୁ ଖସିବ ନିଆଁ ପିଣ୍ଡୁଳା। କଲବଲ କରିବ ଖରା ଓ ଗୁଳୁଗୁଳି। ଦିନ କି ରାତି ତ୍ରାହି ମିଳିବନି। ପ୍ରଚଣ୍ଡ ଗ୍ରୀଷ୍ମଲହରୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।…
ହିଟୱେଭ ପାଇଁ ଏସଓପି ଜାରି
ଭୁବନେଶ୍ୱର:ହିଟ ୱେଭକୁ ସାମ୍ନା କରିବା ପାଇଁ ନୂଆ SOP ପ୍ରସ୍ତୁତ କରିଛି ରାଜସ୍ବ ବିଭାଗ । ଏନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରସିଂରେ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ଆବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟ ୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ ସରକାର । ଜିଲ୍ଲାପାଳଙ୍କୁ ଏଥିପାଇଁ…
ପୂର୍ବରେ କାଳବୈଶାଖୀ ବର୍ଷା, ପଶ୍ଚିମରେ…
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ପୂର୍ବ ଜିଲ୍ଲାଗୁଡ଼ିକରେ ରଜ ପାଗ ଦେଇଥିବାବେଳେ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ଖରା ଛାଇର ଲୁଚକାଳି ଖେଳୁଛି । ସକାଳୁ ପୂରା ପାଗ ଛାଇ ଛାଇ ରହୁଥିବାବେଳେ ପୂର୍ବାହ୍ନ ୧୧ଟାରୁ ଟାଣ ଖରା ହେଉଛି । ସେପଟେ ପଶ୍ଚିମରେ ପ୍ରବଳ ତାତି ଅନୁଭୂତ ହେଉଛି । ପ୍ରଖର ଖରାରେ…
ପ୍ରବଳ ଖରା ପାଇଁ କାଲିଠୁ ସ୍କୁଲ ଛୁଟି
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିରରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ସ୍କୁଲ ଓ କଲେଜ ସହ…
ଆଜି ଝଡ଼ ବର୍ଷା, ୧୩ ଜିଲ୍ଲାକୁ ଆଲର୍ଟ:…
ଭୁବନେଶ୍ୱର: ତତଲା ତାୱାରେ ସିଜୁଛି ଓଡ଼ିଶା। ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଓଡ଼ଶାବାସୀ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ତାତିର କହର ଦେଖିବାକୁ ମିଳିଛି। ୟାରି ଭିତରେ ଆଜି ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିପାରେ । ଅପରାହ୍ନରେ କାଳବୈଶାଖୀ ତାତିରୁ ସାମାନ୍ୟ ଆଶ୍ବସ୍ତି…
ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦୀ ସମ୍ରାଟ…
ଭୁବନେଶ୍ୱର:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହେଉଛି। ସାରା ଓଡ଼ିଶା ଆଜି ବିଜୁ ବାବୁଙ୍କୁ ମନେ ପକାଉଛି। ଆଜି ଓଡ଼ଶା ରାଜନୀତିରେ ଐତିହାସିକ ଦିନ ହେବାକୁ ଯାଉଛି। ବିଜୁ ବାବୁଙ୍କ ତିରୋଧାନ ଦିବସରେ ଦେଖିବାକୁ ମିଳିବ ବିଜୁ ଲିଗାଶୀ ବା ବିଜୁ ପ୍ରେମୀଙ୍କ ଶକ୍ତି…
୪୮ ଘଣ୍ଟାରେ ବିଧାନସଭା ଡାକ:…
ଭୁବନେଶ୍ୱରେ: ୪୮ ଘଣ୍ଟାରେ ବିଧାନସଭା ଡାକ।ଡିଲିମିଟେସନ ପ୍ରସଙ୍ଗ ଉଠାଇ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ CMଙ୍କୁ ନବୀନଙ୍କ ଚିଠି। ୪୮ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ…
ଓଡିଶାରେ ଜନ୍ମନେଲା ନୂଆ ରାଜନୈତିକ ଦଳ:…
ଭୁବନେଶ୍ୱର: ଓଡିଶା ନୂଆ ରାଜନୈତିକ ଦଳ ଉଭା ହୋଇଛି।ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଗଢାହେଲା ଓଡିଶା ଜନତା କଂଗ୍ରେସ। ଓଡିଆ ନବବର୍ଷରେ ମୋକିମ ନୂଆ ଦଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନାଁ ନ ନେଇ ବିଜେଡି-ବିଜେପିକୁ ଧୋଇଛନ୍ତି ଦଳର ପ୍ରତିଷ୍ଠାତା ମୋକିମ୍ ।ଓଡିଶା ଏକ ଯୁବ…