Browsing Category
ରାଜ୍ୟ
ତିନି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ଆଜିଠୁ ତିନିଦିନିଆ ତିନି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତିନି ଦିନିଆ ତିନି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ।ମାଲକାନଗିରି,କୋରାପୁଟ ଓ ସମ୍ବଲପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ମାଲକାନଗିରିରେ କୃଷକ ମେଳା ଓ ପଲିଶ୍ରି ମେଳାର…
ଗଞ୍ଜାମରେ ମଦ ଭାଟିରେ ଚଢ଼ାଉ:ବିପୁଳ…
ଗଞ୍ଜାମ:ଗଞ୍ଜାମ ଖଲ୍ଲିକୋଟ ଥାନା ପୋଲିସ ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି। ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତର ୫ଟି ଗାଁରେ ଏକକାଳୀନ ଚଢ଼ାଉ କରିଛି ପୋଲିସ । ବିପୁଳ ପରିମାଣର ଦେଶୀ ମଦ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି ପୋଲିସ । ଦେଶୀ ମଦ ଜବତ ପରେ କିଛି ପୋଲିସ କର୍ମଚାରୀଙ୍କୁ ସ୍ଥାନୀୟ…
କଳିଙ୍ଗ ଷ୍ଟାଡିଅମରେ ଉଦଘାଟିତ ହେଲା…
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମ ଠାରେ ଉଦ୍ଘାଟନ ହୋଇଛି ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପୁଲେଲା ଗୋପୀଚାନ୍ଦ ପ୍ରମୁଖ…
୧୬ ଦିନ ଆଗରୁ ବିଧାନସଭା ବନ୍ଦ ପ୍ରସଙ୍ଗ:…
ଭୁବନେଶ୍ୱର: ୧୬ ଦିନ ଆଗରୁ ବିଧାନସଭା ବନ୍ଦ ନେଇ ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ୬ ମାସ ଭିତରେ ସିଭିୟର ରୋଗରେ ପିଡିତ୍ ହୋଇଛନ୍ତି ସରକାର। ସାମ୍ବିଧାନିକ ବ୍ୟବସ୍ଥାର ସଙ୍କଟ ଦେଖାଦେଇଛି। ରାଜ୍ୟପାଳ ଓ ସରକାର ମଧ୍ୟରେ ତାଳମେଳ ନାହିଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ…
ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ…
ଭୁବନେଶ୍ୱର:ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହେଉଛି। ଏହି ଅବସରରେ ସାଧାରଣ ଲୋକଙ୍କ ସରକାର, ଚାଷୀଭାଇଙ୍କ ସରକାର ଆଜି ରାଜ୍ୟର ଏକ ପ୍ରମୁଖ କାର୍ଯ୍ୟକ୍ରମ- ୮୦୦ ଟଙ୍କା ଇନ୍ପୁଟ୍ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଜି ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା…
ଖୁବ ଶୀଘ୍ର ପୂରଣ ହେବ ୫ ହଜାର ଗୃହରକ୍ଷୀ…
ଭୁବନେଶ୍ୱର:ପୋଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।ଗୃହରକ୍ଷୀମାନେ ହେଉଛନ୍ତି ପୋଲିସର ଏକ ଅଭିନ୍ନ ଅଙ୍ଗ। ଆମ ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ ଠାରୁ ଗୃହରକ୍ଷୀ…
ERSS ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ…
ଦୁଇ ଦିନିଆ ଓଡିଶା ଗସ୍ତରେ ଆସାମ…
ଭୁବନେଶ୍ୱର:ଦୁଇ ଦିନିଆ ଓଡିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା। ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିମାନ ବନ୍ଦରରେ ପହଂଚିବା ପରେ ସିଧା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ହେମନ୍ତ।…
୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସର୍ବ…
ପୁରୀ:ଆଜି ଶ୍ରୀ ମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ।ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥବାରୁ ଏଥପାଇଁ ଶ୍ରୀ ମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।ରତ୍ନବେଦୀରେ ମହାପ୍ରଭୁଙ୍କର ଏହି ବିଶେଷ ବନକଲାଗି ନୀତି ସମ୍ପର୍ଣ୍ଣ ହେବ। ମଧ୍ୟାହ୍ନ ଧୂପ ସରିବା…
ନିଜ ଦେଶକୁ ଫେରିବେ ଅଟକ ଥିବା…
ପାରାଦ୍ଵୀପ:ନିଜ ଦେଶକୁ ଫେରିବେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ। ଭାରତୀୟ ଜଳ ସୀମାରୁ କୋଷ୍ଟଗାର୍ଡ ଦ୍ବାରା ଅଟକ ରହିଥିବା ୭୮ ଜଣ ବାଙ୍ଗଲାଦେଶୀ ନିଜ ଦେଶକୁ ଫେରିବେ।ଭାରତ ସରକାର ସେମାନଙ୍କୁ କ୍ଷମା କରିଥିବା ବେଳେ ଭାରତୀୟ ଦୁତାବାସ ଓ ବାଙ୍ଗଲାଦେଶ ଦୂତାବାସ ମଧ୍ୟରେ ଆଲୋଚନା ସରିଛି। ବୋଟ୍ ରେ…