Browsing Category
ମନୋରଞ୍ଜନ
ଭୋଟ ଦେଲେ ବି ଟାଉନ ସେଲିବ୍ରିଟି, କାଳି…
ମୁମ୍ବାଇ :ଦେଶରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ।ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ଗଣତନ୍ତ୍ରର ଏ ମହାନ ପର୍ବରେ ସାମିଲ ହୋଇଛନ୍ତି ଅନେକ ନାଁ କରା ଅଭିନେତା ଓ ଅଭନେତ୍ରୀ। ବି-ଟାଉନ ସେଲିବ୍ରିଟିମାନେ ମତଦାନ ବୁଥରେ ପହଞ୍ଚି…
ଶିବସେନାରେ ମିଶିଲେ ଗୋବିନ୍ଦା, 14 ବର୍ଷ…
ନୂଆଦିଲ୍ଲୀ :ଶିବସେନା ସିନ୍ଧେ ଗୋଷ୍ଠୀରେ ମିଶିଲେ ସିନେ ତାରକା ଗୋବିନ୍ଦା। 14 ବର୍ଷ ପରେ ରାଜନୀତିକୁ ଫେରିଲେ। 2004 ମସିହାରେ କଂଗ୍ରେସରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଗୋବିନ୍ଦା। ଏଦୀର୍ଘ ବର୍ଷ ପରେ ପୁଣି ଥରେ ରାଜନୀତି କରିବାକୁ ମନ ବଳାଇଛନ୍ତି ଗୋବିନ୍ଦା। ଶିବସେନା ସିନ୍ଧେ ଗୋଷ୍ଠୀରେ ଵିଧି…
ପୁଣି ଥରେ ବିଗିଡ଼ିଲା ବିଗ୍ ବି’ଙ୍କ…
ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର ଆସି ପହଞ୍ଚିଛି। ପୁଣି ଥରେ ବିଗ ବି’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି । ୮୧ ବର୍ଷୀୟ ଅଭିନେତା ମେଗାଷ୍ଟାର୍ ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ବିଗିଡିଛି। ଏଥିପାଇଁ ତାଙ୍କୁ ସକାଳେ…
ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଲେ…
ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ ।
ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ ସମସ୍ତଙ୍କ ନଜର…
ବଲିଉଡରେ ଭିଣେଇ-ଶାଳୀ ଯୋଡି
ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରି । ଇଏ ଏମିତି ଏକ ଫିଲ୍ମ ଜଗତ ଯେଉଁଠି ବହୁ କଳାକାରଙ୍କ ମଧ୍ୟରେ ରହିଛି ଘନିଷ୍ଠତା । ଏଠି ସଂପର୍କର ଡୋରି ବନ୍ଧା ହୋଇଛନ୍ତି ଅନେକ କଳାକାର।
ସେମିତି କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି , ଯିଏ ସଂମ୍ପର୍କର ଡୋରୀରେ ଅନ୍ୟ ଜଣଙ୍କ ସହିତ ବନ୍ଧା । ବଲିଉଡ୍ ରେ କପୁର ପରିବାର ଏହାର…
ସଞ୍ଜୟ ଦତ୍ତଙ୍କ ପୂର୍ବତନ ପ୍ରେମିକାଙ୍କୁ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ପିଲ୍ଲାଇ ଏବଂ ଟେନିସ ଖେଳାଳି ଲିଆଣ୍ଡର ପେସ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି । ନିକଟରେ ଲିଆଣ୍ଡର ପେସଙ୍କ ପୂର୍ବତନ ପ୍ରେମିକା ରିୟା ପିଲ୍ଲାଇ ପେସଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହା ସହିତ ପିଲ୍ଲାଇ ମଧ୍ୟ ଲିଆଣ୍ଡର ପେସଙ୍କ ବିରୋଧରେ ଅନେକ…
‘ଅବତାର ୨’ ଚଳଚ୍ଚିତ୍ର ଦେଖିବା ବେଳେ…
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍ ସହରରେ ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।
ମୃତ ବ୍ୟକ୍ତିଜଣକ ଥିଲେ ଲକ୍ଷ୍ମୀରେଡ୍ଡୀ ସ୍ରିନୁ। ଭାଇ ରାଜୁ ସାଥିରେ ସେ ‘ଅବତାର ୨’…
ଆଗୁଆ ନିମନ୍ତ୍ରଣ ରହିଲା, ମୁଁ ଛାଡପତ୍ର…
କଟକ: ‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର. ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି.’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି. ବାସ୍ତବରେ ଓଲିଉଡ଼ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିବାହବାର୍ଷିକୀ ଅବସରରେ ଓଡ଼ିଆ…
ଫେସବୁକରେ ପ୍ରତିକ୍ରିୟା ରଖିଲେ…
ଠକେଇ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରତିକ୍ରିୟା ରଖିଛନ୍ତି । ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା । ସେ ଲେଖିଛନ୍ତି, ୨୦୨୦ ପରଠୁ ମୋ ନାଁରେ ଅନେକ ମିଥ୍ୟା ମାମଲା ହେଉଛି । ଷଡଯନ୍ତ୍ର କରି ମୋ ସ୍ୱର ଚାପିବାକୁ ଚେଷ୍ଟା ହେଉଛି । ସତ୍ୟତା ନଥାଇ ମୋ ନାଁରେ ଖବର ପ୍ରସାରଣ…
ଅଭିନେତ୍ରୀ ଆଥିଆଙ୍କୁ ବାହା ହେବେ କେ ଏଲ୍…
ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀଙ୍କ ଲାଡଲୀ ଆଥିଆ ଶେଟ୍ଟୀ କ୍ରିକେଟର କେ ଏଲ୍ ରାହୁଲଙ୍କ ପ୍ରେମରେ। ଦୀର୍ଘ ଦିନ ଧରି ଦୁହେଁ ରିଲେସନସିପରେ ଅଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହକୁ ନେଇ ମଧ୍ୟ ହେଉଥିଲା ଚର୍ଚ୍ଚା। କୁହାଯାଉଥିଲା ରାହୁଲ ଏବଂ ଆଥିଆଙ୍କ ପ୍ୟାରେଣ୍ଟସ୍ ମଧ୍ୟ ଏହି ବିବାହ ବିଷୟରେ…