thelifelinemedia
Latest Odisha News, Breaking News Today

ବଙ୍ଗୋପସାଗରର ଲଘୁଚାପ :ଇସିଏମଡବ୍ଲ୍ୟୁଏଫ ମଡେଲ ଅନୁଯାୟୀ ୧୦ରେ ଲଘୁଚାପ ସୃଷ୍ଟି ହେବ

ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ୧୧ରେ ଟ୍ରପ ଲାଇନ ଦୁର୍ବଳ ହେଲେ ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟ ହେବ

ଭୁବନେଶ୍ୱର:ବଙ୍ଗୋପସାଗରରେ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଇସିଏମଡବ୍ଲ୍ୟୁଏଫ ମଡେଲ ଅନୁଯାୟୀ ୧୦ରେ ଲଘୁଚାପ ସୃଷ୍ଟି ହେବ। ଶ୍ରୀଲଙ୍କା, ତାମିଲନାଡୁ ଉପକୂଳରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ବିଭିନ୍ନ ମଡେଲ ଆକଳନ ନେଇ ମିଳିଲା ସଙ୍କେତ। ହେଲେ କେତେ ତୀବ୍ର ହେବ ଓ କେଉଁ ଆଡକୁ ଗତି କରିବ ତାହା ଏବେ ଅସ୍ପଷ୍ଟ ରହିଛି। ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରପଲାଇନ୍ ରହିଛି। ଏହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ୧୧ରେ ଟ୍ରପ ଲାଇନ ଦୁର୍ବଳ ହେଲେ ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟ ହେବ।

ତେବେ ଯାହା ପ୍ରାଥମିକ ଆକଳନ କରାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଇସିଏମଡବ୍ଲ୍ୟୁଏଫ ମଡେଲ ଅନୁଯାୟୀ ୧୦ରେ ଲଘୁଚାପ ସୃଷ୍ଟି ହେବ।ବିଭିନ୍ନ ମଡେଲ ଆକଳନ ପରେ କିଛି ଏଭଳି ସଙ୍କେତ ଦେଇଛନ୍ତି।

Leave A Reply

Your email address will not be published.