Browsing Category
ଦେଶ-ବିଦେଶ
ନେପାଳ ନୋଟରେ ଛପା ଭାରତର ତିନି ଅଞ୍ଚଳ,…
ନୂଆଦିଲ୍ଲୀ: ନେପାଳର ଭାରତ ବିରୋଧୀ ଆଭିମୁଖ୍ୟ। କୃତ୍ରିମ ବିସ୍ତାରବାଦୀର ପରିଚୟ ଦେଇଛି ନେପାଳ।ଭାରତର କିଛି ଅଞ୍ଚଳକୁ ନିଜ ଦେଶର ନୋଟରେ ଛାପି ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଇଛି ପଡୋଶୀ ରାଷ୍ଟ୍ର ନେପାଳ। ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍ ଛପାଯିବା ନେଇ ଘୋଷଣା କରାଯାଇଥିଲା। ଏହି…
ନବୀନଙ୍କ ଉପରେ ବର୍ଷିବେ ନା ନୀରବ ରହିବେ…
ଭୁବନେଶ୍ୱର: ପୁଣିଥରେ ଦେଖିବାକୁ ମିଳିପାରେ ମୋଦୀ-ନବୀନଙ୍କ ମଧ୍ୟରେ ବାକ୍ ଯୁଦ୍ଧ।୨୪ ନିର୍ବାଚନରେ ଦୁଇ ହେଭିୱେଟ ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିପାରେ। ଆସନ୍ତା ୬ରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ରାଲିରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦୀ।ତେଣୁ ଓଡିଶା ଆସି ଓଡିଶା ମାଟିରୁ…
ଦଳକୁ ଫେରିଲେ ରିଷଭ, ଟି ଟ୍ୱେଣ୍ଟି…
ନୂଆଦିଲ୍ଲୀ:ଅନ୍ତର୍ଜାତୀୟ କ୍ରିକେଟକୁ ରିଷଭ ପନ୍ଥଙ୍କ କମବ୍ୟାକ। ଲମ୍ବା ସମୟ ପରେ ଦଳରେ ତାଙ୍କୁ ଜାଗା ମିଳିଛି। ୨୦୨୨ ଡିସେମ୍ବର ପର ଠାରୁ କ୍ରିକେଟରୁ ଦୁରେଇ ରହିଥିଲେ ରିଷଭ। ଦୁର୍ଘଟଣା ପର ଠାରୁ ସେ ବିଶ୍ରାମ ନେଉଥିଲେ। କିନ୍ତୁ ପରେ ସୁସ୍ଥ ହୋଇ ଆଇପିଏଲ ଖେଳୁଥିବା ରିଷଭ ଏବେ ବିଶ୍ୱ କପ ଦଳରେ ସାମିଲ…
ଲାଇଭ ନ୍ୟୁଜରେ ବେହୋସ ହୋଇଗଲେ…
ପଶ୍ଚିମବଙ୍ଗ:ଖବର ପଡୁଥିଲେ ଉପସ୍ଥାପିକା। ସବୁ ଦିନ ପରି ଖବର ପରିବେଷଣ ହେଉଥିଲା। କିନ୍ତୁ ହଠାତ ଘଟିଗଲା ଅଘଟଣ। ବେହୋସ ହୋଇ ପଡିଲେ ଉପସ୍ଥାପିକା। ସ୍ତୁଡିଓରେ ଉପସ୍ଥିତି ଥିବା ସବୁ କର୍ମଚାରୀ ଭୟଭୀତ ହୋଇପଡିଲେ। ଦୌଡ଼ି ଆସିଲେ ଉପସ୍ଥାପିକାଙ୍କ ପାଖକୁ। ତାଙ୍କ ହୋସ ଆଣିବା ପାଇଁ ପ୍ରୟାସ କଲେ। ହାତ ନାଡୀ…
ଜାମିନ ପାଇଁ ମିଠା ଖାଉଛନ୍ତି କେଜ୍ରିୱାଲ,…
ନୂଆଦିଲ୍ଲୀ :ଜାମିନ ପାଇଁ କାଜ୍ରିୱାଲଙ୍କ ନୂଆ ତରିକା। ଆଇନ ଗତ ଲଢେଇରେ ଜାମିନ ନ ମିଳିବାରୁ ଏବେ କେଜ୍ରିୱାଲ ଆପଣାଇଛନ୍ତି ନୂଆ ତରିକା। ଜାମିନ ପାଇଁ ମିଠା ଖାଉଛନ୍ତି ସେ। ଅରବିନ୍ଦ କେଜ୍ରିୱାଲ ମଧୁମେହ ରୋଗୀ ଅଟନ୍ତି । ସେ ଘରେ ତିଆରି ଖାଦ୍ୟ ଏବଂ ମିଠା ଖାଉଛନ୍ତି, ତେଣୁ ତାଙ୍କର ସୁଗାର ସ୍ତର ବୃଦ୍ଧି…
ନିର୍ବାଚନ ପୂର୍ବରୁ ବଡ ଏନକାଉଣ୍ଟର,…
ଛତିଶଗଡ :ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର । ଯବାନଙ୍କ ଗୁଳିରେ ଟଳିଲେ ମାଓବାଦୀ। ୧୮ ମାଓବାଦୀ ନିହତ ହୋଇଥିବା କୁହାଯାଉଛି। ନିର୍ବାଚନ ପୂର୍ବରୁ ଏତେ ସଂଖ୍ୟକ ମାଓବାଦୀ ନିହତ ହେବା ଯବାନଙ୍କ ପାଇଁ ବଡ ସଫଳତା ବୋଲି କୁହାଯାଉଛି।କାଙ୍କେର ଜିଲ୍ଲା ଛୋଟେବେଥିଆରେ ଏହି ଏନକାଉଣ୍ଟର…
ବଢିବ ତେଲ ଦର , ମଧ୍ୟପ୍ରାଚ୍ୟ ଅଶାନ୍ତକୁ…
ନୂଆଦିଲ୍ଲୀ: ଆଗକୁ ତେଲ ଦର ବଢିବ। ହୁ ହୁ ବଢ଼ିପାରେ ତେଲ ଦର। ଯାହାଦ୍ୱାରା ଗୁରୁତର ପ୍ରଭାବିତ ହୋଇପାରେ ଭାରତ। ମଧ୍ୟ ପ୍ରାଚ୍ୟରେ ଅଶାନ୍ତ ଲାଗିରହିଛି। ଏବେ ନୂଆ ତିକ୍ତତା ଦେଖିବାକୁ ମିଳିଛି ଇରାନ ଏବଂ ଇସ୍ରାଏଲ ମଧ୍ୟରେ। ଯଦି ଆଗକୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗିରୁହେ ତାର ପ୍ରଭାବ ପଡିବ ଭାରତରେ।…
ଯୁଦ୍ଧମୁହାଁ ମଧ୍ୟପ୍ରାଚ୍ୟ, ଆଉ ଏକ ଯୁଦ୍ଧ…
ଲାଇଫ ଲାଇନ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ । ଆଉ ଏକ ଯୁଦ୍ଧ ଆଁରେ ବିଶ୍ୱ। ରୁଷ ଯୁକ୍ରେନ ଯୁଦ୍ଧ ସରିନି। ଇସ୍ରାଏଲ ହମାସ ଯୁଦ୍ଧ ଚାଲିଛି। ଏବେ ଇରାନ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇଛି। ପ୍ରତିଶୋଧ ନେବାକୁ ଯାଇ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରି ଯୁଦ୍ଧ ଜ୍ୱାଳାରେ…
ବିଜେପିର ସକଳ୍ପ ପତ୍ର, ଯୁବକ, ମହିଳା,…
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଜାରି କରିଛି ସକଳ୍ପ ପତ୍ର । ଡିଗ୍ନିଟି ଅଫ୍ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍ କୁ ଫୋକସ କରିଛି ବିଜେପି। ବିକଶିତ ଭାରତ ପାଇଁ ସକଳ୍ପ ପତ୍ର ଜାରି କରି ନିର୍ବାଚନୀ ମଇଦାନରେ ରାଣାହୁଙ୍କାର ଦେଇଛି ବିଜେପି। ନିଜେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଜେପି…
ଏଥର ୫୨ରୁ ଅଧିକ ସିଟ ପାଇବ କଂଗ୍ରେସ,…
ନୂଆଦିଲ୍ଲୀ: ଏଥର ଅଧିକ ସିଟ ପାଇବ କଂଗ୍ରେସ। ୧୯ ଅପେକ୍ଷା ୨୪ରେ କଂଗ୍ରେସ ଖାତାକୁ ଅଧିକ ସିଟ ଯିବାନେଇ ଦୃଢୋକ୍ତି ବାଢିଲେ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ। ଇଣ୍ଡି ମେଣ୍ଟ ଭଲ ପ୍ରଦର୍ଶନ କରିବା ସହିତ ବିଜେପିକୁ ଜବରଦସ୍ତ ଟକ୍କର ଦେଇପାରେ। ଖାସକରି ତାମିଲନାଡୁ ଏବଂ କେରଳରେ ମେଣ୍ଟ ଭଲ ପ୍ରଦର୍ଶନ…