thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଆଲୋଚନା ପାଇଁ ପ୍ରସ୍ତୁତ ତାଲିବାନ୍:…

ବ୍ୟୁରୋ: ପାକିସ୍ତାନ ପକ୍ଷରୁ ଜୋରଦାର ଆକ୍ରମଣ ପରେ ଆଲୋଚନା ପ୍ରସ୍ତାବ ରଖିଲା ତାଲିବାନ୍। କାବୁଲ, କାନ୍ଦାହାର ପରି ସହରରେ ଏୟାର ଷ୍ଟ୍ରାଇକ କରିଥିଲା ପାକିସ୍ତାନ। ୪୦୦ରୁ ଅଧିକ ତାଲିବାନୀ ପ୍ରାଣ ହରାଇବା ପରେ ଶାନ୍ତି ପ୍ରସ୍ତାବ। ଆଫଗାନିସ୍ତାନ ଉପରେ ପାକିସ୍ତାନ ପ୍ରଚଣ୍ଡ ଆକ୍ରମଣ ପରେ ଯୁଧର ଭୟାବହତା…

NCERT ପୁସ୍ତକ ପ୍ରସଙ୍ଗ: କେନ୍ଦ୍ର…

ନୂଆଦିଲ୍ଲୀ: NCERTକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି। ସର୍ବୋଚ୍ଚ କୋର୍ଟଙ୍କ ଉଦ୍‌ବେଗକୁ ସରକାର ଗ୍ରହଣ କରିଛନ୍ତି। ଏହି ପୁସ୍ତକକୁ ପ୍ରତ୍ୟାହାର ପାଇଁ NCERTକୁ ନିର୍ଦ୍ଦେଶ ଦିଆଯାଇଛି। NCERTର ଯେଉଁ ଅଫିସର ଏପରି କରିଛନ୍ତି କାର୍ଯ୍ୟାନୁଷ୍ଠାନ…

୧୬ ଚୁକ୍ତି ୧୧ ଘୋଷଣାନାମା…

ନୂଆଦିଲ୍ଲୀ: ଭାରତ ଇସ୍ରାଏଲ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।୧୬ ଚୁକ୍ତି ୧୧ ଘୋଷଣାନାମା ସ୍ବାକ୍ଷରିତ ହୋଇଛି।ଇସ୍ରାଏଲ୍‌ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ରଖିଛନ୍ତି। ସାରା ବିଶ୍ବକୁ ବଦଳାଇବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ।…

ଇସ୍ରାଏଲ ସଂସଦରେ ମୋଦି:ପ୍ରଥମ ଭାରତୀୟ…

ନୂଆଦିଲ୍ଲୀ: ଇସ୍ରାଏଲ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ସମ୍ୱୋଧନ ଦେଇଛନ୍ତି। ଭାରତ ସବୁବେଳେ ଇସ୍ରାଏଲ ସହ ଛିଡ଼ା ହୋଇଛି ବୋଲି ମୋଦି କହିଛନ୍ତି। ବନ୍ଧୁତ୍ୱ ଓ ସମ୍ଭାବନାର ବାର୍ତ୍ତା ନେଇ ଆସିଥିବା କହିଲେ ମୋଦି। ପ୍ରଥମ ଭାରତୀୟ…

ବନ୍ଧା ହେବେ କି ଶଙ୍କରାଚାର୍ଯ୍ୟ:ଯୌନ…

ଲକ୍ଷ୍ନୌ:ଜ୍ୟୋତିଷ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣା ଅଭିଯୋଗରେ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶ ପ୍ରୟାଗରାଜ କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରୟାଗରାଜର ଝୁନସି ପୋଲିସ ଷ୍ଟେସନରେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୁଦ୍ଧରେ ମାମଲା…

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରିଲା ୪…

ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ସବୁଠାରୁ ଭୟଙ୍କର ଚିତ୍ର ସମଗ୍ର ମାନବ ଜାତିକୁ ଥରହର କରିଛି। ଯୁଦ୍ଧ ମଇଦାନରେ 4 ବର୍ଷ ହେଲା ହନ୍ତସନ୍ତ ହେଉଛି ୟୁରୋପ ବାସୀ। ଋଷ ଓ ୟୁକ୍ରେନ ଯୁଦ୍ଧକୁ ଆଜି 4 ବର୍ଷ ପୁରିଲା। ହେଲେ ସମାଧାନର ବାଟ ଫିଟିଲା ନାହିଁ। ବହୁବାର ଉଭୟ ଦେଶ ଆଲୋଚନା ଟେବୁଲ କୁ…

ହସ୍ପିଟାଲରେ ଶରଦ ପାଓ୍ବାର

ନୂଆଦିଲ୍ଲୀ: ଏନସିପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାଓ୍ବାରଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସାମାନ୍ୟ ଡିହାଇଡ୍ରେସନ୍ ରେ ପୀଡ଼ିତ ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର…

ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ…

ନୂଆଦିଲ୍ଲୀ: କେରଳ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ଏକ ୯ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ କରିଛନ୍ତି। ଏହି ମାମଲାର ଶୁଣାଣି ଏପ୍ରିଲ 7ରୁ ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ସୁଦ୍ଧା ଶେଷ ହେବା ନେଇ ପ୍ରସ୍ତାବ ରହିଛି। କେନ୍ଦ୍ର ସରକାରଙ୍କ…

କାହା ଆଡ଼କୁ ଢ଼ଳିବେ ତାରିକ୍ ରହମାନ:…

ନୂଆଦିଲ୍ଲୀ: ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଆସିଛି । ତାରିକ ରହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିକୁ ଏକ ବଡ଼ ବିଜୟ ଦେଇଛି।ନୂତନ ସରକାର ଭାରତ ନିକଟକୁ ଅଧିକ ଢଳିବେ ନା ପାକିସ୍ତାନ ନା ଚୀନ୍ ଆଡ଼କୁ ଅଧିକ ଢଳିବେ, ତାହା ଉପରେ ସମସ୍ତଙ୍କ ନଜର ଏବେ ରହିଛି।ତାରିକ ରହମାନ…

ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ:…

ବ୍ୟୁରୋ:ଅସ୍ତ୍ରବିରତି ମଧ୍ୟରେ ଅଶାନ୍ତ ହୋଇପଡିଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଛି। ବିମାନ ଆକ୍ରମଣ କରିଛି।ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ତିନି ଜଣଙ୍କ ଜୀବନ ଯାଇଛି। ପୁରା ଅଞ୍ଚଳରେ ପୁଣି ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲୀ ସେନା ଦାବି…