thelifelinemedia
Latest Odisha News, Breaking News Today

ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ: କହିଲେ ଏମିତି କଥା 

ପୁରୀ:ଶ୍ରୀ ମନ୍ଦିରରେ ମହାପ୍ରଭୁ ଙ୍କୁ ଦର୍ଶନ କରି ସିଂହ ଦ୍ଵାର ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଶ୍ରୀ ମନ୍ଦିର ହେଉଛି ବୈକୁଣ୍ଠ ଧାମ।ମହାପ୍ରଭୁ ଙ୍କୁ ଦର୍ଶନ କରି ବେଶ ଖୁସି ଲାଗିଵା ସହ ଦେଶ ଓ ବିଶ୍ୱ ବାସି ଙ୍କ ଲାଗି ମହାପ୍ରଭୁଙ୍କ ନିକଟରେ ପ୍ରାଥନା କଲି। ଦିଘାର ଜଗନ୍ନାଥ ମନ୍ଦିର କୁ ନେଇ ପ୍ରତିକ୍ରିୟା ରଖିଲେ ଆସାମ ମୁଖ୍ୟମନ୍ତ୍ରୀ।ଶ୍ରୀ କ୍ଷେତ୍ରର ଶ୍ରୀ ମନ୍ଦିର ମୁଖ୍ୟ ପୀଠ। ମହାପ୍ରଭୁ ସ୍ୱୟଂ ବିରାଜିତ ଏଥି। ଏହି ପୀଠ ସହ କାହାକୁ ତୁଳନା କରାଯାଇପାରିବନି।ଓଡ଼ିଶାରେ ବିଜେଡି ଇତିହାସ ହୋଇଯାଇଛି ବିଜେପି ସରକାର ଓଡିଶା ରେ ଭଲ କାମ କରୁଛି।ବାଙ୍ଗଲାଦେଶରେ ହିନ୍ଦୁ ଆକ୍ରମଣକୁ ନିନ୍ଦା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ସେମାନଙ୍କ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନେବେ ପଦକ୍ଷେପ।ବାଙ୍ଗଲାଦେଶ ରେ ହିନ୍ଦୁଙ୍କୁ ଆକ୍ରମଣ ଖୁବ ଶୀଘ୍ର ରୋକା ଯିବା ନିହାତି ଆବଶ୍ୟକ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.