thelifelinemedia
Latest Odisha News, Breaking News Today
Browsing Category

ଖେଳ

ବିଶ୍ୱକପ କ୍ରିକେଟକୁ ଆତଙ୍କୀ ଭୟ, ସହ…

ନୂଆଦିଲ୍ଲୀ: ଟି ଟ୍ୱେଣ୍ଟି ବିଶ୍ୱକପକୁ ଘାରିଛି ଆତଙ୍କୀ ଭୟ।କ୍ରିକେଟ ଜଗତରେ ଏଭଳି କିଛି ଖବର ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି।ଟି ଟ୍ୱେଣ୍ଟି ବିଶ୍ୱକପର ସହ ପ୍ରାୟୋଜକ ୱେଷ୍ଟ ଇଣ୍ଡିଜକୁ ଆତଙ୍କୀ ଧମକ ମିଳିବା ପରେ ଏବେ କ୍ରିକେଟ ଜଗତରେ ଭୟର ବାତାବରଣ ଖେଳି ଯାଇଛି।ଉତ୍ତର ପାକିସ୍ତାନରୁ ୱେଷ୍ଟ…

ଟ୍ୱେଣ୍ଟି ବିଶ୍ଵକପ ଖେଳିବେନି ବିରାଟ,…

ନୂଆଦିଲ୍ଲୀ: ଟି ଟ୍ୱେଣ୍ଟି ବିଶ୍ଵକପ ଖେଳି ନ ପାରନ୍ତି ବିରାଟ ଖେଳାଳି। ଭାରତୀୟ କ୍ରିକେଟର ଦିଗଜ୍ ଖେଳାଳି କୋହଲି ଟି ଟ୍ୱେଣ୍ଟି ବିଶ୍ଵକପରୁ ବାଦ ପଡ଼ି ପାରନ୍ତି। ଯଦିଓ ଏ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ କିନ୍ତୁ ଜାତୀୟ ଗଣ ମାଧ୍ୟମରେ ଏହାକୁ ନେଇ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚା…

ଟେଷ୍ଟରେ ଅଶ୍ୱିନଙ୍କ ମାଇଲଖୁଣ୍ଟ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କଲେ ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ଵିନ । ଧର୍ମଶାଳା ଭାରତ ଇଂଲଣ୍ଡ ଅନ୍ତିମ ଟେଷ୍ଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସେ। ୧୦୦ ତମ ଟେଷ୍ଟ ଖେଳିବାର ବିରଳ ରେକର୍ଡ଼ କରିଛନ୍ତି। ୧୪ ତମ ଭାରତୀୟ ଖେଳଳୀ ଭାବେ ଏଇ ରେକର୍ଡ଼ କରିଛନ୍ତି…

୧୯ରୁ ଅଫ୍‌ଲାଇନ୍‌ରେ ଟିକେଟ୍‌; କଳିଙ୍ଗ…

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଉଭୟ ହକି ଖେଳାଳି ଓ ଦର୍ଶକମାନେ ପୁଣି ଥରେ ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଆସନ୍ତାକାଲି (ଡିସେମ୍ବର ୧୯) ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ…

୨୦୦୭ ଟି-୨୦ ବିଶ୍ୱ କପ ଉପରେ ନିର୍ମାଣ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ କଥା ଯଦି କହିବା ତେବେ ପ୍ରତି ଭାରତୀୟ ମୁହଁରେ ଆସିବ ପ୍ରଥମ ସଂସ୍କରଣର ନାଁ । ୨୦୦୭ ମସିହାରେ ଟିମ ଇଣ୍ଡିଆ ଏମଏସ ଧୋନୀଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱ କପର ପ୍ରଥମ ଟାଇଟଲ ନିଜ ନାଁରେ କରିଥିଲା । ଧୋନୀଙ୍କୁ ଟିମ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ ବୋଲି ମଧ୍ୟ କୁହାଯାଏ । ଏବେ…

ବର୍ଷା ସାଜିଲା ବାଧକ: ଭାରତ-ନ୍ୟୁଜିଲାଣ୍ଡ…

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ବାତିଲ ହୋଇଯାଇଛି । ବର୍ଷା ହେବା କାରଣରୁ ୱେଲିଂଟନରେ ହେବାକୁ ଥିବା ଏହି ଟି-୨୦ ମ୍ୟାଚ ବିନା ବଲରେ ବାତିଲ ହୋଇଛି । ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ନଛାଡିବା ଯୋଗୁଁ ୧ଟା ୪୫…

ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ…

ଓଡିଆ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରିୟ ଖେଳ ପୁରସ୍କାର ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ଅର୍ଜୁନ ପୁରସ୍କାର ସହ ଦ୍ରୋଣାଚାର୍ଯ୍ୟ ପୁରସ୍କାର,…

ମିସବାଙ୍କୁ ଶେଷ ଓଭର ପକାଇବାକୁ ଡରୁଥିଲେ…

୨୦୨୨ ଟି-୨୦ ବିଶ୍ୱକପ ତାର ବିଶ୍ୱ ବିଜେତାକୁ ପାଇ ସାରିଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜୟୀ ହୋଇଛି । ତେବେ ଏହାରି ଭିତରେ ୨୦୦୭ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ସେ କହିଛନ୍ତି କି, ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ମିସବା ଉଲହକଙ୍କୁ ଶେଷ…

ଭାଇରାଲ୍‌ ହେଲା ଅମିତ୍‌ ଶାହଙ୍କ ସହ…

ନୂଆଦିଲ୍ଲୀ, ୧୨/୧୧: ଦେଶରେ ନେତା ଏବଂ ଖେଳାଳୀଙ୍କ ଅନେକ ଫ୍ୟାନ୍‌-ଫଲୋୟର୍ସ ରହିଛନ୍ତି । କିଛି ଖେଳାଳୀ ରାଜନୀତିରେ ସକ୍ରିୟ ରହିଥିବା ବେଳେ ସଫଳତା ମଧ୍ୟ ହାସଲ କରିଛନ୍ତି । ଲୋକେ ସେମାନଙ୍କ ପସନ୍ଦର ଖେଳାଳୀଙ୍କୁ ରାଜନୀତି ମଇଦାନ୍‌ରେ ଦେଖିବାକୁ ମଧ୍ୟ ଚାହାଁନ୍ତି । ତେବେ ଏହାରି ମଧ୍ୟରେ ଭାରତୀୟ…

ଟି-୨୦ ବିଶ୍ବକପ୍ ଫାଇନାଲ, କ୍ରିକେଟ୍…

ନୂଆଦିଲ୍ଲୀ- ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତୀୟ କଣ୍ଠଶିଳ୍ପୀଙ୍କ ଜଲଓ୍ବା ଦେଖିବ ବିଶ୍ବ । ୧୩ ବର୍ଷିୟା ଜାନକୀ ଈଶ୍ବରଙ୍କ ରକ୍ ସଙ୍ଗୀତରେ ଦୁଲୁକିବ ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡ଼ିୟମ ।  ରବିବାର ଫାଇନାଲକୁ ନେଇ କ୍ରିକେଟ୍ ପ୍ରେମୀ ଉତ୍ସାହିତ ରହିଥିବାବେଳେ କୁନି ଝିଅର ଗୀତରେ ଝୁମିବେ ୯୦ ହଜାର ଦର୍ଶକ…