Browsing Category
ରାଜ୍ୟ
ଆଉ ଜଣେ ସେକ୍ସ ଦଲାଲ ଗିରଫ: କଟକରୁ…
କଟକ:କଟକରୁ ବଙ୍ଗଳାଦେଶ ନାବାଳିକା ଉଦ୍ଧାର ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା। ଏଥିରେ ଆଉ ଜଣେ ସେକ୍ସ ଦଲାଲ ଗିରଫ ହୋଇଛି। ପୋଲିସର ଛାନଭିନ ଭିତରେ ଦେହ ବ୍ୟବସାୟରେ ଲିଙ୍କ ଥିବା ଅଭିଯୋଗରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି।ଏ ଘଟଣାରେ ଗିରଫଦାରୀ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଚତୁର୍ଥ ଅଭିଯୁକ୍ତ…
ଆସିଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ:…
ଭୁବନେଶ୍ୱର: ଆଜି ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ପାରିତ ହୋଇଛି। ରାଜ୍ୟ ସରକାର ପରୀକ୍ଷାରେ ଅନିୟମିତତାକୁ ନେଇ କଠୋର ମନୋଭାବ ପୋଷଣ କରିଛନ୍ତି। ପରୀକ୍ଷାର ଆଉ ଅନିୟମିତତା କ୍ଷମଣୀୟ ନୁହେଁ। ଏଣିକି ତାହା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା…
ପୋଲାଭରମ ପ୍ରସଙ୍ଗରେ ତେଜୁଛି ରାଜନୀତି:…
ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି। ବବିରୋଧୀ ବିଜେଡି ଏହାକୁ ନେଇ ଦିଲ୍ଲୀରେ ସ୍ୱର ଶାଣିତ କରିଥିବା ବେଳେ ବିଜେପି ଏହାକୁ ବିରୋଧୀଙ୍କ ରାଜନୀତିଚାଲ ବୋଲି କହିଛି। ବିଜେଡିର ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ ପୋଲାଭରମ ପ୍ରସଙ୍ଗରେ ଦାବି ଜଣେଇଛନ୍ତି । ପୋଲାଭରମ…
ସିପାହୀ କନେଷ୍ଟବଳ ନିଯୁକ୍ତି ପାଇଁ…
କଟକ: ସିପାହୀ କନେଷ୍ଟବଳ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ହେବ। ଏମିତି ନିର୍ଦ୍ଧେଶ ଦେଲେ ଓଡିଶା ହାଇକୋର୍ଟ। ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି…
ପୁଅ ବୋହୁକୁ ଜାଳିଦେବା ଘଟଣା : ବୋହୁ ପରେ…
କଟକ:ବାରଙ୍ଗରେ ଘଟିଥିବା ଅମାନୁଷିକ କାଣ୍ଡ ପୁଅ ବୋହୁକୁ ଜାଳିଦେବା ଘଟଣାରେ ପୁଅ ଦୀନବନ୍ଧୁର ଜୀବନ ଚାଲିଗଲା।ବାରଙ୍ଗ ବାପା -ପୁଅ ଓ ବୋହୁଙ୍କୁ ନିଆଁ ଲଗେଇ ପୋଡି ମାରିବା ଘଟଣାରେ ପ୍ରଥମେ ବୋହୁର ଜୀବନ ଚାଲି ଯାଇଥିଲା। ଏଵେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁର ମୃତ୍ୟୁ ହୋଇଛି।କଟକ ଏସସିବି…
ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣି
ଭୁବନେଶ୍ୱର:ଓଡିଶାରେ ସୁନା ଖଣି।ରାଜ୍ୟର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ।ଏ ନେଇ ବିଧାନସଭାରେ କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଜେନା।ଦେବଗଡ଼ ଜିଲ୍ଲାର ଆଡ଼ାସ- ରାମପଲ୍ଲୀ ଅଂଚଳରେ ସୁନା ଖଣି ସନ୍ଧାନ ମିଳିଛି। ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର…
ଡିସେମ୍ବର ୨୫ରେ ଖାତାକୁ ଯିବ ସୁଭଦ୍ରା…
ଭୁବନେଶ୍ୱର: ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା। ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ହିତାଧିକାରୀଙ୍କୁ। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ପ୍ରକ୍ରିୟା। ସୂଚନା ଓ ଲୋକସଂପର୍କ ବିଭାଗ ଏ ନେଇ ସୂଚନା ଦେଇଛି। ସେହିପରି କେତେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେ ତଥ୍ୟ…
ଦୁନିଆ ଦେଖିଲା ଭାରତୀୟ ନୌ ସେନାର…
ପୁରୀ: ବିଶ୍ୱ ଦେଖିଲା ଭାରତୀୟ ନୌ ସେନାର ପରାକାଷ୍ଠା ଓ ପରାକ୍ରମ। ଜଳପଥରେ ରଣ କୌଶଳ ଦେଖାଉଛନ୍ତି ନୌ ବୀର। ଓଡିଶାରେ ପ୍ରଥମ ଥର ନୌ ସେନା ଦିବସ ପାଳିତ ହୋଇଛି। ନୌ ସେନା ଦିବସରେ ଯୁଦ୍ଧ ଭ୍ରମ ସୃଷ୍ଟି ହୋଇଥିଲା ପୁରୀ ବେଳାଭୂମି। ୧୫ ଯୁଦ୍ଧ ଜାହାଜ, ୩୭ ଏୟାର କ୍ରାଫ୍ଟ, ୧ ବୁଡ଼ା ଜାହାଜ ଦେଖାଇଥିଲେ ରଣ…
ଆରଆଇ, ଅମିନ ପରୀକ୍ଷା ବାତିଲ ଦାବିରେ…
ଭୁବନେଶ୍ୱର:ଆରଆଇ, ଅମିନ ପରୀକ୍ଷା ବାତିଲ ଦାବିରେ ସ୍ୱର ଶାଣିତ କରିଛି ଜାତୀୟ କଂଗ୍ରେସ ଛାତ୍ର।RI,ARI, ଅମିନ,ICDS SUPERVISOR ପରୀକ୍ଷା ବାତିଲ ଦାବିରେ ପରୀକ୍ଷାର୍ଥୀଙ୍କ ସପକ୍ଷରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କଳା ଜାତୀୟ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଭିତରକୁ ଧସେଇ ପଶିବା ପାଇଁ…