Browsing Category
ଦେଶ-ବିଦେଶ
ବିଜେପିର ମିଶନ ୨୦୨୪ ଆରମ୍ଭ, ବିହାର,…
ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦଳ ୧୩ଟି ରାଜ୍ୟରେ ନିଜର ନୂତନ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରିଛି। ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି, ଜେପି ନଡ୍ଡା ପ୍ରଭାରୀ ସୂଚୀ ଉପରେ ମୋହର…
ରେଳ ଭଡ଼ାରେ ପୁଣି ସିନିୟର ସିଟିଜେନଙ୍କୁ…
ନୂଆଦିଲ୍ଲୀ ୮।୯: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ଲାଗି ଖୁସିଖବର। ଲୋକଙ୍କ ଦାବିରେ ରେଳବାଇ ସିନିୟର ସିଟିଜେନଙ୍କୁ ପୁଣି ଥରେ ଭଡାରେ ରିହାତି ଦେବାକୁ ବିଚାର କରୁଛନ୍ତି। ଯଦି ଏହି ନିୟମ ଲାଗୁ କରାଯାଏ ତେବେ ବରିଷ୍ଠ ନାଗରିକ, ଖେଳାଳି ଓ ଅନ୍ୟ କ୍ୟାଟଗରୀର ଯାତ୍ରୀଙ୍କୁ ପୂର୍ବ ଭଳି ରିହାତି ଟିକେଟ୍…
ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିସ୍ତା ଏଭେନ୍ୟୁର ଉଦଘାଟନ କରିଛନ୍ତି । ଏବେ ଏହା କର୍ତ୍ତବ୍ୟ ପଥ ନାଁରେ ଜଣାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାସହ ଦିଲ୍ଲୀରେ…
ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ…
ଦଶମ ଶ୍ରେଣୀ ବହିରେ ଭୁଲ ତ୍ରୁଟିକୁ ନେଇ ବିବାଦ ପରେ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ପରିଷଦ । ଏଥିରେ କୁହାଯାଇଛି ଯେ, ସ୍କୁଲର ଶିକ୍ଷକମାନେ ବହିର ଭୁଲକୁ ସୁଧାରି ପିଲାଙ୍କୁ ପଢ଼ାନ୍ତୁ ।
ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ବହିରେ…
ଦେଶକୁ ମିଳିଲା କରୋନାର ପ୍ରଥମ ନାଜାଲ…
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ନାଜାଲ ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରୀ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନ । କରୋନା ବିରୁଦ୍ଧ ଲଢେଇରେ ଏହା ଭାରତକୁ ଅଧିକ ବଳ…
ଦକ୍ଷିଣ କୋରିଆରେ ଘୂର୍ଣ୍ଣିବାତ୍ୟା…
ସିଓଲ ୬।୯: ଦକ୍ଷିଣ କୋରିଆରେ ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ହିନ୍ନାମନୋର। ଏହା ଏବେ ଜାପାନ ଆଡକୁ ମୁହାଁଇଥିବା ବେଳେ ଦକ୍ଷିଣ କୋରିଆ ଭଳି ଜାପାନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ଏବେ ଘଣ୍ଟା ପ୍ରତି ୨୫୩ କିଲୋମିଟର ବେଗରେ ଜାପାନ ଆଢକୁ ମୁହାଁଇଛି। ସାମୁଦ୍ରିକ…
ସାଇରସ୍ ମିସ୍ତ୍ରୀଙ୍କ ପରଲୋକରେ…
ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସାଇରସ୍ ମିସ୍ତ୍ରୀଙ୍କର ରବିବାର ମୁମ୍ବାଇର ପାଲଘର ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ପାଲଘର ଏସପି ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଖବରକୁ ପୁଷ୍ଟି କରିଥିବା ବେଳେ ସେ ଅହମ୍ମଦାବାଦରୁ ଫେରିବା ରାସ୍ତାରେ ପାଲଘର ଚାରୋଟିରେ ଦୁର୍ଘଟଣାର ଶିକାର…
ଶେହନାଜ୍ଙ୍କୁ ମିଳିଲା ୨ଟି ବଡ ବ୍ରେକ୍
ମୁମ୍ଵାଇ ୦୪।୦୯: ଗୋଟିଏ ନୁହେଁ, ଦୁଇ ଦୁଇଟି ବିଗ୍-ଟିକେଟ୍ ବଲିଉଡ୍ ଫିଲ୍ମରେ ନଜର ଆସିବେ ‘ବିଗ୍ ବସ୍-୧୩’ ଫେମ୍ ଶେହନାଜ୍ ଗିଲ୍ । ଫିଲ୍ମ ‘କିସି କା ଭାଇ, କିସି କି ଜାନ୍’ରେ ସଲମାନ ଖାନ୍ଙ୍କ ସହ ସେ ପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ । ଆଉ ଏକ ପ୍ରୋଜେକ୍ଟରେ ଜନ୍ ଆବ୍ରାହମ୍, ରିତେଶ…
ସମୁଦ୍ରରେ ବୁଡି ଯିବାର ୧୧ ଦିନ ପରେ ଅନ୍ୟ…
ସମୁଦ୍ରରେ ବୁଡିଯିବାର ୧୧ ଦିନ ପର୍ଯ୍ୟନ୍ତ ପାଣି ଭିତରେ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ରଖିପାରିଥିଲେ । ଏହାସହ ଏବେ ତାଙ୍କୁ ଅନ୍ୟ ଏକ ଦେଶରୁ ଉଦ୍ଧାର କରାଯିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି ।
ବ୍ରାଜିଲ ଜଣେ ମାଛ ଧରାଳୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଡଙ୍ଗା ସହ ସେ ସମୁଦ୍ରରେ…
ଚାଇନିଜ ଲୋନ ଆପ୍ସ ମାମଲା, ପେଟିଏମର…
ଚାଇନିଜ୍ ଲୋନ ଆପ୍ସ ମାମଲାରେ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କ୍ରମରେ ଆଜି ପେଟିଏମର ରେଜର ପେ ଓ କ୍ୟାସ ଫ୍ରିର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି । ବେଙ୍ଗାଲୋରର ଥିବା ୬ ଟି କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରିଛି ।
ଇଡିର କହିବା ମୁତାବକ ଶୁକ୍ରବାର ଠାରୁ…