Browsing Category
ରାଜ୍ୟ
୪୦ ଟପିବ ତାପମାତ୍ରା !
ଭୁବନେଶ୍ୱର: ଆଗକୁ ଆହୁରି ବଢିବ ତାତି। ୪୦ ଟପିବ ତାପମାତ୍ରା। ଏଥର ପ୍ରବଳ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ତେବେ କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଗତକାଲି ଅର୍ଥାତ୍ ଶୁକ୍ରବାର…
କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, ସରକାରକୁ…
ଭୁବନେଶ୍ୱର :ସରକାରକୁ ଆସିଲେ ରାଜ୍ୟ କଂଗ୍ରେସ ଓଡିଶାବାସୀଙ୍କୁ ଏଇ ସୁବିଧା ଦେବ। ସଶକ୍ତ ଓଡିଶା ଗଠନ କରିବ କଂଗ୍ରେସ। ନିର୍ବାଚନ ପାଇଁ କଂଗ୍ରେସ ଦେଇଛି ଗ୍ୟାରେଣ୍ଟି କାର୍ଡ। ଗ୍ୟାରେଣ୍ଟି କାର୍ଡକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ପ୍ରଦେଶ କଂଗ୍ରେସ ପକ୍ଷରୁ…
ପୁଣି ତେଜିଲା ଟିକେଟ ଲବି, ମେଣ୍ଟ…
ଭୁବନେଶ୍ୱର: ଓଡ଼ିଶାରେ ମେଣ୍ଟ ହେବନି। ଉଭୟ ବିଜେପି ଓ ବିଜେଡି ସ୍ପଷ୍ଟ କରି ସାରିଛନ୍ତି। ବିଗତ କିଛି ଦିନ ଧରି ମେଣ୍ଟକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଥିଲା। ମେଣ୍ଟ ଚର୍ଚ୍ଚାକୁ ନେଇ ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ମନରେ ଭାଳେଣି ପଡିଥିଲା। ମେଣ୍ଟ ହେଲେ ଟିକେଟ ମିଳିବ କି…
ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ଗିରଫ…
ଭୁବନେଶ୍ଵର: ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ।
ସୂଚନା…
ବିଜେଡି ଛାଡିଲେ କଟକ ସାଂସଦ ଭର୍ତ୍ତୃହରି…
କଟକ: ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ରହିଛନ୍ତି । ଇସ୍ତଫା ନେଇ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି । ଇସ୍ତଫା ପତ୍ର…
ନିର୍ବାଚନ ପରେ ମେଣ୍ଟ, ସଂକେତ ଦେଲେ…
ଭୁବନେଶ୍ୱର : ରାଜ୍ୟରେ ମେଣ୍ଟ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ। ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ଏ ନେଇ ସ୍ପଷ୍ଟତା ଆଣିଛନ୍ତି। କିନ୍ତୁ ମନମୋହନଙ୍କ ଟ୍ୱିଟରୁ ଏ କଥା ସ୍ପଷ୍ଟ ଯେ ନିର୍ବାଚନ ପରେ ବିଜେଡି ବିଜେପି ଅଘୋଷିତ ମେଣ୍ଟ କରି ପାରନ୍ତି। ସୋସିଆଲ ମିଡ଼ିଆ X ରେ ମେଣ୍ଟ ଚର୍ଚ୍ଚାକୁ ନେଇ…
ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ,…
ଭୁବନେଶ୍ବର: ଦିଲ୍ଲୀରୁ ଫେରିଲେ ମନମୋହନ । ଗୁରୁବାର ରାତିରେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନି ମନମୋହନ ।…
ଆରପାରିରେ ଦାମ ରାଉତ
ଭୁବନେଶ୍ବର: ପରଲୋକରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଆଜି ସକାଳ ୫ଟା ୨୩ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦାମୋଦର ରାଉତଙ୍କ ଦେହାନ୍ତ ନେଇ ତାଙ୍କ…
ମାର୍ଚ୍ଚ ଶେଷକୁ ୪୦ ଟପିବ, ତାତିରେ ଛଟପଟ…
ଭୁବନେଶ୍ୱର: ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ଓଡିଶା । ରାଜ୍ୟର ବିଭିନ୍ନ ଜାଗାରେ ପା ୪୦ ଡିଗ୍ରୀ ଛୁଇଁପାରେ। ଅଧାରୁ ଅଧା ଓଡ଼ିଶା ତତଲା କଡ଼େଇରେ ଭାଜି ହେବ।ଖାସ କରି ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାଵ ଅଧିକ ରହିବ।ବୌଦ୍ଧ, ସୋନପୁର ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡିଶାର ବିଭିନ୍ନ…
ପୁରୀରୁ ଅରୂପ, ପିନାକୀଙ୍କ ଜାଗାରେ ଅରୁପ…
ଭୁବନେଶ୍ବର :ଶ୍ରୀକ୍ଷେତ୍ରରୁ ଟିକେଟ କସରତ ଆରମ୍ଭ କରିଛି ବିଜେଡ଼ି। ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ଚାଲିଛି ଘମାସାନ ବିଚାର ବିମର୍ଷ। ପିନାକୀ ମିଶ୍ରଙ୍କୁ ନେଇ ଏଥର ଦଳ ଆଗକୁ ନ ବଢ଼ି ପାରେ। ଚର୍ଚ୍ଚା ହେଉଛି ଏଥର ପୁରୀରୁ ଅରୂପ ପଟ୍ଟନାୟକଙ୍କ ଟିକେଟ ଦେଇପାରେ। ଯଦିଓ ଏ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ…