thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଅସହ୍ୟ ହେଲା ପତ୍ନୀ…

ବେଙ୍ଗାଲୁରୁ: ପତ୍ନୀଙ୍କ ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା କଲେ ଯୁବ ଇଞ୍ଜିନିୟର ଅତୁଲ ଶ୍ରୀବାସ୍ତବ। ବେଙ୍ଗାଲୁରୁରେ ରହୁଥିବା ୩୪ ବର୍ଷୀୟ ଅତୁଲ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ ପୂର୍ବରୁ ଅତୁଲ ଭିଡିଓ ବାର୍ତ୍ତାରେ ପତ୍ନୀଙ୍କ ଅସହ୍ୟ ନିର୍ଯ୍ୟାତନା କଥା ବଖାଣିଛନ୍ତି ତା ସହିତ ୨୪…

ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ…

ନୂଆଦିଲ୍ଲୀ:ଦୀର୍ଘ ୬ ବର୍ଷ ସଫଳତାର ସହ ଦାୟିତ୍ୱ ତୁଲାଇବା ପରେ ସେ ଆଜି ଅବସର ନେଉଛନ୍ତି । ଏନେଇ କାର୍ଯ୍ୟକାଳର ଶେଷ ଦିନରେ ସୋସିଆଲ୍ ମିଡିଆ (ଏକ୍ସ)ରେ ଏକ ଭାବ ବିହ୍ବଳ ପୋଷ୍ଟ ସେୟାର କରିଛନ୍ତି। ବିଦାୟୀ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ସୁନାମଧନ୍ୟ…

ଗୁଳିମାଡ଼ରେ ଟଳିପଡିଲେ ବ୍ୟବସାୟୀ :…

ନୂଆଦିଲ୍ଲୀ:ମର୍ଣ୍ଣି ୱାକରେ ଯାଇଥବା ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଘଟଣା ଘଟିଛି ନୂଆଦିଲ୍ଲୀରେ।ଦିଲ୍ଲୀର ସାହାଦାର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଥିଲେ। ହଠାତ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି ବ୍ୟବସାୟୀ।…

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ…

ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ ସରକାର। ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର। ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ। ସେହିପରି ଅଜିତ ପାୱାର ଏବଂ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁମ୍ବାଇର ଆଜାଦ ମୈଦାନରେ ଆଜି ଶପଥ ସମାରୋହ…

ହଟିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ମୁମ୍ବାଇ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ହଟିଲା ସବୁ ସସ୍ପେନ୍ସ। ଭାଜପା ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି।ମୁଖ୍ୟମନ୍ତ୍ରୀ ପଦ ଦୌଡ଼କୁ ନେଇ ଲାଗିଥବା ସସ୍ପେନ୍ସ ଉପରେ ପରଦା ହଟିଛି। ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର କମାଣ ସମ୍ଭାଳିବେ।ଡିସେମ୍ବର ୫…

ବଢିଲା ବଲିଉଡ ଅଭିନେତ୍ରୀ ଶିଳ୍ପାଙ୍କ…

ମୁମ୍ବାଇ:ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏଵେ ପୁଣି ଥରେ ଅଡୁଆରେ। ଇଡି ଜାଲରେ ଛନ୍ଦି ହୋଇଛନ୍ତି ରାଜ। ଅଶ୍ଳୀଳ ସିନେମା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ତାଙ୍କ ଘରେ ସମେତ ବିଭିନ୍ନ ଜାଗାରେ ରେଡ କରିଛି।ମୁମ୍ବାଇ ସ୍ଥିତ ବାସଭବନ ସମେତ…

ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା…

ନୂଆଦିଲ୍ଲୀ:ସାଂସଦ ଭାବେ ଶପଥ ନେଲେ ଗାନ୍ଧୀ ପରିବାର ଆଉ ଜଣେ ସଦସ୍ୟ।କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି। ଓ୍ବାୟନାଡ଼ ଲୋକ ସଭାରୁବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଆଜି ଲୋକସଭାର ସଦସ୍ୟ ବନି ଯାଇଛନ୍ତି। ଶପଥଗ୍ରହଣ ସମୟରେ ସେ ହାତରେ…

ଵାଲାଟକୁ ସୁପ୍ରିମକୋର୍ଟଙ୍କ ନାଁ: ଵାଲାଟ…

ନୂଆଦିଲ୍ଲୀ: ଜିତିଲେ ଠିକ, କିନ୍ତୁ ହାରିଲେ ଜାଲିଆତି। ଏଭଳି କିଛି କଥା କହି ଵାଲାଟ ପେପରରେ ନିର୍ବାଚନ ପାଇଁ ଆଗତ ଜନସ୍ୱାର୍ଥ ମାମଲାକୁ ଉଚ୍ଚ ନାୟାଳୟ ଅଗ୍ରାହ୍ୟ କରି ଦେଇଛନ୍ତି। ଵାଲାଟ ପେପର ମତଦାନ ପିଟିସନ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ…

ସାର କାରଖାନାରେ ଭୟଙ୍କର ବିସ୍ଫୋରଣ

ମୁମ୍ବାଇ: ପୁଣି ଦୋହରାଇଲା ଗ୍ୟାସ ଭୋପାଳ ଗ୍ୟାସ୍ ଲିକ୍ ଘଟଣା। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଭୟଙ୍କର ବିସ୍ଫୋରଣ। କାରଖାନାରେ ପ୍ରଥମେ ବିସ୍ଫୋରଣ ଘଟି ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ଅଘଟଣ ଘଟିଛି। ଫଳରେ ଦୁଣ ଜଣ ମହିଳାଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିସହ…

ଛତିଶଗଡ ସୀମାନ୍ତରେ ମାଓ କ୍ୟାମ୍ପ ଠାବ:…

ବ୍ୟୁରୋ: ଛତିଶଗଡ ସୀମାନ୍ତରେ ଦୁଇ ରାଜ୍ୟର ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ବେଳେ ମାଓକ୍ୟାମ୍ପ ଠାବ ହୋଇଛି। ଓଡିଶାର ନୂଆପଡା ଜିଲ୍ଲା ଓ ଛତିଶଗଡ ଗରିଆବନ୍ଧ ଜିଲ୍ଲା ସୀମାନ୍ତରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ମାଓସାମଗ୍ରୀ ଠାବ ହୋଇଛି। ଏହି ମାଓ ଅପରେସନରେ ନୂଆପଡା ଜିଲ୍ଲାର ୫ଟି ଏସଓଜି ଟିମ ସହ…