thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଜୟପୁର ପାଇଁ ବିଜେପି ପ୍ରାର୍ଥୀ ହେଲେ…

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଜୟପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ଭାରତୀୟ ଜନତା ପାର୍ଟି। ଦଳ ପୁଣି ଥରେ ତାଙ୍କୁ ରିପିଟ କରିଛି। ପୂର୍ବରୁ ଏଇ ଆସନରୁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ…

ଏପ୍ରିଲ ୨୫ରୁ ଖରା ଛୁଟି, ପ୍ରଚଣ୍ଡ ଖରା…

ଭୁବନେଶ୍ୱର: ଖରା ପାଇଁ ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାତିକୁ ଆଖି ଆଗରେ ରଖି ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ…

କଂଗ୍ରେସର ବଡଭାଇ ରୋଲ, ମେଣ୍ଟ ସହଯୋଗୀଙ୍କ…

ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟରେ କଂଗ୍ରେସର ବଡ ଭାଇ ଭୂମିକା। ସବୁ ଆସନରେ ଦଳ ନଲଢ଼ି ମେଣ୍ଟ ସହଯୋଗୀଙ୍କୁ ସ୍ପେସ ଦେଇଛି କଂଗ୍ରେସ। ୨୪ ଲୋକସଭା ନିର୍ବାଚନରେ ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏକ ଭିନ୍ନ ପରାମ୍ପରା ସୃଷ୍ଟି କରିବାକୁ ଯାଉଛି। ଦଳ ଏହି ନିର୍ବାଚନରେ ସବୁଠୁ କମ୍‌ ଆସନରେ ଲଢିବାକୁ ଯାଉଛି…

ଘୋଷଣା ହେଲା କଂଗ୍ରେସ ପ୍ରାର୍ଥୀ ତାଲିକା:…

ଭୁବନେଶ୍ୱର: କଂଗ୍ରେସ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସମ୍ବଲପୁର, ଆସିକା ଓ କେନ୍ଦୁଝର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦୁଝର ପାଇଁ ଦଳ ପୂର୍ବରୁ ମୋହନ ହେମ୍ବ୍ରମଙ୍କ ନାଁ…

ଗେରୁଆ ହେଲା ଡ଼ିଡ଼ି ଲୋଗୋ: ନାଲିରୁ ହେଲା…

ଭୁବନେଶ୍ୱର: ନାଲି ରଙ୍ଗରୁ ଗେରୁଆ ହେଲା ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଲୋଗୋ। ଦୀର୍ଘ ଦିନ ଧରି ରହି ଆସିଥିବା ନାଲି ରଙ୍ଗ ଲୋଗୋକୁ ପରିବର୍ତ୍ତନ କରାଯାଇଛି । ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘୋଷଣାନାମା ସାମ୍ନାକୁ ଆସିଛି। ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ,…

ସରପଞ୍ଚ ହେଲେ ବିଧାୟିକା ପ୍ରାର୍ଥୀ,…

ଭୁବନେଶ୍ୱର : ପତ୍ରିପାଲ ସରପଞ୍ଚ ଏବେ ବିଜେଡିର ବିଧାୟକ ପ୍ରାର୍ଥୀ। ରେମୁଣା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଜଣେ ମହିଳା ସରପଞ୍ଚଙ୍କୁ ବିଧାନସଭାରେ ଲଢ଼ିବାକୁ ସୁଯୋଗ ଦେଇଛି ଦଳ। ପତ୍ରିପାଲ ସରପଞ୍ଚ ବିଦ୍ୟାଶ୍ମିତା ମହାଳିକଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି। ତାଙ୍କ ନାଁ ରେମୁଣା…

ବଡ଼ଚଣାରୁ ଲଢ଼ିବେ ବର୍ଷା, କାଟିଲା ଛଅ…

ଭୁବନେଶ୍ୱର : ବଡ଼ଚଣାରେ ବଡ ସରପ୍ରାଇଜ। ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ସିନେ ଅଭିନେତ୍ରୀ ବର୍ଷାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମୋ। ନିକଟରେ ବର୍ଷା ବିଜେଡିରେ ସାମିଲ ହୋଇଥିଲେ। ଆଜି ଦଳ ତାଙ୍କୁ ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ କରିଛି। ବଡ଼ଚଣାରେ ଅମରଙ୍କ ସମେତ…

ତାତିରୁ ମିଳିବ ବ୍ରେକ, ଆଗକୁ ଆସୁଛି…

ଭୁବନେଶ୍ୱର : ତାତିର କହରରେ ଆଉଟପାଉଟ ହେଉଛନ୍ତି ରାଜ୍ୟବାସୀ। କିନ୍ତୁ ଆଗକୁ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାକୁ ଯାଉଛି। କିଛି ଜାଗାରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ…

ପଦ୍ମ ଧରିପାରନ୍ତି ସୌମ୍ୟ, ବିଜେପି…

ଭୁବନେଶ୍ୱର : ବିଜେପିରେ ସାମିଲ ହୋଇପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ। ଖୁବ ଶୀଘ୍ର ପଦ୍ମ ପୋଖରୀରେ ସେ ବୁଡ଼ ପକାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ବହିସ୍କୃତ ହୋଇଥିବା ଏଇ ନେତାଙ୍କ ରାଜନୈତିକ ଗତି କୁଆଡ଼େ? ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା କେଉଁ ଦଳରୁ ଏଥର…

ନିର୍ବାଚନ ଲଢ଼ିବେ ନା ଷ୍ଟାର ପ୍ରଚାରକ,…

ଭୁବନେଶ୍ୱର : କଣ କରିବେ ଅନୁଭବ - ଅରିଂଦମ । ନିର୍ବାଚନ ଲଢ଼ିବେ ନା ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରବେ। ଏଯାଏଁ ଉଭୟଙ୍କ ଉପରୁ ହଟୁନି ପରଦା । ବିଜେଡି ଛାଡି ବିଜେପିରେ ମିଶିବା ପରେ ଦିନ ଗଡୁଛି ହେଲେ ଏଯାଏଁ ଉଭୟଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ଦୁଇ ସିନେ ତାରକାଙ୍କ ୨୪ ସାଧାରଣ ନିର୍ବାଚନରେ…