thelifelinemedia
Latest Odisha News, Breaking News Today

ରକ୍ତମୁଖା ହେଲା ଋଷ

କିଭ୍: ୟୁକ୍ରେନ୍ ଉପରେ ଆକ୍ରମଣ ଭୟଙ୍କର କରିଛି ଋଷ। ଏଥିପାଇଁ ତୁରନ୍ତ ୟୁକ୍ରେନ୍ ଛାଡ଼ି ପଳାଇଯିବାକୁ ଭାରତୀୟମାନଙ୍କୁ ନିର୍ଦ୍ଦେଶ ଦେଇଛି କିଭରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ୟୁକ୍ରେନ୍ ଆସିବାକୁ ଯୋଜନା କରୁଛନ୍ତି ସେମାନେ ତାଙ୍କ ଯାତ୍ରା କ୍ୟାନ୍‌ସଲ କରନ୍ତୁ ଓ ଯେଉଁମାନେ ଏଠାରେ ରହିଛନ୍ତି ସେମାନେ ତୁରନ୍ତ ୟୁକ୍ରେନ୍ ଛାଡ଼ି ପଳାନ୍ତୁ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.