thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଓଡିଶା ଲୋକସଭାରେ ବିଜେପି ସପକ୍ଷରେ…

ଭୁବନେଶ୍ୱର:ଓଡିଶା ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି ।ତେବେ ଏଗଜିଟ ପୋଲର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ ରହିପାରେ । ମୋଟ ୨୧ ଆସନ ମଧ୍ୟରୁ ବିଜେଡି ଦୁଇ ଅଙ୍କ ଛୁଇଁନପାରେ ବୋଲି ଆକଳନ କରିଛନ୍ତି ଅଧିକାଂଶ…

ଆସିଲା ଏକଜିଟ ପୋଲ, ବିଜେପିକୁ ମିଳିପାରେ…

ବ୍ୟୁରୋ :ଆସିଲା ଏକଜିଟ ପୋଲ। ବିଜେପି ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବା ନେଇ ବହୁ ସଂସ୍ଥା ଆକଳନ କରିଛନ୍ତି। ବୁଥ ବାହୁଡା଼ ମତ ବା ଏକଜିଟ ପୋଲ ଯଦିଓ ଏକଜାଟ ନୁହେଁ କିନ୍ତୁ ପାଖାପାଖି ସେଇ ଫଳା ଫଳ ହୋଇପାରେ। ରି ପବ୍ଲିକ ଟିଭି କହିଛି ଏଥର ଏନଡ଼ିଏକୁ ୩୫୯ ସିଟ ମିଳିପାରେ ଅର୍ଥାତ ରି ପବ୍ଲିକ…

ସରିଲା ଗଣତନ୍ତ୍ରର ମହାପର୍ବ, ୫ଟା ସୁଦ୍ଧା…

ଭୁବନେଶ୍ୱର: ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ସରିଲା ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ହାରାହାରି ୬୨.୪୬ ପ୍ରତିଶତ ମତଦାନ ହୋଇଛି । ଏପ୍ରିଲ ୧୯ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ…

୨୯୫ ସିଟ ହାତେଇବା ସହିତ ସରକାର କରିବ…

ନୂଆଦିଲ୍ଲୀ: ସରକାର ଗଠନ କରିବ ଇଣ୍ଡିଆ ମେଣ୍ଟ। ୨୯୫ ସିଟ ସହିତ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର କରିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ନିର୍ବାଚନ ଫଳାଫଳ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଇଣ୍ଡିଆ ମେଣ୍ଟର ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ସେହିପରି ଏନଡ଼ିଏ ଏଥର ୨୩୫…

ଏକଜିଟ ପୋଲରେ ସାମିଲ ହେବନି କଂଗ୍ରେସ,…

ନୂଆଦିଲ୍ଲୀ:ଏକଜିଟ ପୋଲରେ ସାମିଲ ହେବନି କଂଗ୍ରେସ। ମତାଦାତା ସେମାନଙ୍କ ଭୋଟ ଦେଇ ସାରିଛନ୍ତି। ସେମାନଙ୍କର ନିଷ୍ପତ୍ତି ଏଭିଏମରେ ସୁରକ୍ଷିତ। ତେଣୁ ଅଯଥାରେ ଏକଜିଟ ପୋଲ କାର୍ଯ୍ୟକ୍ରମରେ କଂଗ୍ରେସ ସାମିଲ ହେବ ନାହିଁ ବୋଲି ସୋସିଆଲ ମିଡ଼ିଆ ଏକ୍ସରେ ପୱନ ଖେଡା କହିଛନ୍ତି।ଟିଆରପି ପାଇଁ କରାଯାଉଥିବା ଆକଳନ ଓ…

ରିଲାକ୍ସ ହେବା ପାଇଁ ଧ୍ୟାନରେ ମୋଦି ଓ…

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ସରିବା ପରେ ଏବେ ରିଲାକ୍ସ ସମୟ। ଏଥିପାଇଁ ବହି ପଢି ରିଲାକ୍ସ କରିବାକୁ ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସେ ପହଂଚି ଯାଇଥିଲେ ମାଷ୍ଟର କ୍ୟାଣ୍ଟିନ ଛକ ମର୍ଡନ ବୁକ୍ ଡିପୋ। ଯେଉଁଠୁ ଦୁଇଟି ବହି କିଣିଛନ୍ତି ମୁଖ୍ୟମନ୍ତ୍ରୀ।ସିକ୍ରେଟ ଅଫ ଶିମିଳିପାଳ ଓ…

ବିଶ୍ୱ ପାଳୁଛି ତମାଖୁ ବର୍ଜନ ଦିବସ:…

ବ୍ୟୁରୋ:ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ତେବେ ଆଇନ ଓ ସଚେତନତା କାର୍ଯ୍ୟକ୍ରମ କିଛି ମାତ୍ରାରେ ତମାଖୁ ବିକ୍ରି ଏବଂ ଏହାର ବ୍ୟବାହାରକୁ ନିୟନ୍ତ୍ରଣ କରିଛି ସତ, ହେଲେ ଏବେ ବି…

ପୁଣି ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ, ପାଇପ…

ଭୁବନେଶ୍ୱର: କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣ ଗିରଫ। ଚନ୍ଦକା ପୋଲିସ ସହାୟତାରେ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । RWSS ର ପାଣି ପାଇପ କାମ ଚାଲିଥିବା ବେଳେ ମୂଲ୍ୟବାନ ପାଇପ ଚୋରି ନେଇ ଆସିଥିଲା ଅଭିଯୋଗ। ଏକ ୧୫ ଜଣିଆ ଗ୍ୟାଙ୍ଗ ସାରା ଓଡିଶାରୁ ଏଭଳି ପାଣି ପାଇପ ଚୋରି କରୁଥିବା ଖବର…

ତାତିରୁ ନାହିଁ ନିସ୍ତାର, ଆହୁରି ଜଳିବ…

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ଲହରୀ। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ। ଆହୁରି ତିନି ଦିନ ନିସ୍ତାର ନାହିଁ।ଓଡ଼ିଶାର ଉପକୂଳରେ ପ୍ରବଳ ଗୁଳୁଗୁଳି ହେଉଥିବା ବେଳେ ପଶ୍ଚିମ ଭାଗରେ ଜଳାଉଛି ତାତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା…

ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ…

ଚଳଚଞ୍ଚଳ ରାଜ୍ୟ ରାଜନୀତି। ଶେଷ ପର୍ଯ୍ୟାୟରେ ପହଂଚିଛି ୨୦୨୪ ମହାଲଢ଼େଇ। ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର। ରାତି ପହିଲେ ପଡ଼ିବ ଭୋଟ। ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ପାର୍ଟି। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ଶେଷ ପର୍ଯ୍ୟାୟରେ…