thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ମହାପ୍ରଭୁଙ୍କୁ ଦର୍ଶନକରି ଭାବ ବିହ୍ଵଳ…

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ଵଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରିବାର ସହିତ ଶ୍ରୀ ମନ୍ଦିର ଆସି କଳା ଠାକୁରଙ୍କ ଦର୍ଶନ କରିଛନ୍ତି ମହା ମହିମ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ରାଷ୍ଟ୍ରପତିଙ୍କ ସହିତ ଥିଲେ।ଏଥିପାଇଁ ଶ୍ରୀମନ୍ଦିରରେ ଦର୍ଶନ…

ବିଧାୟକଙ୍କ ଦରମା ଓ ପେନସନ ବଢାଇବାକୁ…

ଭୁବନେଶ୍ୱର:ବିଧାୟକଙ୍କ ଦରମା ଓ ପେନସନ ବଢାଇବାକୁ ଗୃହରେ ଉଦବେଗ। ଦଳମତ ନିର୍ବିଶେଷରେ ବିଧାୟକଙ୍କ ଉଦବେଗ।ବିଧାୟକଙ୍କ ଦରମା ଅଢେଇ ଲକ୍ଷ ହେଉ। ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର ହେଉ। ଶୂନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ସହ MLA ପାଣ୍ଠି ବୃଦ୍ଧି ପାଇଁ ଦାବି ଉଠିଛି। ଉଭୟ…

ଭାରସାମ୍ୟ ହରାଇ ଓଭରବ୍ରିଜରେ ଝୁଲି ରହିଲା…

ବାଲେଶ୍ବର:ବାଲେଶ୍ୱର ଓଭରବ୍ରିଜରେ ଓଲଟି ପଡ଼ିଲା ବସ। ଭରସାମ୍ୟ ହରାଇ ବ୍ରିଜରେ ଝୁଲି ରହିଲା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଇ ଘଟଣା। ବସରେ କେହି ଯାତ୍ରୀ ନଥିଲେ, କେବଳ ହେଲ୍ପର ଓ ଡ୍ରାଇଭର ଥିଲେ। ବସ ଡ଼୍ରାଇଭର ଆହାତ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।…

ବଡମ୍ବାରେ ଛିଣ୍ଡୁଛି ବିଜେଡି, ବଢୁଛି…

ଭୁବନେଶ୍ୱର: ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡ଼ିିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ଆଜି ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି…

ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଗଠନ…

ଭୁବନେଶ୍ୱର:ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଗଠନ କଲେ ଟାସ୍କ ଫୋର୍ସ। ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସରକାର କହିଛନ୍ତି।ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ…

ପୋଲାଭରମ ପ୍ରସଙ୍ଗରେ ଦିଲ୍ଲୀ ଯିବ…

ଭୁବନେଶ୍ୱର: ପୋଲାଭରମ ପ୍ରସଙ୍ଗରେ ଦିଲ୍ଲୀ ଯିବ ବିଜେଡି। ପ୍ରକଳ୍ପ ବାବଦରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ। ୫ ତାରିଖ ଯାଏ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର…

ରାଜ୍ୟରେ ଆଳୁ ଷ୍ଟକ ଅଛି: ଲୋକଙ୍କୁ…

କଟକ : ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ରହିଛି। କୌଣସି ଅଭାବ ନାହିଁ, ଆବଶ୍ୟକତା ଠାରୁ ଅଧିକ ଆଳୁ ଅଛି। ତେଣୁ କୌଣସି ବ୍ୟସ୍ତ ହେବା ଦରକାର ନାହିଁ ବୋଲି ଲୋକଙ୍କୁ କହିଛି ଯୋଗାଣ ବିଭାଗ।ପ୍ୟାନିକ୍ ବା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ଆଳୁ ଷ୍ଟକ୍"। ଖାଉଟିଙ୍କ…

ଯାତ୍ରା ପେଣ୍ଡାଲରେ ଅଶ୍ଲିଳତା ପ୍ରସଙ୍ଗ :…

ଭୁବନେଶ୍ୱର:ବିଧାନସଭାରେ ଉଠିଲା ଯାତ୍ରା ପେଣ୍ଡାଲରେ ଅଶ୍ଲିଳତା ପ୍ରସଙ୍ଗ। ଦିନକୁ ଦିନ ଯାତ୍ରା ମଞ୍ଚରେ ଅଶ୍ଲିଳତା ବଢ଼ି ଚାଲିଛି।  ଅଶ୍ଲିଳତା ସୀମା ପାର ହୋଇଛି। ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଵାବୁ ସିଂ।…

ଓଡିଶାରେ ପହଁଚିଲା ଉତ୍ତର ପ୍ରଦେଶ ଆଳୁ:…

ଭୁବନେଶ୍ୱର:ଓଡିଶା ବଜାରରେ ପହଁଚିଲା ଉତ୍ତର ପ୍ରଦେଶ ଆଳୁ। ଦର ବଢୁଥିବା ସମୟରେ ଉତ୍ତର ପ୍ରଦେଶରୁ ଓଡିଶାକୁ ଆଳୁ ଆସିଛି।ବହୁ କସରତ ପରେ ଶେଷରେ ଓଡିଶାରେ ପହଞ୍ଚିଲା ୟୁପି ଆଳୁ । ଆଳୁ ସଙ୍କଟ ଭୟଙ୍କର ରୂପ ନେଉ ଥିବା ବେଳେ ଉତ୍ତର ପ୍ରଦେଶରୁ ଆଳୁ ଆସିବା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି।ତେବେ ଆଳୁ…

ବାରଙ୍ଗ ପାରିବାରିକ କଳହ ଘଟଣା:…

କଟକ:କଟକ ବାରଙ୍ଗ ଗୋଡ଼ି ସାହି ବାରସୀଙ୍ଗା ଗ୍ରାମରେ ପାରିବାରିକ କଳହ ଘଟଣା।ମୃତ ବୋହୂ ସସ୍ମିତା ରାଉତଙ୍କର ଏସ ସି ବି ରେ କରାଗଲା ଶବ ବ୍ୟବଚ୍ଛେଦ। ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କଲା ପୋଲିସ। ଚିକିତ୍ସାଧୀନ ପୁଅ ଦିନବନ୍ଧୁଙ୍କର ମୃତ୍ୟୁ କାଳୀନ ଜମାନବନ୍ଦୀ ରେକର୍ଡ କରାଗଲା। ଏସ…