thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧିଙ୍କ…

ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ନେତୃତ୍ୱରେ କେରଳ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି କୋଚି ୱାଟର ମେଟ୍ରୋ ପରିଦର୍ଶନ କରିଛନ୍ତି। କୋଚି ମେଟ୍ରୋ ରେଳ ଲିମିଟେଡ୍ (କେଏମଆରଏଲ) ଅଧୀନରେ ଏହି ମେଟ୍ରୋ ଏକ ଅଗ୍ରଣୀ ଏବଂ ପରିବେଶ ଅନୁକୂଳ ସହରୀ ଜଳ ପରିବହନ…

ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି…

ଯାଜପୁର: ଓଡିଶା ଗସ୍ତରେ ଥିବା ଭାରତର ମହାମହିମ ରାଷ୍ଟ୍ରପତି ଯାଜପୁର ଗସ୍ତରେ ଯାଇ ମା ବିରଜାଙ୍କ ଦର୍ଶନ କରିଛନ୍ତି। ଏହା ସହିତ ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ।ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ପିଣ୍ଡଦାନ କାର୍ଯ୍ୟ…

ସିଏମ୍ କିଷାନ ଫେବ୍ରୁଆରୀ ୨୮ ପଞ୍ଜୀକରଣ…

ଭୁବନେଶ୍ୱର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା ଜାରି କଲେ ସରକାର। ଫେବ୍ରୁଆରୀ ୨୮ ମଧ୍ୟରେ ପଞ୍ଜୀକରଣ ନ କଲେ ଯୋଜନାରୁ ବାଦ୍‌ ପଡ଼ିପାରନ୍ତି।ପଞ୍ଜୀକରଣ ପାଇଁ ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରଯାଇଛି। କୃଷକ ଓଡ଼ିଶା ପୋର୍ଟାଲ୍‌ରେ ହିତାଧିକାରୀଙ୍କୁ ପଞ୍ଜୀକରଣ…

ସରିଲା କ୍ୟାବିନେଟ୍‌ ବୈଠକ; ମୁଖ୍ୟ ଶାସନ…

ଭୁବନେଶ୍ୱର: ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି।ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ।ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର।ମାର୍ଚ୍ଚ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ଜାରି ରହିବ ବିମାନ ଉଡ଼ାଣ। ପରବର୍ତ୍ତୀ ସମୟରେ ବିମାନ ଚାଲିବା ନେଇ…

କଲିକେଶଙ୍କୁ ଆସିଲା ନବୀନ ନିବାସ ଡକରା:…

ଭୁବନେଶ୍ୱର:କଲିକେଶଙ୍କୁ ବିଜେଡ଼ିର ନେତୃତ୍ଵ ଦିଆଯାଉ ଚର୍ଚ୍ଚା ପରେ ନବୀନ ନିବାସରୁ କଳିକେଶ ସିଂ ଦେଓଙ୍କୁ ଡାକରା ବିଜେଡ଼ି ରାଜନୀତିରେ ହଲଚଲ ତିଆରି କରିଛି। ନବୀନଙ୍କୁ ଭେଟିବା ପରେ କଳିକେଶ କହିଛନ୍ତି ବହୁଦିନ ହେବ ନବୀନ ବାବୁଙ୍କୁ ଭେଟିନଥିଲି।ଭୁବନେଶ୍ବରରେ ଥିବାରୁ ଭେଟିବାକୁ ଆସିଥିଲି।ବଲାଙ୍ଗିରର…

ବିକ୍ରି ହେବ ପାନ ମସଲା

ଭୁବନେଶ୍ୱର: କେଉଁ ପାନ ମସଲା ବିକ୍ରି ହେବ ଏବଂ କାହା ଉପରେ ଲାଗିଛି ବ୍ୟାନ ତାକୁ ନେଇ ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ। ସିଟି ଜିଏସଟି ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିର ଉତ୍ତରରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲା ବିକ୍ରିରେ କୌଣସି ପ୍ରତିବନ୍ଧକ…

ଭିଜିଲାନ୍ସ ଜାଲରେ SCB ଡାକ୍ତର:ବିଭାଗକୁ…

କଟକ: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା।ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା।୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ।ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍‌ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ।ସରକାରୀ କ୍ବାର୍ଟର୍ସକୁ…

ଡେଲିଭରି ବୟକୁ ମାରି ଫିଙ୍ଗିଦେଲେ:ହତ୍ୟା…

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପାଣ୍ଡରା ରାସ୍ତାଠାରୁ ୧୦୦ ମିଟର ଦୂର ବିଲ ଭିତରୁ ମୃତଦେହ ଉଦ୍ଧାର ହେବା ଘଟଣା ପୁରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ବେକରେ କପଡ଼ା ଗୁଡ଼ା ହୋଇଥିବା ବେଳେ ପାଖରେ ସାଇକେଲ୍ ପଡ଼ିଛି। ୨ ଦିନ ତଳୁ ଡେଲିଭରି ବୟ…

ପୁରୀ ଶ୍ରୀ ମନ୍ଦିର ଯିବେ ରାଷ୍ଟ୍ରପତି:…

ପୁରୀ: ଓଡିଶା ଗସ୍ତ ସମୟରେ ଶ୍ରୀ ଜୀଉଙ୍କ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁରୀ ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି।ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ଖଣ୍ଡଗିରିରେ ଜମୁଛି ଯାତ୍ରା ମହାକୁମ୍ଭ

ଭୁବନେଶ୍ୱର: ଖଣ୍ଡିଗିରି ମାଘମେଳାରେ ଆଜିଠୁ ଯାତ୍ରା ମହାସମର। ରାତିର ଅନ୍ଧକାରକୁ ଚିରି ପାହାଡ଼ ତଳେ ଶୁଭିବ ପାରିବାରିକ କାହାଣୀର ମନଛୁଆଁ ଡାଏଲଗ୍ | ଜାନୁଆରୀ ୨୭ରୁ ଫେବ୍ରୁଆରୀ ୧୨ ଯାଏଁ ଚାଲିବ ନାଟକ ଫାଇଟିଂ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ମଇଦାନକୁ ସିଂହବାହିନୀ, କୋଣାର୍କ, ଧଉଳି ଓ ଅଶୋକ ସମ୍ରାଟ…