Browsing Category
ରାଜ୍ୟ
ଓଡିଶା ଭିଜିଲାନ୍ସ ରେଡ୍ ଇତିହାସରେ ଆଉ ଏକ…
କଟକ: ଖଣି ବାବୁଙ୍କ ଘରୁ ମିଳିଲା ଟଙ୍କାର ପାହାଡ। ଟଙ୍କା ଗଣି ଗଣି ହାଲିଆ ହେଲେ ଭିଜିଲାନସ୍ ଅଧିକାରୀ। ମେସିନ ବି ଫେଲ ମାରିଲା।ଖଣି ସାମ୍ରାଜ୍ୟର କୁଖ୍ୟାତ ଖଣି ବାବୁଙ୍କ କଳାଚିଠା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଳାକାରନାମାକୁ ନେଇ…
ବଡ ପରଦାକୁ ଆସୁଛି ଓଡିଆ ସିନେମା…
ଭୁବନେଶ୍ବର: ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ଚାରିକାନ୍ଧ ଆସନ୍ତା ୨୭ ଫେବୃଆରୀରେ ବଡ଼ ପରଦାରେ ପ୍ରଦର୍ଶିତ ହେବ । ୪୬ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ୨୨ରୁ ଅଧିକ ସ୍ଥାନରେ ପୁରସ୍କୃତ ହୋଇଛି ଏହି ସିନେମା ।ମାତ୍ର ୩୭ମିନିଟରେ ରହିଛି ଚାରିକାନ୍ଧର…
ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର…
ପୁରୀ:ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଛତିଶା ନିଯୋଗ ସହ ଆଲୋଚନା ହୋଇଛି, ଖୁବଶୀଘ୍ର ସମୟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ପାଇଁ ଯୋଜନା କରୁଛୁ ବୋଲି ଆଇନ ମନ୍ତ୍ରୀ…
ଦିଲ୍ଲୀଠାରେ ଅନୁଷ୍ଠିତ “ଏଆଇ ସମିଟ୍”ରେ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ପ୍ରଗତି ପଥରେ ଆଗେଇ ଚାଲିଥିବାବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଦେଶକୁ ବଦ୍ନାମ କରିବାକୁ ଅପଚେଷ୍ଟା କରୁଛନ୍ତି । ଭାରତର ଦିଲ୍ଲୀଠାରେ ଆୟୋଜିତ ବିଶ୍ୱର ସର୍ବବୃହତ ଏଆଇ ଇମ୍ପାକ୍ଟ ସମିଟ୍ ସମ୍ମିଳନୀରେ ରାହୁଲ…
OCA କଳି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି…
କଟକ: ତୀବ୍ର ହୋଇଛି ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ କଳି । ଜେନେରାଲ୍ ବଡି ବୈଠକକୁ ବୟକଟ୍ କଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବୈଠକକୁ ବୟକଟ୍ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ। ନିୟମକୁ ଉଲ୍ଲଙ୍ଘନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଲୋଧା କମିଟି ରିପୋର୍ଟ…
କଂଗ୍ରେସରୁ ସାମୁହିକ ଇସ୍ତଫା ଦେଲେ କର୍ମୀ…
ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ଲାଗିଲା ଶକ୍ତ ଝଟକା। କଂଗ୍ରେସରୁ ସାମୂହିକ ଇସ୍ତଫା ଦେଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବରିଷ୍ଠ କଂଗ୍ରେସ କର୍ମୀ ଓ ନେତା। ଓଡିଶା ପ୍ରଦେଶ କଂଗ୍ରେସର ଅପାରଗ ନେତୃତ୍ଵ ପାଇଁ କଂଗ୍ରେସ୍ ଛାଡିଛନ୍ତି ତୃଣମୂଳ ସ୍ତରର ନେତା ଓ କର୍ମୀ। ରାଜ୍ୟର ବିଭିନ୍ନ ପ୍ରାନ୍ତର ବହୁ…
ଜବତ ହେବ କଟକ ଭୂ ଲେଖ ଅଫିସ୍:ଅଫିସ୍…
କଟକ:କଟକ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଜବତ ମାମଲା। ଅଫିସ୍ ଉପକରଣ ଜବତ କରିବାକୁ ବାଣିଜ୍ୟିକ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ଆସନ୍ତା ୧୦ ମାର୍ଚ୍ଚ ସୁଦ୍ଧା ଜବତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ।ସିଲଭେସା ସଂସ୍ଥାର ଆବେଦନ ଆଧାରରେ ନିର୍ଦେଶ ଦେଲେ କୋର୍ଟ।ଗତ ୧୮ ରେ…
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦୁଇ ଦିନ ଝଡତୋଫାନ, ବଜ୍ରପାତ ନେଇ ୮ ଜିଲ୍ଲାକୁ ପାଣିପାଗ ବିଭାଗର ସତକର୍ତା । ଆସନ୍ତାକାଲି ୮ ଜିଲ୍ଲା ଓ ୨୪ ତାରିଖ ୩ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା…
ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବିଧାନସଭାରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଛି ।ବଜେଟରେ ମହିଳାଙ୍କୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଘୋଷଣା ହୋଇଛି…
ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ…
ଭୁବନେଶ୍ୱର: ସମୁଦାୟ ବଜେଟରେ “ସମୃଦ୍ଧ ଓଡିଶା, ବିକଶିତ ଓଡିଶା”କୁ ଗୁରୁତ୍ୱ ଦିଆଯାଇଛି । ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା, ଦକ୍ଷତା ବିକାଶ, ଖାଦ୍ୟ…