thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଲାଞ୍ଚ ମାମଲାରେ ସିବିଆଇ ରେଡ ପ୍ରସଙ୍ଗ:…

ଭୁବନେଶ୍ୱର: ପୁଣି ରିମାଣ୍ଡରେ ଗଲେ ଲାଞ୍ଚ କାରବାରରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ। ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ଯାଇଛନ୍ତି ତିନି ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା। ହୋଟେଲ ମେ ଫେୟାର ସାମ୍ନାରେ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ଏମାନଙ୍କୁ ଗିରଫ କରିଥିଲା…

ସରିଲା ଶୀତ ଅଧିବେଶନ:୧୬ଟି କାର୍ଯ୍ୟ ଦିବସ…

ଭୁବନେଶ୍ବର: ଗତମାସ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଶେଷ ହୋଇଛି। ଏହି ଅଧିବେଶନ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି। ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ଏହି ସମୟ ମଧ୍ୟରେ ୩୦ଟି କାର୍ଯ୍ୟଦିବସର ଆୟୋଜନ ହେବାର ଥିଲା। କିନ୍ତୁ…

ମିଶନ ଶକ୍ତି ପ୍ରସଙ୍ଗ: ସରକାରଙ୍କୁ…

ଭୁବନେଶ୍ୱର: ବିଧାନସଭା ବାହାରେ ଓ ଭିତରେ ମିଶନ ଶକ୍ତି ତାତି। ଗୋଟିଏ ପଟେ ଲୋୟର ପିଏମଜିରେ ମିଶନ ଶକ୍ତି ସଦସ୍ୟାଙ୍କ ଧାରଣା କମ୍ପୁଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି।ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧା ନିଶାନା କଲେ ବିଜେଡି ବିଧାୟକ ରଣେନ୍ଦ୍ର…

ଦୁର୍ନୀତିଖୋର ସରକାରୀ ଅଧିକାରୀ ସାବଧାନ:…

ଭୁବନେଶ୍ୱର:ଦୁର୍ନୀତିଖୋର ସରକାରୀ ଅଧିକାରୀ ସଚେତନ ହୋଇ ଯାଆନ୍ତୁ। ବାହାରେ ଭିଜିଲାନ୍ସ ଜଗିଛି। ଖଣ୍ଡଗିରିରୁ ଦୁର୍ନୀତିଖୋର ଙ୍କ ବିରୁଦ୍ଧରେ ଆକ୍ସନ ପ୍ରକ୍ରିୟା ଆରମ୍ଭ ହେଲା । ଆଗକୁ ସବୁ ଦୁର୍ନୀତିଖୋର ଅଧିକାରୀ ଧରାପଡିବେ। ଖଣ୍ଡଗିରି ସବରେଜିଷ୍ଟାର ଦେବଜାନୀ କର ଲାଞ୍ଚ ନେଇ ଭିଜିଲାନ୍ସରେ ଧରା ପଡିବା…

ଲୋୟର ପିଏମଜିରେ ଗର୍ଜୁଛନ୍ତି ମହିଳା…

ଭୁବନେଶ୍ୱର: ଖରା ବର୍ଷା ଓ ଶୀତକୁ ଖାତିର ନାହିଁ। ନିଜ ହକ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ବ୍ୟାଙ୍କ ମିତ୍ର, ସିଆରପି ଓ ଏମବିକେ ମହିଳା କର୍ମଚାରୀ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ମହିଳା କର୍ମଚାରୀ ଏକାଠି ହୋଇ ସ୍ୱର ଶାଣିତ କରୁଛନ୍ତି। ୯ ମାସ ହେଲା ଦରମା ନାହିଁ।…

ସକାଳୁ ଟୁଇନ ସିଟିରେ ବର୍ଷା: ରାଜ୍ୟରେ…

ଭୁବନେଶ୍ୱର: ଆଜି ସକାଳୁ ଟୁଇନ ସିଟି କଟକ ଓ ଭୁବନେଶ୍ବରରେ ବର୍ଷା ହୋଇଛି। ଯଦିଓ ସେତେଟା ଜୋରରେ ବର୍ଷା ହୋଇନି କିନ୍ତୁ ମଧ୍ୟମ ଧରଣର ବର୍ଷା ହୋଇଛି। ଫଳରେ ପାଗ କୋହଲା ରହିଛି। କେବଳ କଟକ ଭୁବନେଶ୍ୱରରେ ନୁହେଁ ରାଜ୍ୟର ଆଉ କେତକ ଜିଲ୍ଲାରେ ବି ବର୍ଷା ହୋଇଥିବା ଜଣାପଡିଛି।ଅନେକ ସ୍ଥାନରେ ଝିପିଝିପି…

ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ଘଟଣା:…

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ଦୋଷୀଙ୍କୁ ମିଳିଲା ଦଣ୍ଡ। ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍।ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ହୋଇଛି। ଦୋଷୀ ସାବ୍ୟସ୍ତ ୫ ଅଭିଯୁକ୍ତମାନେ ହେଉଛନ୍ତି କାଳିଆ ସେଠି , ପିଙ୍କୁ ପାତ୍ର ସନିଆ ରାଉତ…

ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ…

ବ୍ରହ୍ମପୁର: ସରକାରୀ ଚାକିରି କରେଇଦେବା କହି ଲକ୍ଷାଧିକ ଟଙ୍କା ଠକେଇ। ଲୋକଙ୍କୁ ଚୂନା ଲଗାଉଥିଲେ ଠକ। ବିଭିନ୍ନ ସରକାରୀ ପଦ ପଦବୀରେ ଚାକିରୀ କରେଇଦେବାକୁ କହି ଅନେକ ଲୋକଙ୍କୁ ଠକିବା ପରେ ଏଵେ ପୋଲିସ ହାତରେ ଧରାପଡିଛନ୍ତି ଠକ।ଅଭିଯୋଗରେ ତିନି ଜଣ ଠକଙ୍କୁ ଗିରଫ କଲା ବଡ଼ ବଜାର ଥାନା ପୋଲିସ ।ଗିରଫ ତିନି…

ଯୋଗାଣ ମନ୍ତ୍ରୀଙ୍କୁ ଆଳୁ ମନ୍ତ୍ରୀ କହି…

ଭୁବନେଶ୍ୱର:ଯୋଗାଣ ମନ୍ତ୍ରୀଙ୍କୁ ଆଳୁ ମନ୍ତ୍ରୀ କହି ଗୃହରେ କଟାକ୍ଷ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଧାନ କିଣାରେ ଅବ୍ୟବସ୍ଥା,ଚାଷୀଙ୍କୁ ଶୋଷଣ ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ବରିଷ୍ଠ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ତିନିଥର "ଆଳୁ ମନ୍ତ୍ରୀ…

କଳିଙ୍ଗ ଷ୍ଟାଡିଅମରେ ସର୍ବ ଭାରତୀୟ ହକି…

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ - ୨୦୨୫ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ…