thelifelinemedia
Latest Odisha News, Breaking News Today

ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ: ସ୍ଥିତି ଉତ୍ତେଜନାପୂର୍ଣ୍ଣ

ବ୍ୟୁରୋ: ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍ ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍‌ ହମ୍‌ଲା ହୋଇଛି। ଯୁଦ୍ଧବିରାମ ପରେ ଲେବାନନ୍ ଉପରେ ଏହା ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଇଛି।

ଶରଣାର୍ଥୀ କ୍ୟାମ୍ପ ନୁହେଁ ଏହା ଆତଙ୍କବାଦୀଙ୍କ କ୍ୟାମ୍ପ କହିଲା ଇସ୍ରାଏଲ୍। କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଇସ୍ରାଏଲ୍‌ର ଅଭିଯୋଗ ହୋଇଛି। ଅନ୍ୟପଟେ
ଅଭିଯୋଗକୁ ଖଣ୍ଡନ ସହ ଏହାକୁ ଜଘନ୍ୟ ଅପରାଧ କହିଲା ହମାସ୍

Leave A Reply

Your email address will not be published.